ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା: ୩,୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେଲେ ୫ ଲକ୍ଷରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ରାଜ୍ୟର ମୋଟ ୩,୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ୫ଲକ୍ଷ ୪୧ହଜାର ୨୪୭ ଜଣ ଛାତ୍ରଛାତ୍ରୀ।
ସକାଳ ୮ ଟାରୁ ଆରମ୍ଭ ହୋଇ ୧୦ଟା ବେଳେ ଶେଷ...
ନବ ଦାସଙ୍କ ହତ୍ୟା ଘଟଣାକୁ ଚପାଇ ଦେବାକୁ ଷଡ଼ଯନ୍ତ୍ର ଚାଲିଛି – ବିଜୟ ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
“ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ଠିକ୍ ଭାବେ କରାଯାଉ ନାହିଁ। ଏହି ଘଟଣାକୁ ଚପାଇ ଦେବାକୁ ବଡ଼ ଷଡ଼ଯନ୍ତ୍ର ଚାଲିଛି। ନବ ବାବୁଙ୍କୁ ମଧ୍ୟ ଷଡ଼ଯନ୍ତ୍ର କରି ହତ୍ୟା...
ଏଫଆଇଏଚ୍ ପ୍ରୋ-ଲିଗ ହକି: ପ୍ରଥମ ମ୍ୟାଚରେ ଭାରତ ଓ ଜର୍ମାନୀ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ଏଫଆଇଏଚ୍ ପ୍ରୋ-ଲିଗ ହକି। ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଲିଗର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଜର୍ମାନୀ। ଏହି ଲିଗ ଜରିଆରେ ଓଡ଼ିଶାର ହକିପ୍ରେମୀମାନେ...
ଆୟତ୍ତ ହେଉନି ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ, ୪୩ଟି ଦୋକାନ ପୋଡ଼ି ନଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟତ୍ତକୁ ଆସୁନି ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ। ଦୀର୍ଘ ୨୨ ଘଣ୍ଟାରୁ ଅଧିକ ସମୟ ଧରି ନିଆଁ ଲିଭାଇବାକୁ ଅଣାୟତ ହେଲେଣି ଅଗ୍ନିଶମ ବିଭାଗ କର୍ମଚାରୀ। ନିଆଁ ଲିଭାଇବା ପାଇଁ...
ଆଜିର ଷ୍ଟାର୍ଟଅପମାନଙ୍କୁ ବିଶେଷ ସୁବିଧା ମିଳିଲେ ସେମାନେ ଆଗାମୀ ଦିନରେ ବଡ଼ କମ୍ପାନିରେ ପରିଣତ ହୋଇପାରିବେ – ଡକ୍ଟର...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଜି-୨୦ ଡିଜିଟାଲ ଇନୋଭେସନ କାର୍ଯ୍ୟକ୍ରମ
ଭାରତର ବିକାଶରେ ଡିଜିଟାଲ କ୍ରାନ୍ତିର ଅବଦାନ ସମ୍ପର୍କରେ ବିଶେଷ ଅଲୋଚନା
ଡିଜିଟାଲ ଷ୍ଟାର୍ଟଅପଙ୍କୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ଵ
ଭୁବନେଶ୍ଵରରେ ଆୟୋଜିତ ହୋଇଯାଇଛି ଜି-୨୦...
ନୂଆ ରୂପରେ ଚମକୁଛି ବିଜୁବାବୁଙ୍କ ‘ଡାକୋଟା’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=feOyCCjbudg]
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନୂଆ ରୂପରେ ଚମକୁଛି ବିଜୁବାବୁଙ୍କ ପ୍ରିୟ ‘ଡାକୋଟା’ ବିମାନ। ଲାଗୁଛି ସତେ ଯେମିତି ଶତ୍ରୁପକ୍ଷଙ୍କୁ ଏବେ ଏବେ ହରାଇ ଆକାଶ ମାର୍ଗରୁ ଓହ୍ଲାଇଛି...
ଆମେରିକାର ଅନ୍ତର୍ଜାତୀୟ ପରିଦର୍ଶକ ନେତୃତ୍ଵ କାର୍ଯ୍ୟକ୍ରମରେ ଯୋଗଦେବେ ଭବାନୀ ଶଙ୍କର ତ୍ରିପାଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାରେ ହେବାକୁ ଯାଉଛି ଅନ୍ତର୍ଜାତୀୟ ପରିଦର୍ଶକ ନେତୃତ୍ଵ କାର୍ଯ୍ୟକ୍ରମ (ଆଇଭିଏଲପି)। ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ଯୋଗ ଦେବେ। ଓଡିଶାରୁ ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ର ଡେପୁଟି ଜେନେରାଲ...
ହୁତୁ ହୁତୁ ହୋଇ ଜଳିଗଲା ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ: ନିଆଁ ଲିଭାଇବାକୁ ଅଣାୟତ ଅଗ୍ନିଶମ କର୍ମଚାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ବୁଧବାର ରାତିରୁ ଲାଗି ଥିବା ନିଆଁକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆୟତ୍ତ କରାଯାଇ ପାରିନାହିଁ। ନିଆଁ ଲିଭାଇବାକୁ ନାକେଦମ ହୋଇପଡ଼ିଲେଣି ଅଗ୍ନିଶମ ବିଭାଗ କର୍ମଚାରୀ। ଗୁରୁବାର ଦିନ...
ପରଲୋକରେ ବଲିଉଡ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ସତୀଶ କୌଶିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ସତୀଶ କୌଶିକଙ୍କର ଗୁରୁବାର ଦିନ ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ବୁଧବାର ଦିନ...
ଉତ୍ତର ପୂର୍ବାଞ୍ଚଳ ପାହାଡ଼ି ରାଜ୍ୟରେ ‘ପଦ୍ମ ବନ’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଉତ୍ତର ପୂର୍ବାଞ୍ଚଳରେ ବାମଦଳ ଓ କଂଗ୍ରେସକୁ ଏକଦମ୍ ପଛକୁ ଠେଲିଦେଇ କ୍ଷମତା ବଜାୟ ରଖିଛି ବିଜେପି।
ନିକଟରେ ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟରେ ନିର୍ବାଚନ ସରିଛି। ୨୦୧୮ ନିର୍ବାଚନ ପରି ବିଜେପି...





















