ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶିତ: ରାଜସ୍ଥାନର ତନିଷ୍କା ଟପ୍ପର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏନଇଇଟି(ନିଟ୍) ୟୁଜି ପ୍ରବେଶିକ୍ଷା ପରୀକ୍ଷା ୨୦୨୨ର ଫଳାଫଳ ପ୍ରକାଶ ପାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ନିଟ୍ ପରୀକ୍ଷା ଫଳ ପ୍ରକାଶ କରିଛି। ଏହି ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିଥିବା ଛାତ୍ରଛାତ୍ରୀ ଏମବିବିଏସ...
ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିଦର୍ଶନ କଲେ ଏଫ୍ଆଇଏଚ୍ ଓ ହକି ଇଣ୍ଡିଆର ପ୍ରତିନିଧି ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ୨୦୨୩ ପୁରୁଷ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ହକି ଫେଡେରେସନ (ଏଫ୍ଆଇଏଚ୍) ଓ ହକି ଇଣ୍ଡିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବୁଧବାର ଦିନ ରାଉରକେଲାରେ ନିର୍ମାଣାଧୀନ ବିର୍ସା...
ସୁନ୍ଦରଗଡ଼ ଜିଲ୍ଲାରେ ସମନ୍ୱିତ ଫିଜିଓଥେରାପି ସେବା: ୧୦ ହଜାର ରୋଗୀଙ୍କ ପାଇଁ ୬୫ ହଜାରରୁ ଅଧିକ ଥେରାପି ସେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଟେମ୍ବର ୮ – ବିଶ୍ୱ ଫିଜିଓଥେରାପି ଦିବସ
ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସର ଏବଂ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଚାଲିଥିବା ‘ସମନ୍ୱିତ ଭୌତିକ...
ରାଜ୍ୟ ସରକାର ଜାରି କଲେ କ୍ଷୟକ୍ଷତି ରିପୋର୍ଟ: ବନ୍ୟାରେ ଭାଙ୍ଗିଛି ୧୪ ହଜାରରୁ ଅଧିକ ଘର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ବନ୍ୟା କ୍ଷୟକ୍ଷତିର ରିପୋର୍ଟ। ବନ୍ୟାରେ ରାଜ୍ୟର ୧୪ ହଜାରରୁ ଅଧିକ ଘର ଭାଙ୍ଗିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରୁ କ୍ଷୟକ୍ଷତିର ରିପୋର୍ଟ...
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମିଳିଲା ‘ଜେଡ ପ୍ଲସ’ ସୁରକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ‘ଜେଡ ପ୍ଲସ’ ସୁରକ୍ଷା ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ରାମନାଥ କୋବିନ୍ଦଙ୍କୁ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳର ‘ଜେଡ ପ୍ଲସ’ ଶ୍ରେଣୀର...
ପିଏମ-ଶ୍ରୀ ଯୋଜନାକୁ କ୍ୟାବିନେଟ ମଞ୍ଜୁରି, ବଦଳିବ ୧୪ ହଜାର ସ୍କୁଲର କାୟାକଳ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
ପିଏମ-ଶ୍ରୀ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ମିଳିଛି। ଏହି ଯୋଜନାରେ ଦେଶର ମୋଟ ୧୪,୫୦୦ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟର ଉନ୍ନତିକରଣ କରାଯିବ। ୨୦୨୨ରୁ ୨୦୨୭ ମସିହା ୫ ବର୍ଷ...
ଲାଇଗର ଫିଲ୍ମ ପ୍ରଯୋଜକଙ୍କୁ ୬ କୋଟି ଟଙ୍କା ଫେରାଇବେ ଅଭିନେତା ବିଜୟ ଦେବରକୋଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ ଫ୍ଲପ ସାବ୍ୟସ୍ତ ହୋଇଛି। ଫିଲ୍ମକୁ ନେଇ ଦର୍ଶକ ଅନେକ...
ସହଜ ନଥିଲା ସମ୍ବଲପୁରରୁ ମାୟାନଗରୀ ଯାତ୍ରା: ଅଭିନେତା ମନୋଜ ମିଶ୍ର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
[youtube https://www.youtube.com/watch?v=6JpJBXeUZH4]
ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କ ଅଭିନୟର ଲମ୍ବା ଯାତ୍ରା ବିଷୟରେ ଜାଣନ୍ତୁ ଓଡ଼ିଶାଲାଇଭ୍ର ଏହି ସ୍ୱତନ୍ତ୍ର ସାକ୍ଷାତକାରରେ।…
ମନୋଜ ମିଶ୍ର ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ଅଭିନେତା। ସେ...
କେତେ ସୁରକ୍ଷିତ ସିଟ୍ ବେଲ୍ଟ ଏବଂ ଏୟାରବ୍ୟାଗ?
ଓଡ଼ିଶାଲାଇଭ୍ ବ୍ୟୁରୋ
ମର୍ସିଡିଜ ବେଞ୍ଜ ଭଳି ଏକ ଦାମୀ କାର ଦୁର୍ଘଟଣାରେ ଶିଳ୍ପୋଦ୍ୟୋଗୀ ସାଇରସ ମିସ୍ତ୍ରୀଙ୍କର ମୃତ୍ୟୁ ହେବା ପରେ କାରରେ ରହିଥିବା ସିଟ୍ ବେଲ୍ଟ ଏବଂ ଏୟାରବ୍ୟାଗର ଭୂମିକା ଏବଂ ସୁରକ୍ଷାକୁ ନେଇ...
ଗୁରୁ ଦିବସ ଅବସରରେ ବିଭିନ୍ନ ପୁରସ୍କାରର ଶୁଭାରମ୍ଭ କଲା ୟୁଜିସି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ତରଫରୁ ଗୁରୁଦିବସ ଅବସରରେ କେତେକ ପୁରସ୍କାରର ଶୁଭାରମ୍ଭ କରାଯାଇଛି। ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର କହିଛନ୍ତି ଯେ, "ଆୟୋଗ ଗୁରୁଦିବସ ଅବସରରେ ଜଣେ କନ୍ୟା ସନ୍ତାନ...





















