ସୁସ୍ଥ ହେଲେ ଐଶ୍ୱର୍ଯ୍ୟା, ଆରାଧ୍ୟା – ହସ୍ପିଟାଲରୁ ଡିସଚାର୍ଜ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା କରୋନାରୁ ସୁସ୍ଥ ହୋଇଛନ୍ତି। ହସ୍ପିଟାଲରୁ ଡିସଚାର୍ଜ ହୋଇ ବର୍ତ୍ତମାନ ଦୁହେଁ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି।
ତେବେ ବିଗତ ଦଶ ଦିନ...
ଚୀନକୁ ପୁଣି ଝଟକା, ଭାରତରେ ବ୍ୟାନ ହେଲା ଆଉ ୪୭ଟି ଚାଇନିଜ ଆପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ପକ୍ଷରୁ ଚୀନ ଉପରେ ପୁଣିଥରେ ହୋଇଛି ଡିଜିଟାଲ ଷ୍ଟ୍ରାଇକ୍। ଭାରତ ସରକାର ଆଉ ୪୭ଟି ଚାଇନିଜ୍ ଆପକୁ ବ୍ୟାନ କରିଛନ୍ତି। ଏହା ପୂର୍ବରୁ ଜୁନ୍ ମାସରେ ୫୯ଟି ଚାଇନିଜ ଆପ...
ବୁଧବାର ଭାରତରେ ପହଞ୍ଚିବ ରାଫେଲ ଯୁଦ୍ଧ ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ରାନ୍ସର ମେରିଗ୍ନାକରୁ ଆସନ୍ତା କାଲି ଭାରତ ଅଭିମୁଖେ ଉଡ଼ାଣ ଭରିବ ପାଞ୍ଚୋଟି ରୋଫେଲ ଯୁଦ୍ଧ ବିମାନ। ଭାରତରେ ଏହା ବୁଧବାର ପହଞ୍ଚିବ ବୋଲି ସୂଚନା ଜାରି କରିଛି ଭାରତୀୟ ବାୟୁସେନା। ତେବେ...
ଟେନିସ୍ ଖେଳାଳି ହେବାକୁ ଚାହୁଁଥିଲେ ଯୁବରାଜ, ଜାଣନ୍ତୁ କିପରି ହେଲା କ୍ରିକେଟର ନିଶା?
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ। ତେବେ ଆପଣ ଜାଣନ୍ତି କି? ପିଲାବେଳୁ ଯୁବରାଜ ଟେନିସରେ ନିଜ...
ଜାପାନରେ କରୋନା ଟିକା ଉପରେ ଗବେଷଣା କରୁଛନ୍ତି ଓଡ଼ିଆ ପୁଅ ଆଦିତ୍ୟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସାରା ବିଶ୍ୱ ପାଇଁ ଏବେ ମୁଖ୍ୟ ଚିନ୍ତା ପାଲଟିଛି କରୋନା। ଦେଶ ବ୍ୟାପି ବଢ଼ିଚାଲିଛି ଆକ୍ରାନ୍ତ ଏବଂ ମୃତ୍ୟୁସଂଖ୍ୟା। ଏହାର ପ୍ରତିଷେଧକ ଖୋଜି ବାହାର କରିବା ପାଇଁ ଲାଗିଛନ୍ତି ସବୁ...
ତେଲୁଗୁ ଇଣ୍ଡଷ୍ଟ୍ରୀରେ ରାଜ୍ କରୁଛନ୍ତି ସାମନ୍ଥା, ଜାଣନ୍ତୁ ଟପ୍ ୩ ଅଭିନେତ୍ରୀ ତାଲିକାରେ କିଏ?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଦମଦାର ଆକ୍ସନ ହେଉ ବା ରୋମାନ୍ସ,, ଦର୍ଶକଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ବେଶ୍ ସଫଳ ରହିଛି ତେଲୁଗୁ ଇଣ୍ଡଷ୍ଟ୍ରୀ। ଏପରିକି ବଲିଉଡର ଅଧିକାଂଶ ଫିଲ୍ମ ସାଉଥ୍...
ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ: ଲ୍ୟାବ୍ ଟେକ୍ନିସିଆନ ପଦବୀ ପାଇଁ ଜୁଲାଇ ୨୮ରେ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ହସ୍ପିଟାଲରେ ଲ୍ୟାବ ଟେକ୍ନିସିଆନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁଲାଇ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ୱାକ୍...
ଗ୍ରୋସରୀ ଓ ଅତ୍ୟାବଶ୍ୟକ ଜିନିଷ ଯୋଗାଇବ ଜିଓମାର୍ଟ ଆପ୍, ଦଶ ଲକ୍ଷରୁ ଅଧିକ ଡାଉନଲୋଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘରେ ବସି ଲୋକଙ୍କୁ ଗ୍ରୋସରୀ, ପନିପରିବା ସହ ଅତ୍ୟାବଶ୍ୟକ ଜିନିଷ ଯୋଗାଇବ ଜିଓମାର୍ଟ ଆପ। ଆଜ୍ଞା ହଁ, ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆଇଓଏସ୍ ଆପ୍ ଷ୍ଟୋରରେ ବର୍ତ୍ତମାନ ଉପଲବ୍ଧ ଜିଓମାର୍ଟ...
ଆସାମରେ ବନ୍ୟା ନେଉଛି ତୀବ୍ର ରୂପ, ୨୭ ଲକ୍ଷ ଲୋକ ପ୍ରଭାବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସାମରେ ଦିନକୁ ଦିନ ବଢ଼ିଚାଲିଛି ବନ୍ୟାର ପ୍ରକୋପ। ୩୩ଟି ଜିଲ୍ଲାର ପ୍ରାୟ ୨୭ ଲକ୍ଷ ଲୋକ ଏହି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ତେବେ ଆସାମରେ ବନ୍ୟା ଯୋଗୁଁ ଆଉ ତିନି...
ଜମ୍ମୁ କଶ୍ମୀର: ଶ୍ରୀନଗରରେ ଯବାନ-ଆତଙ୍କୀ ମୁହାଁମୁହିଁ, ଜଣେ ଯବାନ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଭାରତୀୟ ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଭାରତର ଜଣେ ଯବାନଙ୍କୁ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଶ୍ରୀନଗରର ରାମଭିଲହର...





















