ଶସ୍ତା ହେବ ହୀରା ଓ ମୂଲ୍ୟବାନ ପଥର
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଘୁବନଜାତ ସାମଗ୍ରୀରୁ ଜିଏସଟି ଛାଡ଼ ଦାବି କଲା ଓଡ଼ିଶା
ହୀରା, ମୂଲ୍ୟବାନ ପଥର ସମେତ ୨୯ ସାମଗ୍ରୀ ଆସନ୍ତା ୨୫ ତାରିଖରୁ ଶସ୍ତା ହେବ। ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ଏହି...
୨୪ ଘଣ୍ଟାର ଟପ୍ ଟେନ୍ ନ୍ୟୁଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୧. ଜିଏସଟିରେ ଛାଡ଼: ୫୩ ବସ୍ତୁ ଶସ୍ତା ହେଲା, ଡିଜେଲ ପେଟ୍ରୋଲ ଉପରେ ନିଷ୍ପତ୍ତି ଟଳିଲା।
୨. ପଦ୍ମାବତ୍ ଝମେଲା: ସୁପ୍ରିମକୋର୍ଟ କହିଲେ ଦେଶରେ ସବୁଠି ଚାଲିବ ଫିଲ୍ମ, କରଣୀ ସେନା କହିଲା...
ରାଜାରାଣୀ ସଙ୍ଗୀତ ଉତ୍ସବ ଉଦଘାଟିତ: ବେହେଲା ଓ ବଂଶୀ ସ୍ୱରରେ ଝୁମିଲେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାରଠାରୁ ଆରମ୍ଭ ହୋଇଛି ରାଜାରାଣୀ ସଙ୍ଗୀତ ମହୋତ୍ସବ। ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପରିସରରେ ଏହା ଶୁଭାରମ୍ଭ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା...
ଡିଜେ ନନ୍ଦୁଙ୍କ ଶେଷ ଲାଇଭ୍ ଭିଡିଓ ଦେଖିଲେ ଆଖିରେ ଭରିଯିବ ଲୁହ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=iCGNKWkOkvg]
ଟପ୍ ଗିୟରରେ ଥିଲା ବିଏମଡବ୍ଲୁ। ଫୁଲ୍ ଭଲ୍ୟୁମରେ ମ୍ୟୁଜିକ୍। ସୋସିଆଲ ମିଡିଆରେ ଲାଇଭ୍। କିଏ ଜାଣିଥିଲା ଏହା ହେବ ତାଙ୍କର ଶେଷ ଲାଇଭ୍ ଭିଡିଓ!
୨୦୧୮ ଜାନୁଆରୀ ୧୪। ବିଳମ୍ବିତ ରାତ୍ରି।...
ମହିଳା’କୁଲି’ ଙ୍କ ସମେତ ୧୧୨ ଜଣ ‘ପ୍ରଥମ’ ମହିଳାଙ୍କୁ ସମ୍ବର୍ଦ୍ଧିତ କରିବେ ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ପ୍ରଥମ ମହିଳାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱତନ୍ତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ମହିଳା କୁଲି ମଞ୍ଜୁ ଯାଦବ।
ମଞ୍ଜୁ ଯାଦବଙ୍କ ସ୍ୱାମୀ ରେଳ ଷ୍ଟେସନରେ...
ନିଃସଙ୍ଗତା ଦୂର କରିବେ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁବପିଢିଙ୍କ ମଧ୍ୟରେ ନିଃସଙ୍ଗତା ଦୂର କରିବେ ମନ୍ତ୍ରୀ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବ୍ରିଟେନରେ ଦେଖିବାକୁ ମିଳିଛି ଏମିତି ଘଟଣା। ଏଠାକାର ପ୍ରଧାନମନ୍ତ୍ରୀ ନିଃସଙ୍ଗତା ଦୂର କରିବା ପାଇଁ ଜଣେ...
ଅଗ୍ନି-୫ର ସଫଳ ଉତକ୍ଷେପଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଷ୍ୟଭେଦ କ୍ଷମତା ୫ହଜାର କିଲୋମିଟର
ଚୀନର ଆନ୍ତଃମହାଦେଶୀୟ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଡଙ୍ଗପେଙ୍ଗ-୫କୁ ଟକ୍କର ଦେବାକୁ ସକ୍ଷମ
ଓଡ଼ିଶାର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଅବଦୁଲ କଲାମ ଦୀପରୁ ଗୁରୁବାର ହୋଇଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର...
‘ପଦ୍ମାବତ୍’ ଫିଲ୍ମକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗ୍ରୀନ୍ ସିଗନାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁବାଦବିବାଦ ପରେ ଶେଷରେ ‘ପଦ୍ମାବତ୍’ ଚଳଚ୍ଚିତ୍ରକୁ ମିଳିଛି ଗ୍ରୀନ୍ ସିଗନାଲ୍। ଚଳଚ୍ଚିତ୍ରକୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ଵସ୍ତି। ୪ଟି ରାଜ୍ୟରେ ଫିଲ୍ମ ରିଲିଜ୍ କରାଇନଦେବା ପାଇଁ ସେଠାକାର ସରକାର ନେଇଥିବା ନିଷ୍ପତ୍ତି ଅସାମ୍ବିଧାନିକ...
ଉତ୍ତର-ପୂର୍ବ ୩ଟି ରାଜ୍ୟରେ ବାଜିଲା ନିର୍ବାଚନ ବିଗୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
୩ଟି ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ
ନାମାଙ୍କନର ଶେଷ ତାରିଖ ୭ ଫେବୃଆରୀ
ତ୍ରିପୁରାରେ ୧୮ ଫେବୃଆରୀ, ମେଘାଳୟ ଓ ତ୍ରିପୁରାରେ ଫେବୃଆରୀ ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ
ବାଜିଲା...
ହଟିଲା ବିବାଦୀୟ ଭାରତ ଦର୍ଶନ ତୀର୍ଥଯାତ୍ରା ପୋଷ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ଫଟୋ ସ୍ଥାନରେ ଇସ୍କନ ମନ୍ଦିର ଫଟୋ ଛାପି ବିବାଦରେ ଛନ୍ଦି ହୋଇପଡିଥିବା ଭାରତୀୟ ରେଳ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଆରସିଟିସି) ଆନ୍ଦୋଳନ ପରେ ଚେତିଛି।
ଭାରତ ଦର୍ଶନ ତୀର୍ଥଯାତ୍ରାର ପ୍ରଚାର...





















