National

ଲୋକେ ଖୋଜୁଛନ୍ତି ଜେଜେମା’ଙ୍କ ହାତ ରନ୍ଧା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରୋଷେଇ ରାଣୀ ତଥା ୟୁଟ୍ୟୁବର ମସ୍ତାନାମ୍ମାଙ୍କୁ ଖୋଜୁଛି ସାରା ବିଶ୍ୱ। ସାରା ବିଶ୍ୱରେ ସବୁଠାରୁ ବୟସ୍କା ୟୁଟ୍ୟୁବର ମସ୍ତାନାମ୍ମା ରୋଷେଇ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ମସ୍ତାନାମ୍ମା କୁକିଂ କୁଇନ୍...

ଜାମ୍ମୁରେ ରେକର୍ଡ ଭାଙ୍ଗିଲା ପାରଦ, ବରଫ ପାଲଟିଲା ଡାଲ୍ ହ୍ରଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାମ୍ମୁ-କାଶ୍ମୀରରେ ରେକର୍ଡ ଭାଙ୍ଗିଛି ପାରଦ। ଜାମ୍ମୁ-କାଶ୍ମୀରରେ ତାପମାତ୍ରାରେ ଯେଉଁ ହ୍ରାସ ପରିଲକ୍ଷିତ ହୋଇଛି, ତାହା ବିଗତ ୧୧ ବର୍ଷ ମଧ୍ୟରେ ଦେଖିବାକୁ ମିଳି ନଥିଲା। ପ୍ରବଳ ଶୀତ ସାଙ୍ଗକୁ ଥଣ୍ଡା ପବନ...

ମାତ୍ର ୧୦ ପ୍ରତିଶତ ଡାକ୍ତରଙ୍କ ପସନ୍ଦ ସରକାରୀ ଡାକ୍ତରଖାନା!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ଡାକ୍ତର ସଂଖ୍ୟା ପୂର୍ବାପେକ୍ଷା ବଢ଼ିବାରେ ଲାଗିଛି କିନ୍ତୁ ସ୍ୱାସ୍ଥ୍ୟ ସେବା ଜନସାଧାରଣଙ୍କ ନିକଟରେ ଅପହଞ୍ଚ ଥିବା ଅଭିଯୋଗ ଆସୁଛି। ଅଭିଯୋଗ ପଛର କାରଣ ଏବେ ସାମ୍ନାକୁ ଆସିଛି। ଭାରତରେ ଯେତିକି...
rbi

ବଜାରକୁ ଖୁବଶୀଘ୍ର ଆସିବ ନୂଆ ୨୦ ଟଙ୍କିଆ ନୋଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୁବଶୀଘ୍ର ବଜାରକୁ ଆସିବ ନୂଆ ୨୦ଟଙ୍କିଆ ନୋଟ୍। ଏନେଇ ଆରବିଆଇ ବଡ଼ ନିଷ୍ପତ୍ତି ନେଇଛି। ୫୦୦, ୨୦୦, ୧୦୦, ୫୦ ଏବଂ ୧୦ ଟଙ୍କିଆ ନୋଟ୍ ପରେ ଖୁବଶୀଘ୍ର ବଜାରକୁ ଆସିବ...

ଦେଶର ସବୁଠାରୁ ଦୀର୍ଘତମ ବ୍ରିଜ ‘ବୋଗିବିଲ’ ଲୋକାର୍ପଣ କଲେ ମୋଦି

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ସୁବୁଠାରୁ ଦୀର୍ଘତମ ରେଳ-ସଡ଼କ ବ୍ରିଜକୁ ଶନିବାର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ସବୁଠୁ ଦୀର୍ଘ ବ୍ରିଜ ‘ବୋଗିବିଲ’ର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସାମରେ ବ୍ରହ୍ମପୁତ୍ର ନଦୀ...

ଇଣ୍ଡୋନେସିଆ ସୁନାମି – ମୃତ୍ୟୁ ସଂଖ୍ୟା ୩୭୩ରେ ପହଞ୍ଚିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଣ୍ଡୋନେସିଆରେ ଶନିବାର ଆସିଥିବା ଭୟଙ୍କର ସୁନାମିରେ ମୃତ୍ୟୁ ସଂଖ୍ୟା ୩୭୩କୁ ପହଞ୍ଚିଛି। ଇଣ୍ଡୋନେସିଆରେ ଆସିଥିବା ଭୟଙ୍କର ସୁନାମିରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଯାବତ୍ ମୃତ୍ୟୁ ସଂଖ୍ୟା ୩୭୩ରେ ପହଞ୍ଚିଛି। ଏହି ପ୍ରଳୟଙ୍କାରୀ...

ଜାନୁଆରୀ ୪ରୁ ରାମ ମନ୍ଦିରକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି !

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀରାମ ଜନ୍ମଭୂମି-ବାବ୍ରି ମସଜିଦ୍ ମାମଲାରେ ଶୁଣାଣି ଆସନ୍ତା ଜାନୁଆରୀ ୪ତାରିଖରୁ ଆରମ୍ଭ କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ। ୨୦୧୮ ସେପ୍ଟେମ୍ବର ୨୭ରେ...

ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶେୟାର କଲେ ଭିଡିଓ, ଶୁଣନ୍ତୁ କ’ଣ ରହିଛି ଭିଡିଓରେ ବାର୍ତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜ ଟୁଇଟର ପେଜରେ ଏକ ଭିଡ଼ିଓ ଶେୟାର କରି କରିଛନ୍ତି। ସେଥିରେ ମୋଦି ଲେଖିଛନ୍ତି, ଆମ...
supreme court of India

୨୦୧୮ରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୮ ବର୍ଷରେ ଅନେକ ଚର୍ଚ୍ଚିତ ଘଟଣାରେ ଐତିହାସିକ ରାୟ ଶୁଣାଇଛନ୍ତି ଉଚ୍ଚତମ ନ୍ୟାୟାଳୟ। ଯେଉଁଥିରେ ଇଚ୍ଛାମୃତ୍ୟୁଠାରୁ ନେଇ ସାବରିମାଳାରେ ମହିଳାଙ୍କ ପ୍ରବେଶ ଅନୁମତି ପର୍ଯ୍ୟନ୍ତ ରହିଛି। ଗତ ଅକ୍ଟୋବର ମାସରେ ଅବସର...

ଅଟଳଙ୍କ ୯୪ତମ ଜନ୍ମ ଦିବସ  

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମଦିବସ ପାଳିତ ହେଉଛି। ଏହି ଅବସରରେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାଜପେୟୀଙ୍କ ସମାଧିସ୍ଥଳ ସଦୈବ ଅଟଳ...