Independence Day

ମଇଦାନକୁ ଫେରିବେ ସୌରଭ ଗାଙ୍ଗୁଲି, ଚାଲିଛି ଜୋରସୋର ପ୍ରସ୍ତୁତି

ଓଡ଼ିଶାଲାଇଭ ବ୍ୟୁରୋ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପୁଣି ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି। ୭ ବର୍ଷ ପରେ ସେ  ଫେରିବେ କ୍ରିକେଟ ମଇଦାନକୁ। ଏ ନେଇ...

ରାଜ୍ୟକୁ ମଙ୍କିପକ୍ସ ଚିନ୍ତା: ଭୟଭୀତ ନହେବାକୁ ପରାମର୍ଶ ଦେଲେ ସ୍ଵାସ୍ଥ୍ୟମନ୍ତ୍ରୀ

ଓଡ଼ିଶାଲାଇଭ ବ୍ୟୁରୋ ଦେଶର ବିଭିନ୍ନ ରାଜ୍ୟରେ ମଙ୍କିପକ୍ସ ସନ୍ଦିଗ୍ଧ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ମଙ୍କିପକ୍ସ ସ୍ଥିତି ସମ୍ପର୍କରେ ଆଜି ଅପରାହ୍ଣରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ...

କମନୱେଲଥ୍ ଗେମ: ଭାରତକୁ ମିଳିଲା ପ୍ରଥମ ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ୨୨ତମ କମନୱେଲଥ୍ ଗେମରେ ଭାରତକୁ ମିଳିଛି ପ୍ରଥମ ପଦକ। କମନୱେଲଥ୍ ଗେମର ଆଜି ଦ୍ୱିତୀୟ ଦିନରେ ରୌପ୍ୟ ପଦକ ହାସଲ କରିଛନ୍ତି ଷ୍ଟାର ଭାରୋତ୍ତଳକ ମହାରାଷ୍ଟ୍ର ସାଙ୍ଗଲି...

ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳର ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳର ନେତା। ଆଜି ସାମ୍ବାଦିକ ସମ୍ମିଳନୀ କରି ଆନୁଷ୍ଠାନିକ ଭାବେ ତାଙ୍କ ନାଁ ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ...

ନିରାଶ୍ରୟଙ୍କୁ ଖାଦ୍ୟ ଯୋଗାଉଛନ୍ତି ଗ୍ୟାସ ଚୁଲା ମେକାନିକ ଚିକୁ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ (କିଶୋର ମହାପାତ୍ର , ନୟାଗଡ଼ ରୁରାଲ): ନୟାଗଡ଼ ସହରରେ ଅସହାୟ ଏବଂ ନିରାଶ୍ରୟମାନଙ୍କ ଅନ୍ନଦାତା ସାଜିଛନ୍ତି ବିଭୁତି ଭୂଷଣ ପଟ୍ଟନାୟକ। ଚିକୁ ପଟ୍ଟନାୟକ ଭାବେ ସେ ବେଶ ପରିଚିତ। ପେଶାରେ ଚିକୁ...

ନବରଙ୍ଗପୁରରେ ୧୧୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ନବରଙ୍ଗପୁର ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ମେଧାବୀ ସମ୍ମାନ ୨୦୨୨ରେ ସମ୍ମାନିତ କରାଯାଇଛି। ସ୍ଥାନୀୟ ସରସ୍ୱତୀ...

ଓଡ଼ିଶାରେ କୋଭିଡ ସ୍ଥିତି: କମୁଛି ଦୈନିକ ସଂକ୍ରମଣ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ସଂଖ୍ୟା କମିବାକୁ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୯୮୧ ଜଣ ନୂଆ କୋଭିଡ ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍...

ରାଜ୍ୟରେ ମଙ୍କିପକ୍ସ ସ୍ଥିତିକୁ ନେଇ ଆଜି ବସିବ ଉଚ୍ଚସ୍ତରୀୟ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍କିପକ୍ସକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ମଙ୍କିପକ୍ସ ସ୍ଥିତି ମମ୍ପର୍କରେ ଆଜି ଅପରାହ୍ଣ ୪ଟା ୩୦ ମିନିଟରେ ବସିବ ଉଚ୍ଚସ୍ତରୀୟ ବୈଠକ। ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ...

ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଭୁଲ ମାଗିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଶେଷରେ ଭୁଲ ମାଗିଲେ। ଅଧୀର ରଞ୍ଜନଙ୍କ ମନ୍ତବ୍ୟକୁ...

ରାଜଧାନୀ ଭୁବନେଶ୍ଵରରେ ଗଡ଼ିଲା ଇ-ବସ ଓ ଇ-ରିକ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହେଲା ଇ-ବସ ଏବଂ ଇ-ରିକ୍ସା ସେବା। ବ୍ୟାଟେରୀ ଚାଳିତ ବସ ଏବଂ ଅଟୋ ରିକ୍ସାକୁ ଆନୁଷ୍ଠାନିକ ଭାବେ ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏୟାରପୋର୍ଟ...