କିଏ ଫଟାଇଲା କଙ୍ଗନାଙ୍କ ମୁଣ୍ଡ! ଜାଣନ୍ତୁ ବଲିଉଡ୍‍ ଗୁମର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିଲିଜ ହେବାକୁ ଯାଉଛି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ନୂଆ ଫିଲ୍ମ ‘ସିମରନ୍’। ହେଲେ ଏହା ପୂର୍ବରୁ ଅତୀତର ବହୁ ବିବାଦ ଉପରୁ ପରଦା ଉଠାଇଛନ୍ତି କଙ୍ଗନା। ହ୍ରିତିକ ରୋଶନ କିପରି ତାଙ୍କର...

ବଳାତ୍କାରୀ ବାବା ଓ ‘ହନି’ଙ୍କୁ ଫିଲ୍ମ ମନା; ସୋସିଆଲ ମିଡିଆ ଆକାଉଣ୍ଟରେ ବି ଲାଗିଲା ଅଙ୍କୁଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାମରହିମଙ୍କୁ ଦୁଇଟି ବଳାତ୍କାର ମାମଲାରେ ୨୦ ବର୍ଷ ଜେଲ ଦଣ୍ଡାଦେଶ ପରେ ବି ତାଙ୍କ ପାଇଁ ସମସ୍ୟା ଶେଷ ହେଉନାହିଁ। ଏବେ ତ ସେ ତାଙ୍କ କୁକର୍ମ ପାଇଁ ସଜା ଭୋଗୁଛନ୍ତି, ଯଦି...

ଟ୍ରାଫିକ ପୋଲିସଙ୍କୁ ଗାଡ଼ି ନିୟନ୍ତ୍ରଣ ଚିନ୍ତା: ଚନ୍ଦ୍ରଶେଖରପୁରରେ ପ୍ରତିଷ୍ଠା ହେବ ଦ୍ୱିତୀୟ ଟ୍ରାଫିକ ଥାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ “ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ପ୍ରତିଷ୍ଠା ହେବ ଦ୍ୱିତୀୟ ଟ୍ରାଫିକ ଥାନା। ଏଠାରେ ଥିବା ଟ୍ରାଫିକ ୟୁନିଟକୁ ଥାନାରେ ପରିଣତ କରିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି”, ଏହା କହିଛନ୍ତି ଭୁବନେଶ୍ୱର ପୋଲିସ କମିଶନର...

ଅକ୍ଟୋବରରୁ ଝାରସୁଗୁଡା-ରାଉରକେଲାରୁ ଉଡ଼ିବ ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଅକ୍ଟୋବରରୁ ଝାରସୁଗୁଡା ଏବଂ ରାଉରକେଲା ବିମାନବନ୍ଦରରୁ ବିମାନସେବା ଆରମ୍ଭ ହେବ। ଏହା କହିଛନ୍ତି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ଗୁରୁ ପ୍ରସାଦ...

ଚୁଲିରେ ଇଞ୍ଜିନିୟରିଂ ପାଠ, ୮୦୦ କଲେଜରେ ଝୁଲିବ ତାଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୦ ବର୍ଷ ତଳେ ଅବସ୍ଥା ଯାହା ଥଲା ଏବେ ଆଉ ତାହା ନାହିଁ। ଇଞ୍ଜିନିୟରିଂ ପାଠ ନା ଶୁଣିଲେ ଅଭିଭାବକ ନାକ ଟେକୁଛନ୍ତି। ଏଭଳି ଅବସ୍ଥା କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ...

୨୩ ବର୍ଷର ଲଢ଼େଇ ଶେଷ : ଉପକୃତ ହେବେ ୪୦+୨୦ ହଜାର ଶିକ୍ଷକ, ଅଧ୍ୟାପକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୩ ବର୍ଷର ଲଢ଼େଇରେ ପଡିଲା ପୂର୍ଣ୍ଣଛେଦ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ମାଷ୍ଟର ଷ୍ଟ୍ରୋକ ଖେଳି ୪୦+୨୦ ହଜାର ଶିକ୍ଷକ, ଅଧ୍ୟାପକଙ୍କୁ ସନ୍ତୁଷ୍ଟ କରିଛନ୍ତି। ସପ୍ତମ ବେତନ କମିଶନ ଲାଗୁ କରି...

ଚିଲିକାର ପକ୍ଷୀମଣ୍ଡଳ

ପ୍ରଶାନ୍ତ କୁମାର ମଙ୍ଗରାଜ ପ୍ରଶାନ୍ତ କୁମାର ମଙ୍ଗରାଜ ଜଣେ ପରିଚିତ ଶିଶୁ ସାହିତ୍ୟିକ। ସେ ପିଲାଙ୍କ ପାଇଁ କବିତା, ଗଳ୍ପ, ଉପନ୍ୟାସ ସହିତ ପ୍ରବନ୍ଧ ଓ ଫିଚର୍‌ ରଚନା କରନ୍ତି। ‘ଓଡ଼ିଶାଲାଇଭ୍’ ପାଇଁ ଶ୍ରୀଯୁକ୍ତ...

ରାମଦେବଙ୍କ ଉପରେ ଲିଖିତ ପୁସ୍ତକକୁ ନେଇ ବିବାଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯୋଗଗୁରୁ ଓ ବ୍ୟବସାୟୀ ବାବା ରାମଦେବଙ୍କ ଉପରେ ଆଧାରିତ ଏକ ପୁସ୍ତକକୁ ନେଇ ବିବାଦ ସୃଷ୍ଟି ହୋଇଛି। ‘ଗଡମ୍ୟାନ୍‌ ଟୁ ଟାଇକୁନ୍‌’ ଶୀର୍ଷକ ଏହି ପୁସ୍ତକର ବିକ୍ରି ବନ୍ଦ କରିବା ପାଇଁ ଅଦାଲତ ନିର୍ଦ୍ଦେଶ...

ଲାଞ୍ଚୁଆ ଭାରତ; ଏସିଆରେ ଏକ ନମ୍ବର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାସନାଲ (ଅନ୍ତର୍ଜାତୀୟ ଦୁର୍ନୀତି ବିରୋଧୀ ସିଭିଲ ସେସାଇଟି ସଂସ୍ଥା) ପୁଣି ଥରେ ଏକ ଚମକାଇଦେବା ଭଳି ତଥ୍ୟ ଉପସ୍ଥାପନ କରିଛି। ଏହି ତଥ୍ୟ କହୁଛି, ଏସିଆରେ ସବୁଠୁ ବଡ଼ ଦୁର୍ନୀତିଗ୍ରସ୍ତ...

ଲଣ୍ଡା ହେଲେ ଐଶ୍ୱର୍ଯା ରାୟ ବଚ୍ଚନ; ଜାଣନ୍ତୁ ଘଟଣା ପଛର ସତ୍ୟତା

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଛି ଦିନ ହେଲା ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯା ରାୟ ବଚ୍ଚନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁ ଫଟୋ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। କାରଣ ଏହି ଫଟୋରେ ଐଶ୍ୱର୍ଯା...