National

ଯୁବ ଆଇନଜୀବୀମାନେ ଆମର ପୁଞ୍ଜି – ଜଷ୍ଟିସ ଦୀପକ ମିଶ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ "ମୁଁ ଲୋକଙ୍କ ଇତିହାସକୁ ପରଖି ନଥାଏ। ଲୋକମାନଙ୍କ କାମକୁ ପରଖିଥାଏ", - ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଏହା କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର। ୧୩ ମାସ ୬ ଦିନ...

ଜଷ୍ଟିସ ଦୀପକ ମିଶ୍ର – ଓଡ଼ିଶା ହାଇକୋର୍ଟ ଆଇନଜୀବୀରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ମାସରେ ୧୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ କରି ଭାରତୀୟ ନ୍ୟାୟପାଳିକା ଇତିହାସରେ ରେକର୍ଡ ସୃଷ୍ଟି କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର। ଆଧାରର ବୈଧତା,...

ଭାରତର ପ୍ରସିଦ୍ଧ ଚକ୍ଷୁ ଡାକ୍ତର ଭେଙ୍କଟସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଗୁଗୁଲ୍-ଡୁଡୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ବିଖ୍ୟାତ ଚକ୍ଷୁ ଡାକ୍ତର ଗୋବିନ୍ଦପ୍ପା ଭେଙ୍କଟସ୍ୱାମୀଙ୍କର ୧୦୦ତମ ଜନ୍ମବାର୍ଷିକୀ ଉପଲକ୍ଷେ  ଗୁଗୁଲ୍- ଡୁଡୁଲ୍‌ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛି। ସୋମବାର ବିଖ୍ୟାତ ଚକ୍ଷୁ ଡାକ୍ତର ଗୋବିନ୍ଦପ୍ପା ଭେଙ୍କଟସ୍ୱାମୀଙ୍କର ୧୦୦ତମ ଜନ୍ମଦିବସ। ଏହି ଅବସରରେ...

ଜଷ୍ଟିସ ଦୀପକ ମିଶ୍ରଙ୍କ ଆଜି ସୁପ୍ରିମକୋର୍ଟରେ ଅନ୍ତିମ ଦିନ – ଏ ସବୁ ଥିଲା ତାଙ୍କର ଐତିହାସିକ ରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ଜଷ୍ଟିସ ଦୀପକ ମିଶ୍ରଙ୍କ ସୁପ୍ରିମକୋର୍ଟରେ ଅନ୍ତିମ ଦିନ। ସେ ଶୁଣାଇଥିବା କେତୋଟି ଐତିହାସିକ ରାୟ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ମଙ୍ଗଳବାର ଚାକିରିରୁ...

୭୩ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଜନ୍ମଦିନ। ଭାରତର ୧୪ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ୭୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା...

ବଲିଉଡର ବ୍ୟାଡମ୍ୟାନ ଶକ୍ତି କପୁରଙ୍କ କମାଲ୍

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅଶି ଦଶକରେ  କେତେକ ହିନ୍ଦୀ ସିନେମା ମୁକ୍ତିଲାଭ କରିଥିଲା, ଯେଉଁଥିରେ ଦର୍ଶକ ପ୍ରାୟତଃ ପ୍ରଖ୍ୟାତ ଚରିତ୍ର ଅଭିନେତା କାଦର ଖାନଙ୍କ ସହିତ ଶକ୍ତି କପୁରଙ୍କୁ ଦେଖିବାକୁ ପାଉଥିଲେ। ଏ ଦୁହେଁ...

ଇଣ୍ଡୋନେସିଆରେ ଭୂକମ୍ପ ପରେ ଆସିଲା ସୁନାମି, ମୃତ୍ୟୁ ସଂଖ୍ୟା ୩୮୪ ଟପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ଇଣ୍ଡୋନେସିଆରେ ସୁନାମି ହେବା ଫଳରେ ମୃତ୍ୟୁ ସଂଖ୍ୟା ୩୮୪କୁ ବୃଦ୍ଧି ପାଇଛି। ଉତ୍ତର ଇଣ୍ଡୋନେସିଆରେ ଶୁକ୍ରବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ପ୍ରଭାବରେ ସୁନାମି ଆସିବାରୁ ସମଗ୍ର ପାଲୁ ସହରରେ ଜଳର...

ପେଟ୍ରୋଲ, ଡିଜେଲ୍ ପରେ ବଢ଼ିବ ସିଲିଣ୍ଡର ଦର, ଅକ୍ଟୋବର ୧ ରୁ ଲାଗୁ ହେବ ଦର

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍ ପରେ ଏବେ ସିଲିଣ୍ଡରର ଦରକୁ ବଢ଼ାଇଛନ୍ତି। ଅକ୍ଟୋବର ୧ ରୁ ଲାଗୁ ହେବ ଏହି ଦର। କିଛିଦିନ ପୂର୍ବେ କେନ୍ଦ୍ର ସରକାର ତୈଳ ଦରକୁ ବୃଦ୍ଧି କରିଥିଲେ। ଯାହାଫଳରେ...

ନାଲ୍‌କୋ ମହିଳା ସମିତି ପକ୍ଷରୁ ଆଶ୍ରାର ଅନ୍ତେବାସୀମାନଙ୍କୁ ସହାୟତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱଚ୍ଛତା ପକ୍ଷ ଅବସରରେ ନାଲ୍‌କୋ ଏବଂ ନାଲ୍‌କୋ ମହିଳା ସମିତି ଆନୁକୂଲ୍ୟରେ ମିଶନ ଆଶ୍ରାର ଅନ୍ତେବାସୀମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ନାଲ୍‌କୋ ମହିଳା ସମିତିର ଅଧ୍ୟକ୍ଷା ପ୍ରୀତି ରାୟଙ୍କ ନେତୃତ୍ୱରେ ସମିତିର...

କେରଳ ସାବରିମାଲା ମନ୍ଦିରରେ ପ୍ରବେଶ କରିପାରିବେ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ କେରଳ ସାବରିମାଲା ମନ୍ଦିର ଉପରେ ଐତିହାସିକ ରାୟ ଦେଇଛନ୍ତି। କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିରରେ ପ୍ରବେଶ କରିପାରିବେ ମହିଳା ଶ୍ରଦ୍ଧାଳୁ। ଏହି ଐତିହାସିକ ରାୟ ଆଜି ଦେଇଛନ୍ତି...