ମୁହାଁମୁହିଁ ଉତ୍ତରକୋରିଆ-ଆମେରିକା: କୋରିଆ ସୀମାରେ ଚକ୍କର ମାରିଲା ଆମେରିକାର ଯୁଦ୍ଧ ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁହାଁମୁହିଁ ସ୍ଥିତିରେ ଉତ୍ତର-କୋରିଆ ଏବଂ ଆମେରିକା। ଆଉ ଏକ ଯୁଦ୍ଧ ପାଇଁ ଉଭୟ ରାଷ୍ଟ୍ର ପ୍ରସ୍ତୁତ ବୋଲି ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। ଫଳସ୍ରୂପ ରବିବାର ଉତ୍ତର-କୋରିଆ ସୀମାରେ ଆମେରିକାର ଯୁଦ୍ଧ...

ପାକ୍‌ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ: କହିଲେ,”ଆମେ ଡାକ୍ତର ତିଆରି କରୁଛୁ, ପାକିସ୍ତାନ ‘ଜିହାଦୀ’ ତିଆରି କରୁଛି”

ଓଡ଼ିଶାଲାଇଭ୍ ବ୍ୟୁରୋ ମିଳିତ ଜାତିସଂଘର ସାଧାରଣ ପରିଷଦରେ ପୁଣି ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ଜାତିସଂଘ ମଞ୍ଚରେ ପାକିସ୍ତାନର କାର୍ଯ୍ୟକଳାପକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। କହିଛନ୍ତି, "ଭାରତ...

ସବୁଠି ବାଜି ମାରିନେଲା ଛାତ୍ର ବିଜେଡି: ବାଜା ବଜାଇ ସେଲିବ୍ରେସନ୍ ପାଳିଲେ ବିଜୟୀ ପ୍ରାର୍ଥୀ

ଓଡିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ଛାତ୍ର ସଂସଦ ନିର୍ବାଚନ ଫଳାଫଳ। ଏହାକୁ ନେଇ ପ୍ରମୁଖ କ୍ୟାମ୍ପସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରମାଦେବୀ ବିଶ୍ୱବିଦ୍ୟାଳୟରୁ ଆରମ୍ଭ କରି କଟକ ଶୈଳବାଳା କଲେଜ, ସବୁଠି ଚାଲିଛି...

ଆଉ ଜଣେ ଓଡ଼ିଆ ଝିଅଙ୍କ କମାଲ୍‌: ଆଇ ଇ ଏସ୍‌ ପରୀକ୍ଷାରେ ୩ୟ ସ୍ଥାନ ଅଧିକାର କଲେ ମନୀଷା...

ଓଡିଶାଲାଇଭ୍ ବ୍ୟୁରୋ ଆଉ ଜଣେ ଓଡ଼ିଆ ଝିଅ ଜାତୀୟ ସ୍ତରରେ କମାଲ୍ ଦେଖାଇଛନ୍ତି। ଭାରତୀୟ ଅର୍ଥ ସେବା(ଆଇ.ଇ.ଏସ୍) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ଷ୍ଟିଲ୍‌ ସିଟି ରାଉରକେଲାର ମନୀଷା ଖୁଣ୍ଟିଆ...

ଦୁର୍ଗମ ଅଞ୍ଚଳ ଗର୍ଭବତୀଙ୍କ ପାଇଁ ନୂଆ ଯୋଜନା ‘ସମ୍ପୂର୍ଣ୍ଣା’: ମେଡିକାଲ ଆସିଲେ ମିଳିବ ୧୦୦୦ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ଗମ ଅଞ୍ଚଳ ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର। ମେଡିକାଲ ଆସିବା ପାଇଁ ସେମାନଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର 'ସମ୍ପୂର୍ଣ୍ଣା' ଯୋଜନା ଶୁଭାରମ୍ଭ କରିଛନ୍ତି।...

ନିରାଶ ହେଲେ ପ୍ରଭାତ: ସିବିଆଇ କୋର୍ଟରେ ଜାମିନ୍‌ ଆବେଦନ ଖାରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ନିରାଶ ହେବାକୁ ପଡ଼ିଛି। ଭୁବନେଶ୍ୱର ସିବିଆଇ କୋର୍ଟରେ ଜାମିନ୍ ଆବେଦନ ଖାରଜ ହୋଇଯିବାରୁ ପ୍ରଭାତଙ୍କୁ ଝଟକା ଲାଗିଛି। ପ୍ରଭାତ ଓକିଲ ସେସନ୍‌ସ କୋର୍ଟରେ ପୁଣି...

ଜୟଦେବ ବିହାର ଓଭରବ୍ରିଜ୍‍ ପାଖ ଡ୍ରେନ୍‌ରେ ଭାସୁଛି ଡିଜେଲ୍‍; ଡିଜେଲ୍‌ ନେବା ପାଇଁ ଲାଗିଛି ଭିଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରର ଜନବହୁଳ ସ୍ଥାନ ଜୟଦେବ ବିହାର ଓଭରବ୍ରିଜ୍‍ ନିକଟରେ ଥିବା ଡ୍ରେନ୍‌ରେ ଆଜି ସକାଳୁ ସକାଳୁ ଡିଜେଲ୍‍ ଭାସୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ।  ସାରା ଅଞ୍ଚଳରେ ଏହି ଖବର...

ବିଶିଷ୍ଟ ଲେଖିକା ‘ବନଜ ଦେବୀ’ ପାଇବେ ସାରଳା ପୁରସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩୮ତମ ‘ଶାରଳା ପୁରସ୍କାର’ ପାଇବେ ବିଶିଷ୍ଟ ଲେଖିକା ବନଜ ଦେବୀ। ‘କାଠପୁଅ’ ଗଳ୍ପ ସଙ୍କଳନ ନିମନ୍ତେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ କମିଟି...

ଜେରା ବେଳେ ପ୍ରଭାତ ବିଶ୍ୱାଳ ଅସୁସ୍ଥ: କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅସୁସ୍ଥ ହୋଇଯାଇଛନ୍ତି ବିଧାୟକ ପ୍ରଭାତ ବିଶ୍ୱାଳ। ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଭାତଙ୍କ ରକ୍ତ ଚାପ ବଢ଼ିଯିବା ସହ ଦେହରେ କମ୍ପନ ସୃଷ୍ଟି ହୋଇଥିଲା। ଫଳରେ ଶୁକ୍ରବାର...

୩ ସପ୍ତାହ ମଧ୍ୟରେ ୫୦ ପ୍ରତିଶତରୁ କମ୍ ବର୍ଷା ହେଲେ ମରୁଡ଼ି ଘୋଷଣା କରାଯିବ: ମହେଶ୍ୱର ମହାନ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ "ବଦଳିଲା ମରୁଡ଼ି ଅଞ୍ଚଳ ଘୋଷଣାର ମାନଦଣ୍ଡ। ଆଗାମୀ ୩ ସପ୍ତାହ ମଧ୍ୟରେ ୫୦ ପ୍ରତିଶତରୁ କମ୍ ବର୍ଷା ହେଲେ ସରକାର ସେହି ଅଞ୍ଚଳକୁ ମରୁଡ଼ି ଅଞ୍ଚଳ ଭାବେ ଘୋଷଣା କରିବେ", ରାଜସ୍ବ...