ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗୁଣ୍ଡିଚା ମନ୍ଦିର ଶରଧାବାଲିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ତିନି ରଥ। ରଥାରୁଢ଼ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ରଥ ଉପରେ ଦର୍ଶନ ଦେଉଛନ୍ତି। ଗୁରୁବାର ଦିନ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଡ଼ପ ମଣ୍ଡପ...
ଆରପାରିରେ ପ୍ରସିଦ୍ଧ ‘ଅମୁଲ ଗାର୍ଲ’ ବିଜ୍ଞାପନର ସ୍ରଷ୍ଟା ସିଲଭେଷ୍ଟର ଡାକୁହ୍ନା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରସିଦ୍ଧ 'ଅମୁଲ ଗାର୍ଲ' ମାସ୍କଟ ତିଆରି କରିଥିବା ମୁଖ୍ୟ ବ୍ୟକ୍ତି ସିଲଭେଷ୍ଟର ଡାକୁହ୍ନାଙ୍କ ଦେହାନ୍ତ ହୋଇଛି। ମୁମ୍ବାଇରେ ମଙ୍ଗଳବାର ବିଳମ୍ବିତ ରାତିରେ ୯୩ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଛନ୍ତି। ତାଙ୍କ...
ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ ଓ ମରାମତି କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିଲାଗି ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ (ଏଏସଆଇ)ର ୪ ଜଣିଆ ବୈଷୟିକ ଟିମ ପୁରୀରେ ପହଞ୍ଚିଛନ୍ତି। ରଥଯାତ୍ରା ସମୟରେ ଶ୍ରୀଜୀଉ ଶ୍ରୀମନ୍ଦିରରେ ନଥିଲାବେଳେ...
ଓପିଏସସି ପକ୍ଷରୁ ‘ସହକାରୀ ବନ ସଂରକ୍ଷକ’ ଓ ‘ଫରେଷ୍ଟ ରେଞ୍ଜର’ ପଦବୀ ପାଇଁ ଜାରି ରହିଛି ଆବେଦନ, ଜୁନ୍...
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଭିନ୍ନ ସହକାରୀ ବନ ସଂରକ୍ଷକ ଓ ଫରେଷ୍ଟ ରେଞ୍ଜର ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ‘ଓଡ଼ିଶା...
ଡାଏବେଟିସ୍ ନିୟନ୍ତ୍ରଣ ପାଇଁ ଯୋଗ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=7kPjBC4k9nw]
ଯୋଗ ଶରୀର ସଙ୍ଗେ ସଙ୍ଗେ ମନକୁ ବି ସୁସ୍ଥ ରଖିଥାଏ। ଯୋଗ ଦ୍ଵାରା ଶରୀରର ବିଭିନ୍ନ ସମସ୍ୟା ଦୂର ମଧ୍ୟ ହୋଇଥାଏ। ଏପରିକି ଯୋଗ ଦ୍ଵାରା ଡାଏବେଟିସକୁ ନିୟନ୍ତ୍ରଣ...
ରାଜ୍ୟ କ୍ୟାବିନେଟରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରି
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୫ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର।
ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ...
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋରାପୁଟ): କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ବୁଧବାର ଦିନ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି...
ଯୋଗ ସମଗ୍ର ବିଶ୍ଵରେ ଭାରତକୁ ସ୍ଵତନ୍ତ୍ର ପରିଚୟ ଦେଇଛି – ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ ଯୋଗ ଦିବସରେ ଜାତିସଂଘ ମୁଖ୍ୟାଳୟରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆୟୋଜିତ ହେଲା ଯୋଗ ଶିବିର
୧୮୦ରୁ ଅଧିକ ଦେଶର ପ୍ରତିନିଧିଙ୍କ ସହ ମିଶି ଯୋଗ...
ଯୋଗ ଦ୍ଵାରା କମାନ୍ତୁ ପେଟ ଚର୍ବି
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=IpASUWuNt0o]
ଯୋଗ ମନ, ମସ୍ତିଷ୍କ ଏବଂ ଶରୀର ପାଇଁ ବେଶ୍ ଲାଭଦାୟକ। ଯୋଗ ଦ୍ଵାରା ଅନେକ ରୋଗ ଭଲ ହେଉଥିବାବେଳେ ପେଟର ଚର୍ବିକୁ ମଧ୍ୟ କମାଇ ହେବ ବୋଲି କୁହନ୍ତି...
ବେକ ଓ ଅଣ୍ଟା ବିନ୍ଧାରୁ ଉପଶମ ପାଇଁ ଯୋଗ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=npst0OBKSRk]
ବର୍ତ୍ତମାନ ବିଭିନ୍ନ କାରଣରୁ ଅଣ୍ଟା ଏବଂ ବେକ ବିନ୍ଧା ଭଳି ସମସ୍ୟା ଦେଖାଦେଉଛି। ଯୋଗ ଦ୍ଵାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ବୋଲି କୁହନ୍ତି ଯୋଗ ପ୍ରଶିକ୍ଷକ।
ବର୍ତ୍ତମାନ ସମୟରେ...





















