Independence Day

ବିଧାନସଭା ବଜେଟ୍ ଅଧିବେଶନ – ଦ୍ୱିତୀୟ ଦିନ ଆରମ୍ଭରୁ ଗୃହ ମୁଲତବି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନର ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖା ଦେଇଛି । ଗୃହରେ ହଙ୍ଗାମା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ଚାଷୀ ଓ ଧାନମଣ୍ଡି ସମସ୍ୟାକୁ...

ତେଲେଙ୍ଗାନାର ଓକିଲ ଦମ୍ପତିଙ୍କୁ ବିଚ୍ ରାସ୍ତାରେ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଯଶୋବନ୍ତ ନାରାୟଣ ପାଢୀ): ତେଲେଙ୍ଗାନାର ଏକ ଓକିଲ ଦମ୍ପତିଙ୍କୁ ବିଚ୍ ରାସ୍ତାରେ ନିର୍ମମ ଭାବେ ହତ୍ୟା କରାଯାଇଛି । ବୁଧବାର ଅପରାହ୍ନରେ ତେଲେଙ୍ଗାନା ପେଡାପାଲ୍ଲୀ ଜିଲ୍ଲାର ଜାତୀୟ ରାଜପଥରେ ହତ୍ୟା କରାଯାଇଛି...

ବିଧାନସଭା ବଜେଟ ଅଧିବେଶନ – ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲାରେ କମ୍ପିଲା ଗୃହ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ପ୍ରଥମ ଦିନରେ ହିଁ ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ ଯୋଗୁଁ ଗୃହ କମ୍ପିଛି। ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଶୁକବ୍ରାର ଦିନ ୧୦ଟା ୩୦...

ଓଡ଼ିଶାରେ କଏଦୀଙ୍କ ପାଇଁ ଇ-ମୁଲାକାତ ସେବା ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ଜେଲ ଅନ୍ତେବାସୀଙ୍କୁ ତାଙ୍କ ପରିବାର ସଦସ୍ୟ ସହଜରେ ସାକ୍ଷାତ କରିପାରିବେ। ଏଥିପାଇଁ ଜେଲରେ ଆରମ୍ଭ ହୋଇଛି ଇ-ମୁଲାକାତ ସେବା। ରାଜ୍ୟସରକାର ଇ-ମୁଲାକାତ ସେବା ପାଇଁ ଜେଲ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଥିବାବେଳେ,...

ଦିନ ୧୨ରୁ ୪ ଚାଷୀଙ୍କ ରେଳରୋକ- ୪ ରାଜ୍ୟରେ ରେଳସେବା ବାଧାପ୍ରାପ୍ତ ଆଶଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦୀର୍ଘ ଅଢ଼େଇ ମାସରୁ ଉର୍ଦ୍ଧ୍ୱ ହେବ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛିି । ସଂଯୁକ୍ତ କିଷାନ ମୋର୍ଚ୍ଚା ସଂଗଠନର ନେତୃତ୍ୱରେ ଗୁରୁବାର ଅର୍ଥାତ୍...

ପ୍ରେମ ପାଇଁ ପରିବାରର ୭ ଜଣଙ୍କୁ ହତ୍ୟା କରିଥିବା ମହିଳାଙ୍କୁ ହେବ ଫାଶୀ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଘନ୍ୟ ଅପରାଧ କରିଥିବା ବ୍ୟକ୍ତିଙ୍କୁ ଆମ ଦେଶରେ ମୃତ୍ୟୁଦଣ୍ଡ ଦିଆଯାଏ। ଦେଶ ସ୍ୱାଧୀନ ହେବା ପରଠାରୁ ଏଯାଏଁ ଆମ ଦେଶରେ ଅନେକଙ୍କୁ ଫାଶୀଦଣ୍ଡ ମିଳିଛି। ଦେଶରେ ଫାଶୀ ପାଇଥିବା ଲୋକଙ୍କ ତାଲିକାରେ...

ଗୁରୁବାରଠାରୁ ବିଧାନସଭା ବଜେଟ ଅଧିବେଶନ- ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ, ଜଗିବେ ୩୦ ପ୍ଲାଟୁନ ଫୋର୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ । ଏହି ଅଧିବେଶନ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ସବୁ...
ram mandir bjp issue

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ରୂପା ଇଟା ଦାନକୁ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପାଇଁ ସମସ୍ତେ ଦାନ ଦେଉଛନ୍ତି । ଏହାରି ମଧ୍ୟରେ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ଅପିଲ କରାଯାଇଛି, ‘ମନ୍ଦିରକୁ ଦାନରେ ରୂପା ଇଟା...

ଶୁକ୍ରବାର ସୁପ୍ରିମକୋର୍ଟରେ ହେବ କୋଟିଆ ବିବାଦର ଶୁଣାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ହେବ କୋଟିଆ ବିବାଦର ଶୁଣାଣି । ସୀମାରେ ତିନୋଟି ଗାଁକୁ ନେଇ ଓଡ଼ିଶା ସରକାର ଓ ଆନ୍ଧ୍ର ସରକାରଙ୍କର ମଧ୍ୟରେ ବିବାଦ ଲାଗିରହିଛି । ନିକଟରେ...

ବଣାଇଁରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର, ଶିକ୍ଷିତ ଯୁବକ ଯୁବତୀଙ୍କୁ ମିଳିବ ମାଗଣାରେ କୋଚିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବଣାଇଁଠାରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର। ସୁନ୍ଦରଗଡ଼ ଓ ରାଉରକେଲା...