ଶଶିକଳା ବରଖାସ୍ତ: ଏଡିଏମକେରେ ‘ଆମ୍ମା’ ଯୁଗ ଫେରିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡ଼ୁ ରାଜନୀତିରେ ହଟମଚଟ କିଛି ନୂଆ କଥା ନୁହେଁ। ବିଗତ କିଛି ଦିନ ଧରି ଶାସକ ଆନ୍ନା ଡିଏମକେ ଦଳରେ ଯେଉଁ ଛକାପଞ୍ଝା ଚାଲିଥିଲା ତାହା ଶେଷ ହୋଇଛି। ଜୟଲଳିତାଙ୍କ ମୃତ୍ୟୁ...

ଜେଲ୍ ଗଲେ ‘ପଣ୍ଡା ଇନଫ୍ରା’ ଏମ୍‌ଡି ପ୍ରତାପ ପଣ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ବମିଖାଲ ଫ୍ଲାଏ ଓଭରବ୍ରିଜ୍ ଭୁଶୁଡିବା ଘଟଣା ଭିନ୍ନ ମୋଡ ନେଉଛି।  'ପଣ୍ଡା ଇନଫ୍ରା' କମ୍ପାନି ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ପ୍ରତାପ କିଶୋର ପଣ୍ଡା ମଙ୍ଗଳବାର ଜେଲ୍ ଯାଇଛନ୍ତି। ଭୁବନେଶ୍ୱର କୋର୍ଟରେ ତାଙ୍କ ଜାମିନ୍...

ଲତାଙ୍କ ଗୀତ ‘ତେରେ ବିନା ଜିନ୍ଦଗି ସେ’ ଉପରେ ଆଧାରିତ ବର୍ଣ୍ଣାଳି ହୋତାଙ୍କ କଭର ଭିଡିଓର ରିଲିଜ୍‍

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=60iJW24Uhs8] ଗୁରୁବାର ଦିନ ଓଡ଼ିଶାଲାଇଭ୍‌ ଏହାର ୟୁଟ୍ୟୁବ୍‍ ଚ୍ୟାନେଲରେ ଏହି ଗୀତ ରିଲିଜ୍‍ କରିବାକୁ ଯାଉଛି ଲତା ମଙ୍ଗେସକରଙ୍କ ଲୋକପ୍ରିୟ ହିନ୍ଦୀ ଗୀତ ‘ତେରେ ବିନା ଜିନ୍ଦଗି ସେ କୋ‍ଇ’ ଉପରେ ଆଧାରିତ...

ବମିଖାଲ ଓଭର ବ୍ରିଜ୍ ଟ୍ରାଜେଡି: ଗିରଫ ହେଲେ ନିଲମ୍ବିତ ନିର୍ବାହୀ ଯନ୍ତ୍ରୀ କିଶୋର ରାଉତ

ଓଡ଼ିଶାଲାଇଭ୍ ବ୍ୟୁରୋ ବମିଖାଲ ଓଭର ବ୍ରିଜ୍ ଭୁଶୁଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ ହେଉଛି। ସୋମବାର ଜଣେ ସହକାରୀ ଯନ୍ତ୍ରୀ ଏବଂ 'ପଣ୍ଡା ଇନଫ୍ରା' ଏମ୍‌ଡି ପ୍ରତାପ କିଶୋର ପଣ୍ଡା ଗିରଫ ହେବା ପରେ କମିଶନରେଟ୍...

ପଢ଼ନ୍ତୁ: ବଂଶବାଦଠାରୁ ନୋଟ୍‌‍ବନ୍ଦୀ ପର୍ଯ୍ୟନ୍ତ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କ’ଣ କହିଲେ ରାହୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ମଙ୍ଗଳବାର ଦିନ ବର୍କଲିଠାରେ ଥିବା କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ସେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିଥିଲେ।  ଯେଉଁମାନେ ରାହୁଲଙ୍କୁ ଭାରତରେ ତାଚ୍ଛଲ୍ୟ କରୁଛନ୍ତି...

୬୦ରୁ ୬୫ ହେଲା: ବଢ଼ିଲା ଜାତୀୟ ପେନ୍‌ସନ୍‌ ଯୋଜନାର ବୟସସୀମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତୀୟ ପେନସନ୍ ଯୋଜନାରେ ବୟସ ସୀମା ବୃଦ୍ଧି କରାଯାଇଛି। ଏ ନେଇ ପେନ୍‌ସନ୍‌ ଫଣ୍ଡ ଆଣ୍ଡ ରେଗୁଲୋଟରି ଅଥରିଟି (ପିଆଇଆର୍‌ଡିଏ) ପକ୍ଷରୁ ଘୋଷଣା କରାଯାଇଛି। ଆଗରୁ ଏଥିପାଇଁ ସର୍ବାଧିକ ବୟସସୀମା ୬୦...

ବ୍ଲୁ ହ୍ୱେଲ୍ ଗେମ୍‌କୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା: ଗୃହ ଓ ଆଇଟି ସଚିବଙ୍କୁ ନୋଟିସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନଲାଇନ୍ ବ୍ଲୁ  ହ୍ୱେଲ୍ କାୟା ବିସ୍ତାର କରି ଚାଲିଛି। ପ୍ରତିଦିନ କେଉଁଠୁ ନା କେଉଁଠୁ ମୃତ୍ୟୁ ଖବର ଆସୁଥିବା ବେଳେ ବହୁ ଲୋକ ଏହାର ଶିକାର ହୋଇ ଧରାପଡୁଛନ୍ତି। ବିଭିନ୍ନ ଗଣମାଧ୍ୟମଠାରୁ...

ଲାଲବାହିନୀର ନୂଆ ଠିକଣା କେ-କେ-ବି-ଏନ୍ ଡିଭିଜନ: କନ୍ଧମାଳରେ ମାଓବାଦୀ ନିହତ ପରେ ଡିଜି ଦେଲେ ସୂଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲାଲବାହିନୀର ଏବେ ନୂଆ ଠିକଣା ପାଲଟିଛି କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ (କେକେବିଏନ୍) ଡିଭିଜନ। ଏମିତି ଏକ ରୋଚକପୂର୍ଣ୍ଣ ତଥ୍ୟ ଦେଇଛନ୍ତି ଓଡିଶା ପୋଲିସର ମହା ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଛତିଶଗଡ ଓ...

ଏପ୍ରିଲ ୨୦୧୯ ସୁଦ୍ଧା ସବୁ କାରରେ ଏୟାରବ୍ୟାଗ ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ୨୦୧୯ ଏପ୍ରିଲ ମାସ ସୁଦ୍ଧା ଦେଶର ସମସ୍ତ ପ୍ରକାର କାରରେ ଏୟାରବ୍ୟାଗ୍ ଲାଗିବା ବାଧ୍ୟତାମୂଳକ ହେବ। ପୂର୍ବରୁ ଏହି ସମୟ ସୀମା ଥିଲ ଅକ୍ଟୋବର ୨୦୧୯। ସରକାର ଏହି ନେଇ ଚୂଡ଼ାନ୍ତ...

ବ୍ଲୁ ହ୍ୱେଲ ନେଇଛି ସମ୍ପର୍କୀୟ ଭାଇର ଜୀବନ: ଫେସବୁକ୍ ପୋଷ୍ଟ ଦେଖି ସନ୍ଦେହ କଲେ ଦୂତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ଲୁ ହ୍ୱେଲ୍ ଗେମ୍ ପାଇଁ ସମ୍ପର୍କୀୟ ଭାଇଙ୍କ ଜୀବନ ଯାଇଛି। ଏଭଳି ସନ୍ଦେହ ପ୍ରକାଶ କରିଛନ୍ତି ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ନିଜ ଫେସବୁକ୍ ଆକାଉଣ୍ଟରେ ମଧ୍ୟ ଦୂତୀ ଏ ସମ୍ପର୍କରେ...