National

ବିଜେପି ମନ୍ତ୍ରୀ, ସାମ୍ବାଦିକ ଓ ସେକ୍ସ ସିଡି

ଓଡ଼ିଶାଲାଇଭ୍‍ ବ୍ୟୁରୋ ଜଣାଶୁଣା ସାମ୍ବାଦିକ ବିନୋଦ ବର୍ମାଙ୍କୁ ଛତିଶଗଡ଼ ପୋଲିସ ଗିରଫ କରିବା ପରେ ଏବେ ବହୁତ କଥା ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଗଜିଆବାଦରୁ ବର୍ମାଙ୍କୁ ଆଜି ସକାଳେ ଗିରଫ କରାଯାଇଛି। ଛତିଶଗଡ଼...

‘ପେଟିଏମ’ ଭଳି କମ୍ପାନିକୁ କାହିଁକି ଡରୁଛି ଏସବିଆଇ ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ଶକ୍ତିଶାଳୀ ତଥା ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କର ନୂଆ ଅଧ୍ୟକ୍ଷ ରଜନୀଶ କୁମାର ଏବେ  ଚିନ୍ତାଗ୍ରସ୍ତ।ଦାୟୀତ୍ୱ ନେବା ପରେ ସେ ବ୍ୟାଙ୍କର ଆଭ୍ୟନ୍ତରୀଣ ସମସ୍ୟା ପାଇଁ ଯେତିକି ନିରାଶ...

ରାହୁଲ ଗାନ୍ଧି କହିଲେ, ‘ଯେବେ ବାହାଘର ହେବା କଥା ହେବ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ବକ୍ସର ବିଜେନ୍ଦର ସିଂ ଆଜି ରାହୁଲ ଗାନ୍ଧିଙ୍କୁ ତାଙ୍କ ବାହାଘର ବିଷୟରେ ପ୍ରଶ୍ନ ପଚାରିଛନ୍ତି। ଏହାର ଉତ୍ତରରେ ରାହୁଲ କହିଛନ୍ତି, ଯେବେ ବାହାଘର ହେବା କଥା ହେବ। ଆଉ ମୁଁ ମୋ...

ଗୁଜୁରାଟରେ କଂଗ୍ରେସ ଖେଳିବ ‘ଯୁବ’ କାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟ ବିଧାନସଭା ଭୋଟ ପାଇଁ ନିର୍ବାଚନ କମିଶନ ବିଗୁଲ ଫୁଙ୍କିବା ପରେ ସରଗରମ୍ ହୋଇଯାଇଛି ରାଜନୀତି। ୨୨ ବର୍ଷର ବିଜେପି ଗଡ଼କୁ ଭାଙ୍ଗିବା ପାଇଁ କଂଗ୍ରେସ 'ଯୁବ' ଏବଂ 'ଓବିସି' କାର୍ଡ...

ନଭେମ୍ବର-୮: ବିଜେପି ପାଳିବ ‘କଳାଧନ ବିରୋଧୀ ଦିବସ, ବିରୋଧୀ ଦଳ ପାଳିବେ ‘କଳା ଦିବସ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଫଳ ହୋଇଛି ବିମୁଦ୍ରୀକରଣ ନୀତି। ଏଣୁ ବିଜେପି ଏଥିପାଇଁ ନଭେମ୍ବର-୮ରେ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଛି। ନଭେମ୍ବର-୮କୁ ବିଜେପି ସରକାର 'କଳା ଧନ ବିରୋଧୀ' ଦିବସ ଭାବେ ପାଳନ କରିବାକୁ...

ଦୁଇଟି ପର୍ଯ୍ୟାୟରେ ଗୁଜୁରାଟ ଭୋଟ: ଡିସେମ୍ବର ୧୮ରେ ଫଳାଫଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟ ବିଧାନସଭା ଭୋଟ ପାଇଁ ବାଜିଲା ବିଗୁଲ୍। ନିର୍ବାଚନ କମିଶନ୍ ବୁଧବାର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେବ ବୋଲି କମିଶନ କହିଛନ୍ତି। ଡିସେମ୍ବର...

ଭାରତମାଳା ପ୍ରକଳ୍ପରେ ନିର୍ମାଣ ହେବ ୮୩ ହଜାର କି ମି ରାସ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତମାଳା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୭ ଲକ୍ଷ କୋଟି ୨୦୨୨ ସୁଦ୍ଧା ଶେଷ ହେବ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୩୪,୮୦୦ କି ମି ରାସ୍ତା ୩...

ରାହୁଲଙ୍କ ସଫଳତା ପଛରେ ରାମ୍ୟା

ଓଡ଼ିଶାଲାଇଭ୍‍ ବ୍ୟୁରୋ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ହଠାତ୍ ସୋସିଆଲ ମିଡିଆରେ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ସୋସିଆଲ ମିଡିଆରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେଉଛନ୍ତି ରାହୁଲ ଗାନ୍ଧି। ପୂର୍ବରୁ କେବଳ ରାହୁଲଙ୍କୁ...

ଗୁଜୁରାଟରେ କଂଗ୍ରେସ ଯୁବରାଜ: ଜିଏସ୍‌ଟିକୁ କହିଲେ ‘ଗବର ସିଂ ଟ୍ୟାକ୍ସ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣିଥରେ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟରେ ପାଦ ଦେଇଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି। ଜିଏସ୍‌ଟି, ବିମୁଦ୍ରୀକରଣ, ବୋରାଜଗାରୀକୁ ଅସ୍ତ୍ର କରି ମୋଦି ସରକାର ଉପରେ ବର୍ଷିଛନ୍ତି ରାହୁଲ। ଜିଏସ୍‌ଟିକୁ ଗବର ସିଂ...

ଏସିଆ କପ୍‌ ହକି ଫାଇନାଲ୍‌ରେ ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାକିସ୍ତାନକୁ ହରାଇଲା ଭାରତୀୟ ହକି ଟିମ୍। ୪-୦ ଗୋଲ୍‌ରେ ପାକିସ୍ତାନକୁ ପରାସ୍ତ କରି ଭାରତ ଫାଇନାଲ୍‌ରେ ପ୍ରବେଶ କରିଛି। ଢାକାରେ ଚାଲିଥିବା ଏସିଆ କପ୍ ହକି ପ୍ରତିଯୋଗିତାର ସୁପର-୪ ମୁକାବିଲାରେ ଭାରତ...