କଟକରେ ବ୍ଲୁ ହ୍ୱେଲ୍: ମରଣ ମୁହଁରୁ ଇଞ୍ଜିନିୟରିଂ ଛାତ୍ରଙ୍କୁ ଉଦ୍ଧାର କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାରାତ୍ମକ ବ୍ଲୁ ହ୍ୱେଲ ମାୟାଜାଲରେ ଏବେ ସିଲଭର ସିଟି କଟକ। ସିଡିଏ ସେକ୍ଟର-୬ରେ ଥିବା ଏକ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ର ଏହି ଶ୍ୱା ଖେଳ ଜାଲରେ ପଡି ୧୦ଟି ପର୍ଯ୍ୟାୟ ଅତିକ୍ରମ...

ଆଇସିୟୁରୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର ହେଲେ ଜଗା-କାଳିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ଏମ୍‌ସରେ ପ୍ରଥମ ପର୍ଯ୍ୟାୟ ଅପରେସନ୍ ପରେ ମଙ୍ଗଳବାର ଆଇସିୟୁରୁ ବାହାରିଛନ୍ତି କନ୍ଧମାଳର ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆ। ତାଙ୍କୁ ଆଇସିୟୁରୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ବାଭାବିକ...

ଜାପାନ ରାଜକନ୍ୟାଙ୍କ ନିଆରା ପ୍ରେମକାହାଣୀ; ପ୍ରେମ ପାଇଁ ଛାଡ଼ିଲେ ରାଜ ପରିବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ପ୍ରେମ’ ଦୁଇଟି ଅକ୍ଷରର ଏହି ଶବ୍ଦ କେତେ ଶକ୍ତିଶାଳୀ ତାହା ପୁଣିଥରେ ପ୍ରମାଣିତ ହୋଇଛି। ଅତୀତରେ ପ୍ରେମ ପାଇଁ ରାଜପଦକୁ ଅନେକ ତୁଚ୍ଛ ମନେ କରିଛନ୍ତି। ପ୍ରେମ ପାଇଁ ଯୁଦ୍ଧ ହୋଇଛି,...

‘ସୋନୁ… ମୋ ଉପରେ ଭରସା ନାହିଁ କି… ନାହିଁ କି…? ‘

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋସିଆଲ ମିଡିଆରେ ଆଜିକାଲି ଧୁମ୍ ମଚେଇଛି ଏହି ସୋନୁ ଗୀତ। ଖାଲି ଭାରତରେ ନୁହେଁ ପାକିସ୍ତାନ ପର୍ଯ୍ୟନ୍ତ ପହଞ୍ଚିଗଲାଣି ଏହି ମଜାଦାର ଗୀତ। ବିଗତ କିଛି ଦିନ ଧରି ଫେସବୁକ୍ ସମେତ ସୋସିଆଲ ମିଡିଆରେ 'ସୋନୁ'...

ମହଙ୍ଗା ପଡିଲା ଫେସବୁକ ପ୍ରେମ: ମହିଳାଙ୍କୁ ବ୍ଲାକମେଲିଂ କରି ଛେଚା ଖାଇଲେ ଯୁବକ

ଓଡ଼ିଶାଲାଇଭ ବ୍ୟୁରୋ ଫେସବୁକରେ ହୋଇଥିଲା ପରିଚୟ। ଆଉ ତା' ପରେ ଆରମ୍ଭ ହୋଇଥିଲା ଚାଟିଂ। ଘର କଥାଠାରୁ ଆରମ୍ଭ କରି ବ୍ୟକ୍ତିଗତ କଥା ପର୍ଯ୍ୟନ୍ତ ଚାଲିଥିଲା ଘଣ୍ଟା ଘଣ୍ଟା ଧରି ଚାଟିଂ। ଏପରିକି ବିଶ୍ୱାସରେ ଫଟୋ...

ଖଣି ଦୁର୍ନୀତି: ୧୫୨ ଲିଜଧାରୀଙ୍କୁ ସରକାର ଦେଲେ ନୋଟିସ୍

ଓଡ଼ିଶାଲାଇଭ ବ୍ୟୁରୋ ବେଆଇନ୍ ଖଣି କାରବାର ମାମଲାରେ ରାଜ୍ୟ ସରକାର ଖଣି ଲିଜଧାରୀଙ୍କୁ ନୋଟିସ ଜାରି କରିଛନ୍ତି।  କୋଇଡା ସମେତ ୧୫୨ ଲିଜଧାରୀଙ୍କୁ ଏହି ନୋଟିସ ଜାରି କରାଯାଇଛି। କେବଳ କୋଇଡା ଅଞ୍ଚଳର ୪୭...

ଆଇପିଏଲକୁ କବଜା କଲା ଷ୍ଟାର ଇଣ୍ଡିଆ: ୧୬,୩୪୭ କୋଟିରେ କିଣିଲା ପ୍ରସାରଣ ଅଧିକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇପିଏଲ୍ ପ୍ରସାରଣ ଅଧିକାରକୁ କବଜା କଲା ଷ୍ଟାର ଇଣ୍ଡିଆ। ସୋନୀକୁ ପଛରେ ପକାଇ ଷ୍ଟାର ଇଣ୍ଡିଆ ଏହି ଅଧିକାର ପାଇଛି। ୧୬,୩୪୭ କୋଟି ଟଙ୍କାରେ ଷ୍ଟାର ଇଣ୍ଡିଆ ଏହି ଅଧିକାର ପାଇଛି। ୨୦୧୮ରୁ ୨୦୨୨...

“ବିଶ୍ୱସ୍ତରୀୟ ଦର୍ଶକଙ୍କୁ ପ୍ରଭାବିତ କରିବା ଭଳି ଫିଲ୍ମ ତିଆରି ହେବ”- ପ୍ରସୂନ ଯୋଶୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ “ଫିଲ୍ମ ଇଣ୍ଡଷ୍ଟ୍ରି ସମସ୍ତଙ୍କ ସହଯୋଗ ଆବଶ୍ୟକ କରୁଛି। ବିନା ସାହାଯ୍ୟ ସହଯୋଗରେ ଆଗକୁ ବଢ଼ିବା ଅସମ୍ଭବ। ଏଣୁ ସମସ୍ତ କର୍ମକର୍ତ୍ତାଙ୍କ ମଧ୍ୟରେ ପରସ୍କର ବୁଝାମଣା ରହିବା ଦରକାର’’, ଏକଥା କହିଛନ୍ତି ଜଣାଶୁଣା...

ମା’ ହେଲେ ବେବି ଡଲ୍‌ ସନ୍ନି ଲିଓନି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପର୍ଣ୍ଣ ଷ୍ଟାର ତଥା ବଲିଉଡ୍‌ ସେନ୍‌ସେସନ୍‌ ସନ୍ନି ଲିଓନି ନିକଟରେ ମାତୃତ୍ୱକୁ ଆପଣେଇ ନେବା କଥା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋ‍ଇଛି। ଲିଓନି ଓ ତାଙ୍କର ସ୍ୱାମୀ ଡାନ ଇଏଲ୍‌...

କିଏ ଫଟାଇଲା କଙ୍ଗନାଙ୍କ ମୁଣ୍ଡ! ଜାଣନ୍ତୁ ବଲିଉଡ୍‍ ଗୁମର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିଲିଜ ହେବାକୁ ଯାଉଛି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ନୂଆ ଫିଲ୍ମ ‘ସିମରନ୍’। ହେଲେ ଏହା ପୂର୍ବରୁ ଅତୀତର ବହୁ ବିବାଦ ଉପରୁ ପରଦା ଉଠାଇଛନ୍ତି କଙ୍ଗନା। ହ୍ରିତିକ ରୋଶନ କିପରି ତାଙ୍କର...