ଭାରତୀୟ ନୌସେନାରେ ‘ଅଗ୍ନିବୀର ନୌସୈନିକ’ ପଦବୀରେ ନିଯୁକ୍ତି ସୁଯୋଗ, ମେ’ ୨୭ ଆବେଦନର ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ନୌସେନାରେ ଅଗ୍ନିବୀର ଯୋଜନା ଅନ୍ତର୍ଗତ ଅନେକ ନୌସୈନିକ ପଦବୀ ପୂରଣ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି...
“ଆସନ୍ତା ବର୍ଷ ରିଟାୟର ହେବେ ନରେନ୍ଦ୍ର ମୋଦୀ, କିଏ ହେବେ ବିଜେପିର ପ୍ରଧାନମନ୍ତ୍ରୀ?”
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
“ଆସନ୍ତା ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ ବର୍ଷରେ ପଦାର୍ପଣ କରିବେ। ୨୦୧୪ ମସିହାରେ ମୋଦୀ ନିଜେ ନିୟମ ଆଣିଥିଲେ ବିଜେପିରେ ଯାହାଙ୍କର ବୟସ ୭୫...
ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଓଡ଼ିଶାରେ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ପ୍ରଥମେ କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ଏଠାରେ...
ଛତିଶଗଡ଼: ବିଜାପୁର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୧୨ ମାଓବାଦୀ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ର ବିଜାପୁର ଜିଲ୍ଲାର ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଶୁକ୍ରବାର ଗୁଳି ବିନିମୟ ହୋଇଛି। ଏଥିରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣରେ...
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ୍ ସୋ’: କମ୍ପିଲା ଜନପଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭୁବନେଶ୍ୱରରେ ବିଶାଳ ରୋଡ୍ ସୋ' କରିଛନ୍ତି। ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏଁ ହୋଇଥିବା ଏହି ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଘଣ୍ଟଘଣ୍ଟା, ହୁଳହୁଳି ତଥା...
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ଵସ୍ତି: ସୁପ୍ରିମକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରୁ ମିଳିଛି ଆଶ୍ଵସ୍ତି। ଏହି ମାମଲାରେ ତାଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦିଆଯାଇଛି।...
ଆଗାମୀ ୫ ବର୍ଷରେ ଓଡ଼ିଶାରେ ନିର୍ମାଣ ହେବ ଅନେକ ପରିବହନ ଓ ଭିତ୍ତିଭୂମି ପ୍ରକଳ୍ପ – ନିତିନ ଗଡ଼କରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଗସ୍ତରେ ଆସିଛନ୍ତି ବରିଷ୍ଠ ବିଜେପି ନେତା ନିତିନ ଗଡ଼କରୀ। ଗୁରୁବାର ସେ ପୁରୀରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଲୋକସଭା ଓ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ...
କେଉଁଠି ଅଛନ୍ତି ଯୌନ କେଳେଙ୍କାରୀ କରିଥିବା କର୍ଣ୍ଣାଟକର ସେହି ମାନ୍ୟବର ସାଂସଦ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ବିରାଟ ରାଜନୈତିକ ଝଡ଼ ସୃଷ୍ଟି କରିଛି କର୍ଣ୍ଣାଟକର ମାନ୍ୟବର ସାଂସଦ ପ୍ରଜ୍ଜ୍ଵଳ ରେଭନ୍ନାଙ୍କ ଯୌନ କେଳେଙ୍କାରୀ। ଏହା ଆମ ଦେଶରେ ରାଜନୀତିର ଏକ ଘୃଣ୍ୟ ଚିତ୍ରକୁ ଲୋକଲୋଚନକୁ ଆଣିଛି।...
ସାମ୍ ପିଟ୍ରୋଡାଙ୍କ ‘ବର୍ଣ୍ଣ ବୈଷମ୍ୟ’ ବୟାନକୁ ନେଇ ପୁଣି ଫସିଲା କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ସରଗରମ ଥିବା ରାଜନୀତି ମଧ୍ୟରେ କଂଗ୍ରେସ ନେତା ସାମ୍ ପିଟ୍ରୋଡା ପୁଣି ନିଜ ବୟାନ ପାଇଁ ବିବାଦରେ ଫସିଛନ୍ତି। ଭାରତର ବିବିଧ ସଂସ୍କୃତିକୁ ବର୍ଣ୍ଣନା କରିବାକୁ ଯାଇ ସେ ଦେଇଥିବା...
ୟୁଜିସି-ନେଟ୍ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ମେ’ ୧୦ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ୟୁଜିସି-ନେଟ୍ ପରୀକ୍ଷା ପାଇଁ ଆବେଦନ ଜାରି ରହିଛି। ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଅଧ୍ୟାପକ ପଦବୀରେ ନିଯୁକ୍ତି ଓ ଜୁନିୟର ରିସର୍ଚ୍ଚ ଫେଲୋସିପ୍ (ଜେଆରଏଫ) ପାଇବା...





















