ଭାରତର ପ୍ରସିଦ୍ଧ ହକି ଗାଁ ସଉନାମରାରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ଏବଂ ସାଂସ୍କୃତିକ ପ୍ରତିଯୋଗିତାର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ରେ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ
ଜିଲ୍ଲାର ସମସ୍ତ ୨୭୯ଟି ଗ୍ରାମପଞ୍ଚାୟତରେ ହକି ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ
ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ରଚନାତ୍ମକ...
କେମିତି ହୋଇଥିଲା ବରଗଡ଼ ‘ଧନୁଯାତ୍ରା’ର ନାମକରଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ଧନୁଯାତ୍ରା କେବଳ ଏକ ମହାନ୍ ନାଟକୋତ୍ସବ ନୁହେଁ, ଏହାର ଅନେକଗୁଡ଼ିଏ ଦିଗ ରହିଛି। ସେଥି ମଧ୍ୟରୁ ଏହାର ସାହିତ୍ୟିକ ମୂଲ୍ୟବୋଧର ଏକ ବିଶେଷ ଦିଗ। ତେବେ କେମିତି ହୋଇଥିଲା ବରଗଡ଼ ଧନୁଯାତ୍ରାର...
ଫୁଲବାଣୀ ସରକାରୀ ଆଇଟିଆଇରେ ନେହେରୁ ଯୁବ କେନ୍ଦ୍ର ତରଫରୁ ଆନ୍ତର୍ଜାତିକ ସ୍ଵେଚ୍ଛାସେବୀ ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀ ସରକାରୀ ଆଇଟିଆଇ ପରିସରରେ ଆନ୍ତର୍ଜାତିକ ସ୍ଵେଚ୍ଛାସେବୀ ଦିବସ ପାଳିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଭିନ୍ନ କଲେଜ ଛାତ୍ରଛାତ୍ରୀ...
ଫୁଲବାଣୀ: ପର୍ଯ୍ୟଟକଙ୍କ କାର ଧକ୍କାରେ ବୃଦ୍ଧ ଦମ୍ପତିଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): ପର୍ଯ୍ୟଟକଙ୍କ କାର ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ। ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ କିରିକୁଟି ହାଇସ୍କୁଲ ନିକଟ ଡୁଡୁବାଡ଼ି ପୋଲ ଉପରେ...
ସୋଆ କୃଷି ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ବିଶ୍ୱ ମୃତ୍ତିକା ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସୋମବାର ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ବିଶ୍ୱ ମୃତ୍ତିକା ଦିବସ’ ପାଳିତ...
ଆସୁଛି ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ’ ସିଜିନ୍-୨
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଶାର୍କ ଟ୍ୟାଙ୍କ୍ ଇଣ୍ଡିଆ’ ହେଉଛି ଭାରତର ଲୋକପ୍ରିୟ ତଥା ସଫଳ ବ୍ୟବସାୟ ରିଆଲିଟି ସୋ’। ଏହା ଅନ୍ୟ ସିଆଲିଟି ସୋ’ ଠାରୁ ଖୁବ ଭିନ୍ନ। ଏହାର ପ୍ରଥମ ସିଜିନ୍ ସୁପର ହିଟ୍...
ଅଧଘଣ୍ଟା ସମୟ ଦିଅ, ସବୁ ପ୍ରମାଣ ଦେବି – ଅର୍ଚ୍ଚନା ନାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
“ଅଧଘଣ୍ଟା ସମୟ ଦିଅ, ସବୁ ପ୍ରମାଣ ଦେବି। ମୁଁ ଯେତେବେଳେ ମୁହଁ ଖୋଲିବି ସାରା ରାଜ୍ୟ ଓଲଟପାଲଟ ହେଇଯିବ। ସମସ୍ତେ ପଣସ ଖାଇ ମୋ ମୁଣ୍ଡରେ ଅଠା ବୋଳିଛନ୍ତି। ମୁଁ କାହାରିକୁ...
ଯକ୍ଷ୍ମା ମୁକ୍ତ ପାଇଁ କନ୍ଧମାଳକୁ ପୋଷ୍ୟ ଭାବେ ଗ୍ରହଣ କଲା କିସ୍ ଫାଉଣ୍ଡେସନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନ ‘ଟିବି ହାରେଗା ଦେଶ ଜିତେଗା’।...
ସ୍ଵେଚ୍ଛାସେବୀ ସଙ୍ଗଠନ ଛୋଟ ପିଲାଙ୍କ ଦୟନୀୟ ଅବସ୍ଥାର ବିଜ୍ଞାପନ ଦେଇ ଗ୍ରହଣ କରିପାରିବେନି ଅନୁଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଅନ୍ତର୍ଗତ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଦେଶରେ ଥିବା ସ୍ଵେଚ୍ଛାସେବୀ ସଙ୍ଗଠନଗୁଡିକୁ ନୋଟିସ ଜାରି କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ଛୋଟ ପିଲାମାନଙ୍କ...
ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ, ୮ରେ ଆସିବ ପଦ୍ମପୁର ପରୀକ୍ଷା ଫଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାନ୍ତିଶୃଙ୍ଖଳାରେ ସରିଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ଆସନ୍ତା ୮ ତାରିଖରେ ପ୍ରକାଶ ପାଇବ ପଦ୍ମପୁର ପରୀକ୍ଷାର ଫଳାଫଳ।
ପଦ୍ମପୁର ବିଧାସନଭା ଉପନିର୍ବାଚନ ଲାଗି...





















