କୋଭିଡ କଟକଣାରେ ଦେଶ ପାଳିଲା ୭୫ତମ ସ୍ଵାଧୀନତା ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଅଗଷ୍ଟ ୧୫, ଆମ ଦେଶର ସ୍ଵାଧୀନତା ଦିବସ। ୧୯୪୭ ମସିହା ଆଜିର ଦିନରେ ଇଂରେଜ ଶାସନରୁ ମୁକୁଳି ସ୍ଵାଧୀନ ରାଷ୍ଟ୍ର ହୋଇଥିଲା ଆମ ଦେଶ ଭାରତ। ଏହି ଐତିହାସିକ...
ସ୍ଵାଧୀନତା ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ଦେଶ ପାଳିବ ୭୫ତମ ସ୍ଵାଧୀନତା ଦିବସ। ଏହାର ଦିନକ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶନିବାର ଏକ ଭିଡିଓ...
ବିଜୁ ପଟ୍ଟନାୟକଙ୍କ କଳିଙ୍ଗ ଏୟାରଲାଇନ୍ସ କମ୍ପାନିର ପ୍ରତିଷ୍ଠା ଏବଂ ଚର୍ଚ୍ଚିତ ଡାକୋଟା ବିମାନ ପଛର କାହାଣୀ
ନୀଳାମ୍ବର ରଥ
ବିଜୁ ବାବୁଙ୍କ ଡାକୋଟା ବିମାନକୁ କୋଲକାତାରୁ ଓଡ଼ିଶା ଆଣିବାକୁ ରାଜ୍ୟ ସରକାର ପୁଣି ଥରେ ଉଦ୍ୟମ ଆରମ୍ଭ କରିଛନ୍ତି। ଜାଣନ୍ତି କି, କେମିତି ଆରମ୍ଭ ହୋଇଥିଲା ବିଜୁ ପଟ୍ଟନାୟକଙ୍କ କଳିଙ୍ଗ ଏୟାରଲାଇନ୍ସ...
ଓଡ଼ିଆ ଝିଅ ମୋନା ବିଶ୍ଵରୂପା ମହାନ୍ତିଙ୍କୁ ଦୁବାଇର ‘ଗୋଲ୍ଡେନ ଭିସା’
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପ୍ରଥମ ଓଡ଼ିଆ ଭାବେ ମୋନା ବିଶ୍ୱରୂପା ମହାନ୍ତିଙ୍କୁ ୟୁନାଇଟେଡ ଆରବ ଏମିରଟ(ୟୁଏଇ)ର ଗୋଲ୍ଡେନ୍ ଭିସା ମିଳିଛି। ଏହି ସମ୍ମାନ ପାଇଁ ସେ ଦୁବାଇରେ ୧୦ବର୍ଷ ପର୍ଯ୍ୟନ୍ତ ରହିପାରିବେ।...
ପୁରାତନ ଖବରକାଗଜ ସଂଗ୍ରହ ପାଇଁ ଓଏମ୍ଜି ରେକର୍ଡ ବୁକରେ ସ୍ଥାନ ପାଇଲେ ପେପରମ୍ୟାନ ଶଶାଙ୍କ ଶେଖର ଦାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଶିଷ୍ଟ ଖବରକାଗଜ ସଂଗ୍ରାହକ ତଥା ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ ଶଶାଙ୍କ ଶେଖର ଦାଶଙ୍କ ନାମ ଓଏମ୍ଜି ରେକର୍ଡ ବୁକରେ ସ୍ଥାନ ପାଇଛି। ସର୍ବାଧିକ ଖବରକାଗଜ ସଂଗ୍ରହ କରିଥିବା ନିମନ୍ତେ...
ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ ଲେଖକ ତଥା ବାଗ୍ମୀ ପଦ୍ମଭୂଷଣ ମନୋଜ ଦାସ ଆଉ ନାହାନ୍ତି। ମଙ୍ଗଳବାର ପୁଡୁଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ...
ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ଏସ୍ସିବି ମେଡିକାଲରେ ରନ୍ଧା ଖାଦ୍ୟ ବଣ୍ଟନ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କଟକଣା ଜନିତ ସଟ୍ଡାଉନ ବେଳେ କଟକ ଏସ୍ସିବି ମେଡିକାଲରେ ରନ୍ଧା ଖାଦ୍ୟ ବଣ୍ଟନ କରିଛି ଜୟ ଜଗନ୍ନାଥ ସେବା ସମିତି। ଟ୍ରଷ୍ଟର ସଦସ୍ୟମାନେ ରବିବାରଦିନ ପ୍ରାୟ ୭୦୦ରୁ ଊର୍ଦ୍ଧ୍ଵ ଲୋକଙ୍କୁ...
କରୋନାରେ ବିଶିଷ୍ଟ ସାମ୍ଵାଦିକ ଅମଜଦ୍ ବାଦ୍ଶାହାଙ୍କର ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଜଣେ ବରିଷ୍ଠ ସାମ୍ଵାଦିକ ଅମଜଦ୍ ବାଦ୍ଶାହାଙ୍କ କରୋନାରେ ପରଲୋକ ହୋଇଛି। କିଛି ଦିନ ତଳେ ସେ କୋଭିଡ୍ରେ ଆକ୍ରାନ୍ତ ହୋଇ ଝାରସୁଗୁଡ଼ା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ଥିତି ବିଗିଡ଼ିବାରୁ ତାଙ୍କୁ...
ଅନ୍ତର୍ଜାତୀୟ ସ୍ତରରେ ସଫଳ ଉଦ୍ୟୋଗୀ ଅମରେନ୍ଦ୍ର ସାହୁ – ଦିନେ ଇଂରାଜୀ କହିବାକୁ ଡରୁଥିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=DVHbVe0KrJQ]
ଓଡ଼ିଶାର ପୁଅ ହେଉଛନ୍ତି ଅମରେନ୍ଦ୍ର ସାହୁ। ଆଜି ସେ ଅନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଉଦ୍ୟୋଗୀ ଭାବେ ଖ୍ୟାତିଲାଭ କରିପାରିଛନ୍ତି। ଦିନଥିଲା ସେ ଭଲ ଭାବରେ ଇଂରାଜୀ କହି ପାରୁନଥିଲେ।...
ଭାରତ ଇତିହାସରେ କଳା ଦିନ ଥିଲା ଜାଲିଆନାଓ୍ୱାଲାବାଗ ହତ୍ୟାକାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାଲିଆନାଓ୍ୱାଲାବାଗ ହତ୍ୟାକାଣ୍ଡ। ଭାରତ ଇତିହାସରେ ଏକ କଳା ଦିବସ। ଏହି ଘଟଣା ପ୍ରତି ଭାରତୀୟଙ୍କୁ ମନେ ପକାଇଥାଏ ବ୍ରିଟିଶମାନଙ୍କ କ୍ରୁରତା। କିଭଳି ବ୍ରିଟିଶମାନେ ନୃଂଶସ ଭାବେ ହଜାର ହଜାର ଲୋକଙ୍କୁ ମାରିଥିଲେ।...





















