National

ପାପ ଲୁଚାଇଲେ ହନିପ୍ରୀତ

ଓଡ଼ିଶାଲାଇଭ୍ ବ୍ୟୁରୋ ହରିୟାଣା ପୋଲିସ ହାତରେ ଧରାପଡ଼ିବା ପରେ ରାମରହିମଙ୍କ ଧରମ ଝିଅ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାପ ଘୋଡ଼ାଇଛନ୍ତି। ଡେରା ସଚ୍ଚା ଆଶ୍ରମର ମୁଖ୍ୟ ରାମରହିମଙ୍କ ସହ ତାଙ୍କର କୌଣସି ଅବୈଧ...

୩୮ ଦିନର ଲୁଚକାଳି ଶେଷ: ଗିରଫ ହେଲେ ‘ହନିପ୍ରୀତ’

ଓଡ଼ିଶାଲାଇଭ୍ ବ୍ୟୁରୋ ୩୮ ଦିନର ଲୁଚକାଳି ଶେଷ ହୋଇଛି। ଶେଷରେ ହରିୟାଣା ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଗୁରୁମିତ୍ ରାମରହିମଙ୍କ ଧରମ ଝିଅ 'ହନିପ୍ରୀତ ଇନ୍‌ସାନ୍‌' ଗିରଫ ହୋଇଛନ୍ତି। ତାଙ୍କୁ ବୁଧବାର କୋର୍ଟ...

ଦୀପାବଳି ପରେ କଂଗ୍ରେସର ମଙ୍ଗ ସମ୍ଭାଳିବେ ରାହୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯୁବରାଜ ରାହୁଲଙ୍କର ରାଜ୍ୟାଭିଷେକ ହେବ। ଅର୍ଥାତ୍ ଖୁବଶୀଘ୍ର ଭାରତୀୟ ଜାତୀୟ କଂଗ୍ରେସର ଉପ-ସଭାପତି ରାହୁଲ ଗାନ୍ଧି ନୂଆ ସଭାପତି ହୋଇପାରନ୍ତି। ଦୀପାବଳି ପରେ କଂଗ୍ରେସର ନୂଆ ମୁଖିଆ ଭାବେ ରାହୁଲ ଏହି...

ବିମାନ ଭଡ଼ା ୧୫ ପ୍ରତିଶତ ବଢିବ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିମାନ ଯାତ୍ରୀମାନେ ଏବେ ପ୍ରସ୍ତୁତ ହୋଇଯାଆନ୍ତୁ। ବିମାନ ଉଡାଣ କମ୍ପାନିମାନେ ଯାତ୍ରୀ ଭଡ଼ାରେ ଅତିକମରେ ୧୦ରୁ ୧୫ ପ୍ରତିଶତ ବୃଦ୍ଧି ପାଇଁ ଚିନ୍ତା କରିଛନ୍ତି। ଗତ ଅଗଷ୍ଟ ମାସ ପରଠାରୁ ବିମାନ ଇନ୍ଧନରେ...

ଆମେରିକାରେ ଆତତାୟୀ ଆତଙ୍କ: ମ୍ୟୁଜିକ କନ୍‌ସର୍ଟ ବେଳେ ଗର୍ଜିଲା ବନ୍ଧୁକ, ଚାଲିଗଲା ୫୮ରୁ ଅଧିକ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାରେ ପୁଣି ଆତତାୟୀଙ୍କ ଆତଙ୍କ। ଆମେରିକା ଲସ୍‌ ଭେଗାସର ମାଣ୍ଡେଲା ବେ କେସିନୋରେ ମ୍ୟୁଜିକ କନସର୍ଟ ଚାଲିଥିବା ବେଳେ ଗର୍ଜିଛି ବନ୍ଧୁକ। ବନ୍ଧୁକ ମୁନରେ ୫୮ରୁ ଅଧିକ ଜୀବନ ଚାଲି ଯାଇଥିବା...

ମେଡିସିନ୍‌ରେ ମିଳିବ ୩ ଜଣ ବେଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର

ଓଡିଶାଲାଇଭ୍ ବ୍ୟୁରୋ ଘୋଷଣା ହୋଇଛି ଚଳିତବର୍ଷ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ। ମେଡିସନ୍‌ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୩ ଜଣ ବୈଜ୍ଞାନିକଙ୍କୁ ମନୋନୀତ କରାଯାଇଛି। ଏହି ୩...

ଦୁଇ ମହାନାୟକଙ୍କ ଜୟନ୍ତୀ: ଗାନ୍ଧି-ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦେଶବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଦୁଇ ମହାନାୟକଙ୍କ ଜୟନ୍ତୀ। ଜାତିର ପିତା ମହାତ୍ମାଗାନ୍ଧିଙ୍କ ୧୪୮ତମ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୨ତମ ଜୟନ୍ତୀକୁ ଦେଶବାସୀ ମନେ ପକାଉଛନ୍ତି। ଗାନ୍ଧିଜୀଙ୍କ ଅହଂସା...

ପିସିସି ସଭାପତି ପରିବର୍ତ୍ତନ: ଅଙ୍କ ଛିଡୁନି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ମତଭେଦ ରହିଥିବା ପରିଲକ୍ଷିତ ହୋଇଛି। ଦଳର ଅନ୍ୟତମ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ ସଭାପତି ପରିବର୍ତ୍ତନ ଉପରେ ପ୍ରତିକ୍ରିୟା...

ବିଗ୍ ବସରେ ଓଡ଼ିଆ: ସଗୁନ ଶତପଥି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସବ୍ୟସାଚୀ ଶତପଥି ଓରଫ ସଗୁନ ଶତପଥି ବିଗ୍ ବସ ୧୧ ରେ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ସେ ପ୍ରଥମ ଓଡ଼ିଆ ଯିଏ ଏହି ରିଅଲିଟି ସୋ’ରେ ସାମିଲ ହୋଇଛନ୍ତି। ଯଦିଓ...

ପାଞ୍ଚ ରାଜ୍ୟରେ ନୂଆ ରାଜ୍ୟପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାର ୫ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ଖବର ଅନୁସାରେ ବିହାର, ଅରୁଣାଚଳ ପ୍ରଦେଶ, ମେଘାଳୟ ଓ ତାମିଲନାଡୁ ନୂଆ ରାଜ୍ୟପାଳ ପାଇବେ। ସେହିଭଳି ଅବସରପ୍ରାପ୍ତ ଆଡ୍‌ମିରାଲ ଦେବେନ୍ଦ୍ର କୁମାର...