International

World Music Day

ସଙ୍ଗୀତ: ଜୀବନର ଗୀତ

ଡକ୍ଟର ଭାଗ୍ୟଲିପି ମଲ୍ଲ ଆଜି ବିଶ୍ୱ ସଙ୍ଗୀତ ଦିବସ। ସାରା ବିଶ୍ୱ ସଙ୍ଗୀତ ପାଇଁ ସମର୍ପିତ। କାହିଁକି? କାରଣ ସ୍ପଷ୍ଟ। ମଣିଷର ଭାବ ସହିତ ଭାବକୁ ଯୋଡ଼ିବାରେ ସଙ୍ଗୀତ ଏକ ଶକ୍ତିଶାଳୀ ମାଧ୍ୟମ। ଏହି...

ବାହାରିନରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭୁବନେଶ୍ୱର ଆସିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାହାରିନରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭୁବନେଶ୍ୱର ଆସିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ। ବନ୍ଦେ ଭାରତ ମିଶନ ଅଧୀନରେ ଏହି ବିମାନ ଭାୟା ଦିଲ୍ଲୀ ଦେଇ ଭୁବନଶ୍ୱର ଆସିଛି। ଏଆଇ ୦୯୪୦...

ରୁଷ୍ ରାଷ୍ଟ୍ରପତି ଭବନର ସୁରକ୍ଷା କରନ୍ତି ପେଚା, ଛଞ୍ଚାଣ – ଜାଣନ୍ତୁ, ଏହାର କାରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତଃ ଦେଶର ପ୍ରଧାନମନ୍ତ୍ରୀ ଅଥବା ରାଷ୍ଟ୍ରପତି ଭବନର ସୁରକ୍ଷା ଲାଗି ଯବାନ ନିୟୋଜିତ ହୋଇଥାନ୍ତି। ମାତ୍ର ବିଶ୍ୱରେ ଏପରି ଏକ ଦେଶ ରହିଛି, ଯେଉଁଠାରେ ରାଷ୍ଟ୍ରପତି ଭବନର ସୁରକ୍ଷା ଦାୟିତ୍ୱରେ ନିୟୋଜିତ...

‘‘ଆମର ଇଞ୍ଚେ ଜମି ଉପରେ କେହି ଆଖି ଉଠାଇ ପାରିବେନାହିଁ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ଭାରତୀୟ ସେନା କୌଣସି ଗୁଣରେ କମ୍‌ ନୁହନ୍ତି। ଆମ ସେନା ବାହିନୀ ପାଖରେ ଯଥେଷ୍ଟ ଶକ୍ତି ଏବଂ ସାମର୍ଥ୍ୟ ରହିଛି। ଆମର ଗୋଟିଏ ଇଞ୍ଚ ଜମି ତ ନେବା କଥା, କେହି...

ମୋଦୀଙ୍କ ସର୍ବଦଳୀୟ ବୈଠକରେ ସୋନିଆ ପଚାରିଲେ – ଚୀନ ବାବଦରେ ଆଗୁଆ ଇଣ୍ଟେଲେିଜେନ୍ସ ରିପୋର୍ଟ ମିଳି ନଥିଲା କି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବ ଲଦାଖରେ ଭାରତ ଓ ଚୀନ ଭିତରେ ଯେଉଁ ସଂଘର୍ଷପୂର୍ଣ୍ଣ ବିବାଦ ଦେଖାଦେଇଛି ତାକୁନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ,...

ଜଳ, ସ୍ଥଳ, ଆକାଶ – ତିନି ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବ ଲଦାଖର ଗଲୱାନ୍ ଘାଟିରେ ଘଟିଥିବା ହିଂସାତ୍ମକ କାଣ୍ଡ ଓ ନର ସଂହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବେ ପୂରା ଆକ୍ସନ ମୁଡ୍‌ରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ...

ଯବାନଙ୍କ ରକ୍ତରେ ଭିଜିଲା ଗଲୱାନ ଘାଟି – ସୋମବାର ରାତିରେ କାହିଁକି ମୁହାଁମୁହିଁ ହେଲେ ଭାରତ-ଚୀନ ସେନା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ ସୋମବାର ରାତିରେ ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ଭିତରେ ହୋଇଥିଲା ଛାତିଥରା ସଂଘର୍ଷ। ଜମ୍ମୁ-କଶ୍ମୀରର ପୁଲୱାମା ପରେ ଏବେ ପୂର୍ବ ଲଦାଖର ଗଲୱାନ ଘାଟିକୁ ନେଇ ଚର୍ଚ୍ଚା ବଢ଼ିଛି।...

ସମୁଦ୍ର ମଝିରେ ନିର୍ମାଣ ହୋଇଛି କିଲ୍ଲା – ଜାଣନ୍ତୁ, ଏହାର ଇତିହାସ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱରେ ଆପଣ ଅନେକ ପ୍ରକାରର କିଲ୍ଲା ଦେଖିବାକୁ ପାଇଥିବେ। ଯେଉଁଥିରେ ଶତ୍ରୁ ପକ୍ଷକୁ ମାତ୍ ଦେବା ପାଇଁ ଅନେକ ପ୍ରକାର ଅଜିବ୍ ଜିନିଷ ରଖାଯାଇଥାଏ। ତେବେ ଆପଣ ସମୁଦ୍ର ମଝିରେ କେବେ...

ଲଦାଖ ଗଲୱାନ ଘାଟିରେ ୨୦ ଭାରତୀୟ ଯବାନ ସହିଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଚୀନ ମୁହାଁମୁହିଁ ଲଦାଖର ଗଲୱାନ ଘାଟିରେ ବିଗୁଡିଛି ସ୍ଥିତି ଭାରତର ୨୦ ଯବାନ ସହିଦ ଚୀନର ୪୩ ଯବାନ ସହିଦ କିଛି ଯବାନ ମଧ୍ୟ ଆହତ ପୂର୍ବ ଲଦାଖର ଗଲୱାନ ଘାଟିରେ...

ଜୁନ୍‌ ୨୦ରେ ବାହାରିନ୍‌ରୁ ଭୁବନେଶ୍ୱରକୁ ଆସୁଥିବା ଏୟାର ଇଣ୍ଡିଆ ବିମାନର ଟିକେଟ ଦର କମାଇବାକୁ ପ୍ରବାସୀ ଓଡ଼ିଆଙ୍କ ଅନୁରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁନ୍‌ ୨୦ରେ ବାହାରିନ୍‌ରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ଟିକେଟ ମୂଲ୍ୟ ଦୁଇଗୁଣା ବୃଦ୍ଧି, ଜଣକ ପିଛା ୨୯ ହଜାର ୮୦୦ ଟଙ୍କା ଟିକେଟ ଦର ପୁନଃବିଚାର କରିବାକୁ ବାହାରିନ୍‌ ଓଡ଼ିଆ...