ୟୁସିସିଆଇ ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସରେ ଓଡ଼ିଶାର ୩ ନାରୀ ପ୍ରତିଭା ସମ୍ବର୍ଦ୍ଧିତ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Cdx1oi83_O8]
ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ସୋମବାର ଦିନ ଭୁବନେଶ୍ଵର ସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ଵର...
୫ଟି ଜିଲ୍ଲାର ୪୯୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ଵିତୀୟ ପର୍ଯ୍ୟାୟର ଚତୁର୍ଥ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲଗୁଡ଼ିକର ଲୋକାର୍ପଣ କରିଛନ୍ତି। ମେ’ ୬ ତାରିଖରେ ୫ଟି ଜିଲ୍ଲାର ୪୯୦ଟି ସ୍କୁଲ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ କେନ୍ଦ୍ରାପଡ଼ା...
ସୁନ୍ଦରଗଡ଼ଠାରେ ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ: ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ...
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ସୋମବାର ଦିନ ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ...
ମୁଖ୍ୟମନ୍ତ୍ରୀ କିଣିଲେ ଟି-୨୦ ମ୍ୟାଚର ପ୍ରଥମ ଅଫଲାଇନ୍ ଟିକେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି, ଜୁନ ୭ ତାରିଖରୁ ଆରମ୍ଭ ହୋଇଛି ବାରବାଟୀ ଟି-୨୦ ମ୍ୟାଚ ପାଇଁ ଅଫଲାଇନ ଟିକେଟ ବିକ୍ରି। ଗତ ସୋମବାର, ଜୁନ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟି-୨୦ ମ୍ୟାଚର...
ବାରାଣାସୀ ସିରିଜ ବିସ୍ଫୋରଣ ମାମଲାରେ ୧୬ ବର୍ଷ ପରେ ଆସିଲା ରାୟ: ଦୋଷୀକୁ ଫାଶୀ ଦଣ୍ଡାଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରାଣାସୀ ସିରିଜ ବିସ୍ଫୋରଣ ମାମଲାରେ ସୋମବାର ୧୬ ବର୍ଷ ପରେ ରାୟ ଶୁଣାଇଛନ୍ତି କୋର୍ଟ। ଏହି ମାମଲାରେ ଗାଜିଆବାଦ ଜିଲ୍ଲା ଏବଂ ସ୍ଵତନ୍ତ୍ର କୋର୍ଟ ଆତଙ୍କବାଦୀ ଭଲୀଉଲ୍ଲା ଖାନକୁ ଦୋଷୀ ସାବ୍ୟସ୍ତ...
ଅନିୟମିତତା ଅଭିଯୋଗରେ ୨ ଗ୍ରାମ ରୋଜଗାର ସେବକ ବହିଷ୍କୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଓ ନୂଆଗାଁ ବ୍ଲକ ଅଞ୍ଚଳର ଦୁଇ ଜଣ ଗ୍ରାମ ରୋଜଗାର ସେବକଙ୍କୁ ଜିଲ୍ଲାପାଳ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ଏହି ଦୁଇଜଣ ହେଲେ ଭାପୁର ବ୍ଲକ ବଡ଼ଶହରା...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତାରାତି ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହେଲା। ମେ’ ୪ ତାରିଖରେ ଏକାବେଳକେ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ଦେବା ପରେ ମେ’ ୫ ତାରିଖରେ ରାଜ୍ୟ ସରକାରଙ୍କର ନୂଆ...
ପୁଣି ଫେରୁଛି କୋଭିଡ: ଦେଶରେ ଦିନକରେ ୪,୫୧୮ ନୂଆ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଫେରୁଛି କୋଭିଡ। ଦେଶରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪,୫୧୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେରଳ...
ନୂଆ ମନ୍ତ୍ରୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତାରାତି ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହେଲା। ଏକା ବେଳକେ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ଦେଲେ। ମେ’ ୫ ତାରିଖରେ ରାଜ୍ୟ ସରକାରଙ୍କର ନୂଆ ଟିମ୍ ଗଠନ ହେଲା।...
ଆଜି ସମ୍ବଲପୁର ବିଶ୍ଵ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଶେଷ ଦିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁରର ବିଶ୍ଵ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ସୋମବାର, ମେ’ ୬ ତାରିଖ ହେଉଛି ଶେଷ ଦିନ। ଦେବ ଦମ୍ପତିଙ୍କ ବିବାହ ପରେ ଗତ ରବିବାର ମଧ୍ୟରାତ୍ରିରୁ ବିରାଟ ପଟୁଆରରେ ନଗର ପରିକ୍ରମା...





















