Independence Day

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମିଳିଲା ‘ଜେଡ ପ୍ଲସ’ ସୁରକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ‘ଜେଡ ପ୍ଲସ’ ସୁରକ୍ଷା ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ରାମନାଥ କୋବିନ୍ଦଙ୍କୁ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳର ‘ଜେଡ ପ୍ଲସ’ ଶ୍ରେଣୀର...

ପିଏମ-ଶ୍ରୀ ଯୋଜନାକୁ କ୍ୟାବିନେଟ ମଞ୍ଜୁରି, ବଦଳିବ ୧୪ ହଜାର ସ୍କୁଲର କାୟାକଳ୍ପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିଏମ-ଶ୍ରୀ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ମିଳିଛି। ଏହି ଯୋଜନାରେ ଦେଶର ମୋଟ ୧୪,୫୦୦ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟର ଉନ୍ନତିକରଣ କରାଯିବ। ୨୦୨୨ରୁ ୨୦୨୭ ମସିହା ୫ ବର୍ଷ...

ଲାଇଗର ଫିଲ୍ମ ପ୍ରଯୋଜକଙ୍କୁ ୬ କୋଟି ଟଙ୍କା ଫେରାଇବେ ଅଭିନେତା ବିଜୟ ଦେବରକୋଣ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ ଫ୍ଲପ ସାବ୍ୟସ୍ତ ହୋଇଛି। ଫିଲ୍ମକୁ ନେଇ ଦର୍ଶକ ଅନେକ...

ସହଜ ନଥିଲା ସମ୍ବଲପୁରରୁ ମାୟାନଗରୀ ଯାତ୍ରା: ଅଭିନେତା ମନୋଜ ମିଶ୍ର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ [youtube https://www.youtube.com/watch?v=6JpJBXeUZH4] ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କ ଅଭିନୟର ଲମ୍ବା ଯାତ୍ରା ବିଷୟରେ ଜାଣନ୍ତୁ ଓଡ଼ିଶାଲାଇଭ୍‌ର ଏହି ସ୍ୱତନ୍ତ୍ର ସାକ୍ଷାତକାରରେ।… ମନୋଜ ମିଶ୍ର ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ଅଭିନେତା। ସେ...

କେତେ ସୁରକ୍ଷିତ ସିଟ୍ ବେଲ୍ଟ ଏବଂ ଏୟାରବ୍ୟାଗ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମର୍ସିଡିଜ ବେଞ୍ଜ ଭଳି ଏକ ଦାମୀ କାର ଦୁର୍ଘଟଣାରେ ଶିଳ୍ପୋଦ୍ୟୋଗୀ ସାଇରସ ମିସ୍ତ୍ରୀଙ୍କର ମୃତ୍ୟୁ ହେବା ପରେ କାରରେ ରହିଥିବା ସିଟ୍ ବେଲ୍ଟ ଏବଂ ଏୟାରବ୍ୟାଗର ଭୂମିକା ଏବଂ ସୁରକ୍ଷାକୁ ନେଇ...

ଗୁରୁ ଦିବସ ଅବସରରେ ବିଭିନ୍ନ ପୁରସ୍କାରର ଶୁଭାରମ୍ଭ କଲା ୟୁଜିସି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ତରଫରୁ ଗୁରୁଦିବସ ଅବସରରେ କେତେକ ପୁରସ୍କାରର ଶୁଭାରମ୍ଭ କରାଯାଇଛି। ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର କହିଛନ୍ତି ଯେ, "ଆୟୋଗ ଗୁରୁଦିବସ ଅବସରରେ ଜଣେ କନ୍ୟା ସନ୍ତାନ...

ଭାରତର ପ୍ରଥମ ନାଜାଲ କୋଭିଡ ଟିକାକୁ ମଞ୍ଜୁରି

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ ମହାମାରୀ ମୁକାବିଲା ପାଇଁ ଚାଲିଥିବା ଲଢ଼େଇ ମଧ୍ୟରେ ଆଉ ପାଦେ ଆଗକୁ ବଢ଼ିଛି ଭାରତ। ଭାରତର ପ୍ରଥମ ନାଜାଲ କୋଭିଡ ଟିକାକୁ ଡିସିଜିଆଇର ଅନୁମତି ମିଳିଛି। ଏହି ଟିକା ୧୮...

କ୍ରିକେଟରୁ ସନ୍ନ୍ୟାସ ନେଲେ ସୁରେଶ ରାଇନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ସୁରେଶ ରାଇନା। ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ସୁରେଶ ରାଇନା କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଥିବା ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। ଏହା ପୂର୍ବରୁ ସୁରେଶ...

ବିଶାଖାପାଟଣା: ଭାଲାସାପାକାଲା କେନ୍ଦ୍ରୀୟ ବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶ କାକିନାଡ଼ା ଜିଲ୍ଲା ଭାଲାସାପାକାଲା କେନ୍ଦ୍ରୀୟ ବିଦ୍ୟାଲୟର ୭୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ କୌଣସି କାରଣରୁ ଶ୍ରେଣୀ ଗୃହରେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଅସୁସ୍ଥ ହୋଇପଡ଼ିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ...

ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ: ନାଚ ଗୀତରେ କମ୍ପିଲା ରାଜଧାନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀରେ ଜନ ସେବା ପାଇଁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହୋଇ ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବା ଲାଗି ବିମାନ ବନ୍ଦର ଆଗରେ...