ନୂଆ ବର୍ଷରେ ଓଡ଼ିଶାରେ ଆରମ୍ଭ ହେବ ୫-ଜି ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ବର୍ଷରେ ଓଡ଼ିଶାର ମୋବାଇଲ ଉପଭୋକ୍ତାଙ୍କ ଲାଗି ୫-ଜି ସେବା ଉପଲବ୍ଧ ହେବାକୁ ଯାଉଛି। ଆସନ୍ତା ୨୦୨୩ ଜାନୁଆରି ୨୬ ତାରିଖ ପୂର୍ବରୁ ରାଜ୍ୟରେ ୫-ଜି ସେବା ଉପଲବ୍ଧ ହେବ ବୋଲି...
ଅନୁଗୁଳ ଗସ୍ତରେ ମୁଖ୍ୟମନ୍ତ୍ରୀ: ୧୮ ଶହ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁଗୁଳ ଗସ୍ତରେ ଯାଇ ଜିଲ୍ଲାବାସୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୮୦୫ କୋଟି ଟଙ୍କାର ୧୫୪୧ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ...
ଗୋଟିଏ ଦିନରେ ସିଟିଇଟି ଏବଂ ଓଏସ୍ଏସ୍ଟିଇଟି ପରୀକ୍ଷା, ଦ୍ଵନ୍ଦ୍ଵରେ ପରୀକ୍ଷାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରି ମାସ ୧୨ ତାରିଖରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଦକ୍ଷତା ପରୀକ୍ଷା(ଓଏସଏସଟିଇଟି) ଏବଂ କେନ୍ଦ୍ରୀୟ ଶିକ୍ଷକ ଦକ୍ଷତା ପରୀକ୍ଷା(ସିଟିଇଟି) ଅନୁଷ୍ଠିତ ହେବ। ଗୋଟିଏ ଦିନରେ ଦୁଇଟି ପରୀକ୍ଷା ପଡ଼ୁଥିବାରୁ ଉଭୟ...
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିନ: ମଥୁରା କାରାଗାରରେ ଜନ୍ମ ନେଲେ ଶ୍ରୀକୃଷ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ବୁଧବାର ହେଉଛି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିବସରେ ପ୍ରବଳ ପ୍ରତାପୀ କଂସ ମହାରାଜାଙ୍କ ଅତ୍ୟାଚାରରେ ମଥୁରାବାସୀ ଥରହର ହୋଇପଡ଼ିଥିବାବେଳେ କାରାଗାରରେ...
ପୁରୁଷ ହକି ବିଶ୍ଵକପ୍ ପାଇଁ ସ୍ଵତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା, ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ହକି ବିଶ୍ୱକପ ପାଇଁ ଟ୍ରାଫିକ ବ୍ୟବସ୍ଥା କିଭଳି ରହିବ ସେ ନେଇ ଆଲୋଚନା କରାଯାଇଛି। ଟ୍ରାଫିକ ପରିଚାଳନା ପାଇଁ ୫ ଜଣ ଡିଏସପିଙ୍କ ଅଧୀନରେ ୧୮ ଏସ୍ଆଇ, ୧୫ ଜଣ...
ରାଜ୍ୟରେ ବୈଷୟିକ ଶିକ୍ଷାର ବିକାଶ ପାଇଁ ବିପିୟୁଟି ତରଫରୁ ଏକାଡେମିକ୍ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଲୋକ ସେବା ଭବନରେ ମଙ୍ଗଳବାର ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି(ବିପିୟୁଟି) ପକ୍ଷରୁ ଏକ ଏକାଡେମିକ୍ ଅଧିବେଶନରେ ଆୟୋଜିତ ହୋଇଛି। ‘ନୂତନ ଶିକ୍ଷା ନୀତି-୨୦୨୦ରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାର...
ପରଲୋକରେ ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ପରଲୋକରେ ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରା। ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପ୍ରଫେସର ଭାବେ ସର୍ବଭାରତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରାଙ୍କର ମଙ୍ଗଳବାର ଅପରାହ୍ଣରେ ବ୍ରହ୍ମପୁରସ୍ଥିତ...
ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭାରମ୍ଭ: ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହେଲେ ୨୨ଟି ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହେଲା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାର ହୀରକ ଜୟନ୍ତୀ ପାଳନ କରାଯାଉଛି। ମଙ୍ଗଳବାର ଦିନ ସହରର ଗାନ୍ଧୀ ଛକଠାରୁ ବରଗଡ଼ ଧନୁଯାତ୍ରାର ଶୁଭାରମ୍ଭ କରିଛନ୍ତି...
ରାୟଗଡ଼ାରେ ୨ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ, ଚାଲିଛି ତନାଘନା
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ା): ରାୟଗଡ଼ାରେ ଦୁଇ ଜଣ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ। ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ସେମାନଙ୍କ ସହ ଆସିଥିବା ଆଉ ଦୁଇ ଜଣ...
ଜୟପୁରରେ ଓଲଟି ପଡ଼ିଲା କାଠ ବୋଝେଇ ଟ୍ରକ, ୨ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଜୟପୁର ବନଖଣ୍ଡରୁ କାଠ ଆଣି ଘରକୁ ଫେରିବା ସମୟରେ ଟ୍ରକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଧଉଡ଼ାପଦର ଗ୍ରାମର ଘାସି ମାଝି ଓ ରୁପା ମୁଦୁଲି।
ଧଉଡ଼ାପଦରର...





















