National

ରାଜସ୍ଥାନରେ ଯୁବ କଂଗ୍ରେସର ମାନସ ମନ୍ଥନ, ଗୁରୁମନ୍ତ୍ର ଦେଲେ ରାହୁଲ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାଜସ୍ଥାନରେ ଯୁବ କଂଗ୍ରେସ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍। ଡିସେମ୍ବର ୭ରେ ଏହି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ।...

ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଠପ୍ ହୋଇପାରେ ଇଣ୍ଟରନେଟ୍ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ଆଗାମୀ ୪୮ ଘଣ୍ଟା ଯାଏଁ ନେଟ୍‌ଓ୍ଵାର୍କ ଫେଲ୍‌ଓ୍ଵର୍‌ର ସମ୍ମୁଖୀନ ହୋଇପାରନ୍ତି। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଦୁଃଖ ଖବର। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବିଶ୍ୱବ୍ୟାପୀରେ ଇଣ୍ଟରନେଟ୍ ସେବା ଠପ୍ ହେବାକୁ...

ହକି ବିଶ୍ୱକପ୍‌ର ପ୍ରଚାର ପାଇଁ ‘କେବିସି’ରେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ କୌନ ବନେଗା କରୋଡପତି ସୋ'ରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଉ କେଇଟା ସପ୍ତାହ ପରେ ଭୁବନେଶ୍ୱର କଳିଙ୍ଗ...

ଆନ୍ଧ୍ରରେ ତିତ୍‌ଲି ରଚିଲା ତାଣ୍ଡବ – ୮ ଜଣଙ୍କ ଜୀବନ ନେଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଲାସାଠାରେ ଲ୍ୟାଣ୍ଡଫଲ୍ କଲା ତିତ୍‌ଲି ଇଛାପୁରମରୁ ପଲାସା ଭିତରେ ବ୍ୟାପକ କ୍ଷତି ବାତ୍ୟା ଉଜାଡ଼ିଦେଲା କାଜୁ ଓ ନଡିଆ ଚାଷ ଭାଙ୍ଗିଗଲା ଚାଳ ଛପର ଘର ଲାଗି ରହିଛି ପ୍ରବଳ...
President Ramnath Koving inaugurates Mahatma gandhi International Sanitation Convention MGISC

Japan PM Shinzo Abe supports Swachh Bharat Mission

OdishaLIVE Bureau Japan PM spoke about a clean Asia at Mahatma Gandhi International Sanitation Convention in India Prime Minister of Japan Mr. Shinzo Abe offered his...

ଲାଇନ୍‌ଚ୍ୟୁତ ହେଲା ନ୍ୟୁ ଫରକ୍କା ଏକ୍ସପ୍ରେସ୍ – ୭ମୃତ, ୩୫ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ରାୟବରେଲିରେ ନ୍ୟୁ ଫରକ୍କା ଏକ୍ସପ୍ରେସ୍‌ର ୯ଟି ବଗି ଲାଇନ୍‌ଚ୍ୟୁତ୍ ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର ରାୟବରେଲିରେ ଘଟିଛି ଏକ ଅଭାବନୀୟ ଘଟଣା। ଆଜି...

ଭୁବନେଶ୍ୱର ଆସିବେ ଶାହାରୁଖ ଖାନ୍ – ହକି ବିଶ୍ୱକପ୍‌ ଉଦଘାଟନୀ ଉତ୍ସବରେ ସାମିଲ ହେବେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ବାଦଶାହ ଶାହାରୁଖ ଖାନ୍ ଭାରତୀୟ ହକି ଟିମକୁ ଚିୟର କରିବା ପାଇଁ ଆସୁଛନ୍ତି ଭୁବନେଶ୍ୱର। ଆଉ ଦିନ କେତେଟାର ପ୍ରତୀକ୍ଷା ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ହକି...

ବଲିଉଡରେ କଳଙ୍କ – ନାନାଙ୍କ ପରେ ଆଲୋକନାଥଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡରେ କଳଙ୍କ। ଜଣକ ପରେ ଜଣେ ପ୍ରତିଷ୍ଠିତ କଳାକାରଙ୍କ ନାଁରେ ଅସୁଛି ଯୌନ ଶୋଷଣର ଅଭିଯୋଗ। ବଲିଉଡ ତାରକା ନାନା ପାଟେକରଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଏବେ...

ପୁଣି ଜିକା ଭାଇରସ୍‌ ଆତଙ୍କ – ରାଜସ୍ଥାନରେ ୨୨ ଆକ୍ରାନ୍ତ, ପିଏମ୍ଓ ମାଗିଲା ରିପୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜସ୍ଥାନରେ ଜିକା ଭାଇରସ୍‌ର ଆତଙ୍କ। ରାଜସ୍ଥାନର ରାଜଧାନୀ ଜୟପୁରରେ ଜିକା ଭାଇରସ୍‌ରେ ୨୨ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଜିକା ଭାଇରସ୍ ସମ୍ବନ୍ଧରେ ଅଧିକ ତଥ୍ୟ ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ)...

ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟରେ ବିସ୍ଫୋରଣ – ୯ ମୃତ, ୧୪ରୁ ଅଧିକ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ସ୍ଥିତ ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ ଜଣକର ମୃତ୍ୟୁ ହୋଇଥିବାବେଳେ ୧୪ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି। ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଥିବା ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟରେ ବଡ଼ ଧରଣର...