National

ଗରିବଙ୍କ ପାଇଁ ବଡ଼ ଯୋଜନା ଆଣୁଛନ୍ତି ମୋଦି ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ସବୁଠାରୁ ଅଧିକ ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ବର୍ଗର ଲୋକଙ୍କ ପାଇଁ ଯେଉଁ ଯୋଜନା ଆରମ୍ଭ ହେବ ତା'ର ନାମ...

ଗୋଟିଏ ଭୋଟ କେନ୍ଦ୍ରରେ ୧୪୦୦ରୁ ଅଧିକ ଭୋଟ ନୁହଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ତାହା ହେଉଛି କୌଣସି ଭୋଟ କେନ୍ଦ୍ରରେ ଏଣିକି ୧୪୦୦ରୁ ଅଧିକ ଭୋଟର ଭୋଟ ଦେବେ ନାହିଁ। ଏହାର କାରଣ ଭୋଟିଂ ମେସିନ...

ମୋଦିଙ୍କଠାରୁ ଯୋଗୀ: ଜାଣନ୍ତୁ କିଏ କେତେ ପଢ଼ିଛନ୍ତି ପାଠ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରରେ କ୍ଷମତାରେ ରହିଛି ଭାରତୀୟ ଜନତା ପାର୍ଟି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଭଳି ୧୮ଟି ରାଜ୍ୟରେ ବିଜେପି ସରକାରରେ ରହିଛି। କେନ୍ଦ୍ରରେ ବହୁ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଲୋକପ୍ରିୟତାର ଶୀର୍ଷରେ...

ଅଯୋଧ୍ୟାରେ ଯୋଗୀଙ୍କ ଦୀପାବଳି: କହିଲେ, “ଦେଶରେ ପ୍ରତିଷ୍ଠା ହେବ ରାମ ରାଜ୍ୟ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରପ୍ରଦେଶର ଅଯୋଧ୍ୟାରେ ପାଳନ ହୋଇଛି ନିଆରା ଦୀପାବଳି। ସରଜୁ ନଦୀ କୂଳରେ ୧ ଲକ୍ଷ ୮୭ ହଜାର ୨୧୩ ଦୀପ ପ୍ରଜ୍ବଳିତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶ୍ବ ରେକର୍ଡ କରିଛନ୍ତି।...

ଗୁଜୁରାଟ ଭୋଟ: ରାହୁଲ ଗାନ୍ଧିଙ୍କ ନୂଆ ଅବତାର

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଦେଖିବାକୁ ମିଳିଛି ନୂଆ ଅବତାରରେ। ଗୁଜୁରାଟ ବିଧାନସଭା ଭୋଟରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ହ୍ରାସ କରିବା ପାଇଁ କଂଗ୍ରେସ ଯୁବରାଜ ଏହି ରଣନୀତି ଆପଣାଇଥିବା ଚର୍ଚ୍ଚା...

ଘରୋଇ କ୍ଷେତ୍ରରେ ସଂରକ୍ଷଣକୁ ନୀତି ଆୟୋଗର ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଚାକିରୀ କ୍ଷେତ୍ରରେ ସଂରକ୍ଷଣକୁ ନେଇ ବିବାଦ ଓ ଆଲୋଚନା ଚାଲିଥିବା ବେଳେ ନୀତି ଆୟୋଗ ଅଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଯେ ଘରୋଇ କ୍ଷେତ୍ର ବା ପ୍ରାଇଭେଟ ସେକ୍ଟରରେ ସଂରକ୍ଷଣକୁ...

ରାଜନୈତିକ ଦଳ ପାଇଁ ଆଚ୍ଛେଦିନ୍‌: ବିଜେପି ସବୁଠୁ ଧନୀ, ଦ୍ବିତୀୟରେ କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଚ୍ଛେଦିନ୍‌ର ସ୍ଲୋଗାନ୍ ଦେଇ ସରକାର ଗଠନ କରିଥିବା ବିଜେପି ପାଇଁ ଆଛେଦିନ୍‌ ଆସି ଯାଇଛି। ଏହି ପାର୍ଟିର ସମ୍ପତ୍ତି ପରିମାଣ ବୃଦ୍ଧି ପାଇଛି। ବିଜେପି ହେଉଛି ଦେଶର ସବୁଠୁ ଧନୀ ରାଜନୈତିକ...

ଦେଶର ପ୍ରଥମ ‘ଆୟୁର୍ବେଦ ସଂସ୍ଥା’କୁ ଲୋକର୍ପଣ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ଥାପନ ହୋଇଛି ପ୍ରଥମ ଆୟୁର୍ବେଦ ସଂସ୍ଥାନ। ଆୟୁର୍ବେଦ ଦିବସରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକାର୍ପିତ କରିଛନ୍ତି। ନୂଆଦିଲ୍ଲୀର ସରିତା ବିହାରଠାରେ ମୋଦି ଏହାର ଉଦଘାଟନ...

୩୧ ଡିସେମ୍ବର ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟ ଆଧାର ଲିଙ୍କ ବାଧ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡର ନମ୍ବରକୁ ଯୋଡ଼ିବାର ଶେଷ ତାରିଖ ଆସନ୍ତା ଡିସେମ୍ବର ୩୧। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ତାରିଖ ସୁଦ୍ଧା ଯଦି ଲିଙ୍କ ନ ହେଲା...

ନବେ ପ୍ରତିଶତ ଆଇଏଏସ ଅଫିସର କାମ କରନ୍ତି ନାହିଁ: କେଜରିୱାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠାତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଦିଲ୍ଲୀର ନବେ ଭାଗ ଆଇଏଏସ ଅଧିକାରୀ କାମ କରିବାକୁ ଇଚ୍ଛା ପ୍ରକଟ କରନ୍ତି ନାହିଁ। ସେ...