Independence Day

ଶରଣକୁଳ ଶ୍ରୀଲଡ଼ୁବାବାଙ୍କ ଭଉଁରୀ ଯାତ୍ରାରେ ଅଘଟଣ: ପାଣିରେ ବୁଡ଼ିଲା ଠାକୁରଙ୍କ ଚାପ ଡଙ୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଶରଣକୁଳର ପ୍ରସିଦ୍ଧ ଶ୍ରୀହରିହର ମହାଦେବ ଲଡ଼ୁବାବାଙ୍କ ଭଉଁରୀ ଚାପ ସମୟରେ ବଡ଼ଧରଣର ଅଘଟଣ ଘଟିଛି। ରାତିରେ ମନ୍ଦିର ପୁଷ୍କରିଣୀରେ ଶ୍ରୀଲଡ଼ୁବାବାଙ୍କ ଭଉଁରୀ ଡଙ୍ଗା ବୁଡ଼ିଯାଇଛି। ଚାପ ଡଙ୍ଗାରେ ଯାତ୍ରା...

ସମାଜବାଦୀ ପାର୍ଟିରୁ ରାଜ୍ୟସଭାକୁ ଯିବେ ଡିମ୍ପଲ ଯାଦବ, କପିଲ ସିବଲ ଏବଂ ଜାଭେଦ ଅଲ୍ଲୀ ଖାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସମାଜବାଦୀ ପାର୍ଟି ରାଜ୍ୟସଭାକୁ ପଠାଇବା ପାଇଁ ନିଜ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଛି। ସମାଜପାଦୀ ପାର୍ଟି ଡିମ୍ପଲ ଯାଦବ, କପିଲ ସିବଲ ଏବଂ ଜାଭେଦ ଅଲ୍ଲୀ ଖାନଙ୍କୁ ରାଜ୍ୟସଭା ପଠଇବାକୁ ନିଷ୍ପତ୍ତି ନେଇଛି। ଡିମ୍ପଲ...

ତୁଟୁନି ବର୍ଷା-ଅନୁଭବ କଳି: ବୈବାହିକ ଝଡ଼ ନେଲାଣି ନୂଆ ମୋଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ସିଲେବ୍ରିଟି କପୁଲ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ପାରିବାରିକ କଳି ଏବେ ହାଟରେ ପଡ଼ି ବାଟରେ ଗଡ଼ିଲାଣି। ସୋସିଆଲ ମିଡିଆରେ ପରସ୍ପର ପରସ୍ପର ଉପରେ ଦୋଷ ଲଦିବା ସହ ଅନୁଭବଙ୍କ...

କଳିଙ୍ଗା ଘାଟିରେ ବସ୍ ଓଲଟି ୬ ଯାତ୍ରୀଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି କନ୍ଧମାଳର କଳିଙ୍ଗା ଘାଟିରେ ଘଟିଛି ବଡ଼ ଅଘଟଣ। ମଙ୍ଗଳବାର ବିଳମ୍ବିତ ରାତିରେ କଳିଙ୍ଗା ଘାଟିରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିବାରୁ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ...

ରୂପାନ୍ତର ଶୃଙ୍ଖଳାର ଦ୍ଵିତୀୟ ବୈଠକ: ଗୋଟିଏ ଟିମ୍‌ ହୋଇ କାମ କରିବାକୁ ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଜି....

ଗିନିସ ବୁକରେ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ ଶେଖର ଦାଶଙ୍କ ନାଁ: ରାଜ୍ୟପାଳ ପ୍ରଦାନ କଲେ ପ୍ରମାଣପତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଖବରକାଗଜ ସଂଗ୍ରହ କରି ଗିନିସ ବୁକ୍ ଅଫ୍ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ ଓଡ଼ିଆ ପୁଅ ଶଶାଙ୍କ ଶେଖର ଦାଶ। ମଙ୍ଗଳବାର ଏକ ସ୍ୱତନ୍ତ୍ର ଉତ୍ସବରେ...

ଏବେ ସ୍କୁଲରେ ଦିଆଯିବ ଅଲିମ୍ପିକ୍ସ ଶିକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍କୁଲ ସ୍ତରରୁ ଆରମ୍ଭ ହେବ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି। ଛାତ୍ରଛାତ୍ରୀଙ୍କୁ ମାନସିକ ଭାବେ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ଅଲିମ୍ପିକ୍ସ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମ। ମଙ୍ଗଳବାର ଏହି ଯୋଜନାର...

କମ୍ପୁଛି ବ୍ରଜରାଜନଗର: ପ୍ରଚାର ମଇଦାନରେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ନିଜ ନିଜ ଦଳର ହେଭିଓ୍ଵେଟ। ବିଜେପି ପାଇଁ ପ୍ରଚାର କରିବାକୁ ମଙ୍ଗଳବାର...

ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସର ମୁଣ୍ଡବିନ୍ଧା ଆରମ୍ଭ: ଅଳ୍ପ ଆସନକୁ ଅନେକ ଆଶାୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗକୁ ରାଜ୍ୟସଭା ନିର୍ବାଚନ। ରାଜ୍ୟସଭା ନିର୍ବାଚନକୁ ନେଇ ଏବେ କଂଗ୍ରେସର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି। କାରଣ ଅଳ୍ପ ଆସନ ପାଇଁ ରହିଛନ୍ତି ଅନେକ ଆଶୟୀ। କାହାକୁ ସନ୍ତୁଷ୍ଟ କରିବେ ପାର୍ଟି ହାଇକମାଣ୍ଡ...

ଓଡ଼ିଶା: ୩ ରାଜ୍ୟସଭା ଆସନ ପାଇଁ ଜୁନ ୧୦ରେ ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଖାଲି ହୋଇଥିବା ରାଜ୍ୟସଭାର ୩ଟି ଆସନ ପାଇଁ ବିଧାନସଭା ପକ୍ଷରୁ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପରେ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ଜଣ...