ନାଇଜେରିଆର ରାଜଧାନୀ ଲାଗୋସରେ ଓଡ଼ିଆ ସମାଜ ପକ୍ଷରୁ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଇଜେରିଆର ରାଜଧାନୀ ଲାଗୋସରେ ଥିବା ଜଗନ୍ନାଥ ମନ୍ଦିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏପ୍ରିଲ ମାସ ୭ ତାରିଖରୁ ୯ ତାରିଖ ଯାଏଁ ୩ ଦିନ ଧରି ଏହି ଉତ୍ସବ...
ଝାରସୁଗୁଡ଼ା ଉପନିର୍ବାଚନ: ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସବୁଠୁ ଶେଷରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବୁଧବାର ଦଳ ପକ୍ଷରୁ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପୂର୍ବରୁ ବିଜେଡି...
ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ଉତ୍ତେଜନା, ୪୮ ଘଣ୍ଟା ଯାଏଁ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁରରେ ବୁଧବାର ଦିନ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରକୁ ପଥରମାଡ଼ ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ ଦୋକାନ ସହ ଗାଡ଼ିମୋଟର ଭଙ୍ଗାରୁଜା କରିଥିଲେ।...
ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ଦିଲ୍ଲୀକୁ ଟପିବ ବେଙ୍ଗାଳୁରୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତ୍ୟକ୍ଷ କର ଆଦାୟ ବା ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ଖୁବ୍ ଶୀଘ୍ର ବେଙ୍ଗାଳୁରୁ ଦିଲ୍ଲୀକୁ ଟପିବ ବୋଲି ଆକଳନ କରାଯାଉଛି।
ମଲ୍ଟିନ୍ୟାସନାଲ ଓ ଇଣ୍ଡିଆନ ଆଇଟି କମ୍ପାନିର ଆଇଟି କ୍ୟାପିଟାଲ କୁହାଯାଉଥିବା ବେଙ୍ଗାଳୁରୁ...
ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜାରି ହେଲା ଏସଓପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ କିଛି ଦିନ ଧରି ଗ୍ରୀଷ୍ମ ପ୍ରବାହ ନିଜର କାୟା ବିସ୍ତାର କରୁଛି। ସକାଳ ୧୦ଟା ବେଳକୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ବୁଧବାର ରାଜ୍ୟର ଏକାଧିକ ସହରର ତାପମାତ୍ରା...
ଏପ୍ରିଲ ୧୬ରୁ ତାତିରୁ ମିଳିବ ମୁକ୍ତି!
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆରମ୍ଭ ହୋଇଥିବା ଗ୍ରୀଷ୍ମ ପ୍ରକୋପକୁ ନେଇ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ରାଜ୍ୟବାସୀ। ଅସହ୍ୟ ଗରମ ଯୋଗୁଁ ସାଧାଣର ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ସକାଳ ୮ଟାରୁ ମୁଣ୍ଡଫଟା ଖରାକୁ ଦେଖି ଲୋକେ...
ଏଡିଆର୍ ରିପୋର୍ଟ: ନବୀନ ପଟ୍ଟନାୟକ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୬୩ କୋଟି ୮୭ ଲକ୍ଷ ଟଙ୍କା। ଏହା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ...
ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ହେବ ନିୟମିତ, ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବାଣିଜ୍ୟ କର ବିଭାଗରେ କାର୍ଯ୍ୟ କରୁଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ହେବ ନିୟମିତ। ଏନେଇ ବୁଧବାର ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଆସନ୍ତା...
ଦେଶରେ ୮ ହଜାର ମୁହାଁ କୋଭିଡ ସଂକ୍ରମଣ: ଦିଲ୍ଲୀ-ମୁମ୍ବାଇରେ ସର୍ବାଧିକ ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡକୁ ନେଇ ପୁଣି ଚିନ୍ତା ଆରମ୍ଭ ହୋଇଛି। ଦେଶରେ ଏବେ ଦୈନିକ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୮୩୦ ଜଣ ନୂଆ କୋଭିଡ...
ଦୃଷ୍ଟିହୀନ କ୍ରିକେଟରଙ୍କ ବଡ଼ନାୟକ ‘ନକୁଳ’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=--dyfQ3Dl-k]
ଦୃଷ୍ଟିହୀନ କ୍ରିକେଟରେ ଭାରତ ବେଶ ଆଗରେ ରହିଛି। ଭାରତ ଲଗାତର ୩ଥର ଦୃଷ୍ଟିହୀନ ଟି-ଟ୍ଵେଣ୍ଟି ଓ୍ଵାର୍ଲ୍ଡ କପ୍ ବିଜୟୀ ମଧ୍ୟ ହୋଇଛି। ୨୦୨୨ ମସିହରେ ହୋଇଥିବା ଟି-ଟ୍ଵେଣ୍ଟି ଓ୍ଵାର୍ଲ୍ଡ କପରେ...





















