Independence Day

ବାହାରିଲା ଯୁକ୍ତ ୨ ପ୍ରଥମ କଟଅଫ୍ ମାର୍କ: କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ କଟଅଫ୍ ମାର୍କ ତାଲିକା ଗୁରୁବାର ପ୍ରକାଶ ପାଇଛି। ଚଳିତବର୍ଷ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ...

ବାହାନଗା ଟ୍ରେନ ଟ୍ରାଜେଡି: ମାସେ ପରେ ମୃତଦେହ ପାଇଲେ ପରିବାର

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ସିରିଜ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୁରୁଷୋତ୍ତମ ମହାନ୍ତିଙ୍କ ମୃତଦେହ ପାଇଲେ ପରିବାର ଲୋକ। ମୃତ୍ୟୁ ଖବର ଯେତିକି କଷ୍ଟ ଦେଇଥିଲା ତା’ଠାରୁ ଯନ୍ତ୍ରାଦାୟକ ଥିଲା ମାସେ ପରେ ପୁରୁଷୋତ୍ତମଙ୍କ...

ମହାରାଷ୍ଟ୍ର ମହାନାଟକ: ଅଜିତ ନେଲେ ଶରଦଙ୍କ ପାୱାର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ରରେ କ୍ଷମତା ଲଢ଼େଇ। ଦାଦାଙ୍କୁ ଗାଦିଚ୍ୟୁତ କରିବାରେ ସଫଳ ହୋଇଛନ୍ତି ଅଜିତ ପାୱାର। ରାଜନୀତିରେ କେତେବେଳେ କ’ଣ ହେବ ଏହାର ଆକଳନ କରିହୁଏ ନାହିଁ। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି...

ଓଡ଼ିଶାରେ ସକ୍ରିୟ ମୌସୁମୀ, ଆଜି ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ଏବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବର୍ତ୍ତମାନ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷାର ମାତ୍ରା ଆହୁରି ବଢ଼ିବାର ସମ୍ଭାବନା...

ଜଷ୍ଟିସ୍‌ ଶୁଭାଶିଷ ତଲାପାତ୍ର ହେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‌ ଶୁଭାଶିଷ ତଲାପାତ୍ର। ସୁପ୍ରିମକୋର୍ଟ କୋଲେଜିୟମ୍‌ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବା ପାଇଁ ତାଙ୍କ ନାମ ସୁପାରିସ କରିଛନ୍ତି। ସେ ବର୍ତ୍ତମାନ...

ଆଜି ବାହାରିବ ଯୁକ୍ତ ୨ ପ୍ରଥମ କଟଅଫ୍ ମାର୍କ ତାଲିକା, ଆସନ୍ତାକାଲିଠୁ ନାମଲେଖା

ଓଡ଼ିଶାଲାଇଭ୍ ବ୍ୟୁରୋ   ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ କଟଅଫ୍ ମାର୍କ ତାଲିକା ଗୁରୁବାର ପ୍ରକାଶ ପାଇବ। ଏହି ତାଲିକା ଅନୁସାରେ ଛାତ୍ରଛାତ୍ରୀମାନେ ଶୁକ୍ରବାରରୁ କଲେଜରେ ନାମ ଲେଖାଇ ପାରିବେ। ଜୁଲାଇ...

ନୟାଗଡ଼ରେ ଘନ ଘନ ବିଜୁଳି କାଟ୍: ମୁଣ୍ଡ ଟେକୁଛି ଜନଆନ୍ଦୋଳନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାରେ ଘନ ଘନ ବିଜୁଳି କାଟକୁ ନେଇ ନୟାନ୍ତ ହେଲେଣି ଉପଭୋକ୍ତା। ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଲିମିଟେଡ (ଟିପିସିଓଡିଏଲ) ର ଅନିୟମିତ ବିଜୁଳି ଯୋଗାଣ...

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ‘ସିଏଚଏସଏଲ୍’ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ଜୁଲାଇ ୨୪ ଶେଷ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ହାଇଅର ସେକେଣ୍ଡାରି ଲେଭାଲ (ସିଏଚଏସଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ...

କନ୍ଦାଇଲାଣି କଞ୍ଚାଲଙ୍କା: କିଲୋ ପିଛା ୪୦୦ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ପରିବା ବଜାରରେ ଏବେ ରାଜ କରୁଛି କଞ୍ଚାଲଙ୍କା। ଦେଖିବାକୁ ଛୋଟ, ହେଲେ ଦାମ ଶୁଣିଲେ ଗ୍ରାହକଙ୍କ ହୋସ୍ ଉଡ଼ିଯାଉଛି। ରୋଷେଇ ଘରୁ ଏବେ କଞ୍ଚାଲଙ୍କାକୁ ବାଦ୍ ଦେବାକୁ ବାଧ୍ୟ ହେଉଛନ୍ତି ଗୃହିଣୀ। ଏବେ...

ଡିଏନ ଗ୍ରୁପ୍ ଉପରେ ଆୟକର ଚଢ଼ାଉ, କର୍ମଚାରୀଙ୍କ ଘରୁ ୩୦ କୋଟି ଟଙ୍କା ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର ପ୍ରମୁଖ ବ୍ୟାବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ବୁଧବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଟିକସ ଫାଙ୍କିବା ଅଭିଯୋଗରେ ଡିଏନ ଗ୍ରୁପର ଭୁବନେଶ୍ଵର ସମେତ ୨୦ରୁ ଅଧିକ ସ୍ଥାନରେ...