ଗରିବ ମେଧାବୀ ମେଡିକାଲ ଛାତ୍ରଙ୍କ ପାଠପଢ଼ା ଖର୍ଚ୍ଚ ବହନ କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ମେଧାବୀ ଛାତ୍ର ଇଫୁ ମଲ୍ଲିକ। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏମ୍ବିବିଏସ୍ରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।...
ଆସନ୍ତାକାଲି ସକାଳ ୮ଟାରୁ ପଦ୍ମପୁର ଭୋଟ ଗଣତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ଆସିବ ପଦ୍ମପୁର ଉପନିର୍ବାଚନ ଫଳାଫଳ। ଗୁରୁବାର ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବ। ଏହା ପରେ ୮ଟା ୩୦ରୁ ଇଭିଏମ୍ ଗଣତି...
ରାତି ପାହିଲେ ପଦ୍ମପୁର ରେଜଲ୍ଟ: ଅପେକ୍ଷାରେ ପ୍ରାର୍ଥୀ, ନେତା ଏବଂ ଜନତା
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ, ଏବେ ଅପେକ୍ଷା କାହାର ହେବ ପଦ୍ମପୁର।
ପଦ୍ମପୁର ବିଧାନସଭା ଉପନିର୍ବାଚନ ଶେଷ ହୋଇ ଏବେ ଫଳାଫଳକୁ ଅପେକ୍ଷା। ଆଉ ମାତ୍ର କିଛି ଘଣ୍ଟା ପରେ...
ରାହୁଲଙ୍କ ‘ଭାରତ ଯୋଡୋ ଯାତ୍ରା’ ପରେ ପ୍ରିୟଙ୍କା କରିବେ ‘ମହିଳା ଯୋଡୋ ଯାତ୍ରା’
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିଛନ୍ତି। ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ...
ମଣ୍ଡେଇ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ନବରଙ୍ଗପୁର ପୌରପାଳିକା ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରଙ୍ଗ ପାତ୍ର): ମଣ୍ଡେଇ କପ୍ ଫୁଟଲ ଟୁର୍ଣ୍ଣାମେଣ୍ଟରେ ଫାଇନାଲକୁ ଯାଇଛି ନବରଙ୍ଗପୁର ପୌରପାଳିକା ଦଳ। ସ୍ଥାନୀୟ କଲେଜ ପଡ଼ିଆଠାରେ ଅନୁଷ୍ଠିତ ମଣ୍ଡେଇ କପ୍ ଫୁଟବଲ ଟୁର୍ଣ୍ଣମେଣ୍ଟର ସେମି ଫାଇନାଲରେ ନବରଙ୍ଗପୁର...
ନୟାଗଡ଼: ଅସ୍ତ୍ରୋପଚାର ପରେ ମହିଳା ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସ୍ତ୍ରୋପଚାର ପରେ ଜଣେ ମହିଳା ଗୁରୁତର ହୋଇ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହିଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ତରବାଲୋ ଗାଁରେ।
ତରବାଲୋ ଗାଁର ରଶ୍ମିତା ବାରିକଙ୍କର ଡିସେମ୍ବର...
୧୩୪ ଆସନରେ ବିଜୟ ସହ ଦିଲ୍ଲୀରେ ଏମସିଡି ନିର୍ବାଚନ ଜିତିଲା ଆପ୍, ଭାଙ୍ଗିଲା ୧୫ ବର୍ଷର ବିଜେପି ଗଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ୍)କୁ ମିଳିଲା ବହୁମତ। ୨୫୦ଟି ଆସନରୁ ଆପକୁ ସର୍ବାଧିକ ୧୩୪ଟି ଆସନ ମିଳିଥିବା ବେଳେ ବିଜେପିକୁ ୧୦୪, କଂଗ୍ରେସ ୯...
ବଲିଉଡରେ ପାଦ ଦେବାକୁ ଯାଉଛନ୍ତି ଆର୍ଯ୍ୟନ ଖାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ କିଛିଦିନ ହେବ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବଲିଉଡ ପ୍ରବେଶକୁ ନେଇ ଚର୍ଚ୍ଚା ହେଉଥିଲା। ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ଖୋଦ ଆର୍ଯ୍ୟନ ଖାନ। ମଙ୍ଗଳବାର ଦିନ...
ଆସନ୍ତାକାଲି ସକାଳ ୮ଟାରୁ ପଦ୍ମପୁର ଭୋଟ ଗଣତି: ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ଆସିବ ପଦ୍ମପୁର ପରୀକ୍ଷାର ଫଳାଫଳ। ଡିସେମ୍ବର ୫ ତାରିଖରେ ସରିଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ...
ଅର୍ଚ୍ଚନା ନାଗ ବ୍ଳାକମେଲିଂ ମାମଲା: ଇଡିରେ ହାଜର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି ଆର୍କିଟେକ୍ଟ ରଞ୍ଜିତ ବେହେରା। ରଞ୍ଜିତ ବେହେରା ଆଜି ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି।...





















