ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଯୋଗ ମନ, ମସ୍ତିଷ୍କ ଏବଂ ଶରୀର ପାଇଁ ବେଶ୍ ଲାଭଦାୟକ। ଯୋଗ ଦ୍ଵାରା ଅନେକ ରୋଗ ଭଲ ହେଉଥିବାବେଳେ ପେଟର ଚର୍ବିକୁ ମଧ୍ୟ କମାଇ ହେବ ବୋଲି କୁହନ୍ତି ଯୋଗ ଶିକ୍ଷକ।

ଯୋଗର ବିଭିନ୍ନ ଶୈଳୀ ରହିଥାଏ, ଯେଉଁଥିରେ ଶାରୀରିକ ମୁଦ୍ରା, ନିଶ୍ୱାସ ପ୍ରଶ୍ୱାସ ନେବାର କୌଶଳ ଏବଂ ମେଡିଟେସନ ଆଦି ସାମିଲ ରହିଛି।

ତେବେ ଯୋଗ ଦ୍ଵାରା ପେଟ ଚର୍ବି କେମିତି କମିବ? ସେ ବିଷୟରେ ଯୋଗ ପ୍ରଶିକ୍ଷକ ଗଣେଶ୍ୱର ଗୋଚ୍ଛିକାରଙ୍କଠାରୁ ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #InternationalYogaDay2023 #Yoga #YogaforVasudhaivaKutumbakam # Yogasan #ReduceBellyFat #OdiaHealthTips

Comment