National

ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଲା ୟୁଜିସି – ୨୯ ସେପ୍ଟେମ୍ବରରେ ପାଳନ ହେବ ‘ସର୍ଜିକାଲ ଷ୍ଟ୍ରାଇକ ଦିବସ’

ଓଡ଼ିଶାଲାଇଭ୍ ବ୍ୟୁରୋ ୨୯ ସେପ୍ଟେମ୍ବରକୁ ‘ସର୍ଜିକାଲ ଷ୍ଟ୍ରାଇକ ଦିବସ’  ରୂପେ ପାଳନ କରିବାପାଇଁ ୟୁଜିସି ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଲା। ୟୁଜିସି ଦେଶର ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା ପ୍ରଦାନ କରୁଥିବା ପ୍ରତିଷ୍ଠାନକୁ ଆଗାମୀ ୨୯ ସେପ୍ଟେମ୍ବରକୁ...

ଦିଲ୍ଲୀରେ ଖେଳିଛି ଡିଫ୍‌ଥେରିଆ ଆତଙ୍କ, ୧୧ ଶିଶୁ ମୃତ୍ୟୁ 

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଦିଲ୍ଲୀରେ ଡିଫ୍‌ଥେରିଆ ରୋଗରେ ୨ ସପ୍ତାହ ମଧ୍ୟରେ ପାଖାପାଖି ୧୧ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଦିଲ୍ଲୀରେ ଏବେ ଡିଫ୍‌ଥେରିଆର ଆତଙ୍କ ଖେଳିଛି। ନଗର ନିଗମରେ ଥିବା ମହର୍ଷି ବାଲ୍ମିକୀ...

କେମିତି ଗିରଫ ହେଲେ ବିବାଦୀୟ ସାମ୍ବାଦିକ ଅଭିଜିତ ଆୟାର?

ଓଡ଼ିଶାଲାଇଭ୍‌ ପ୍ରମୁଖ ପ୍ରତିନିଧି ଦିଲ୍ଲୀରେ ପହଞ୍ଚି ଅଭିଜିତଙ୍କୁ ବାନ୍ଧିଲା ଓଡ଼ିଶା ପୋଲିସ। ଟେର୍ ପାଇଲାନି ମିଡିଆ। ଅଭିଜିତଙ୍କ ପରେ କିଏ? କୋଣାର୍କ ମନ୍ଦିରର କାରୁକଳା ସମ୍ପର୍କରେ ବିବାଦୀୟ ଭିଡିଓ ପୋଷ୍ଟ କରି ଫସିଛନ୍ତି ସାମ୍ବାଦିକ ଅଭିଜିତ...

ଅଭିଜିତ ଆୟାରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ। ନୂଆଦିଲ୍ଲୀର ସାକେତ କୋର୍ଟ ଏହି ଜାମିନ ଦେଇଛନ୍ତି। ଆସନ୍ତା...

ଗିରଫ ହେଲେ ଅଭିଜିତ ଆୟାର – ଦିଲ୍ଲୀ ସାକେତ କୋର୍ଟରେ ହାଜର

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିଜିତ ଆୟାର ଗତକାଲି ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ବିଧାୟକଙ୍କ ବିରୋଧରେ ନିନ୍ଦନୀୟ ମନ୍ତବ୍ୟ ଦେଉଥିବାର ଏକ ଭିଡ଼ିଓ ପୋଷ୍ଟ କରି ଆଜି ଗିରଫ ହୋଇଛନ୍ତି। ଅଭିଜିତ ଆୟାର ଗତକାଲି ଓଡ଼ିଶାର ଐତିହ୍ୟ,...

ବିମାନରେ ଅମ୍ଳଜାନ ଅଭାବ –  ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଲେ ୧୬୬ ଯାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜେଟ୍ ଏୟାରୱେଜ୍ ବିମାନରେ ଅମ୍ଳଜାନ ଅଭାବରୁ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଲେ ଯାତ୍ରୀ। ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଲେ ୧୬୬ ଯାତ୍ରୀ। ଜେଟ୍ ବିମାନରେ ଯାତ୍ରା କରୁଥିବା ବେଳେ ଆଜି ଏକ...

ତିନି ତଲାକ ବିଲ୍: ଜାଣନ୍ତୁ ଏଥିରେ କ’ଣ ରହିଛି?

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାର ବୁଧବାର ଦିନ ଟ୍ରିପଲ ତଲାକକୁ ଏକ ଦଣ୍ଡନୀୟ ଅପରାଧ ସମ୍ପର୍କିତ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ସଂସଦରେ ଲଟକି ପଡ଼ିଥିବା ଏହି ବିଲ୍(ତଲାକ ଏ ବିଦ୍ଦତ)ଏବେ ଆଇନରେ ପରିଣତ ହେବାକୁ...

ତିନି ତଲାକ ଅଧ୍ୟାଦେଶକୁ ମିଳିଲା ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ତିନି ତଲାକ ଅଧ୍ୟାଦେଶକୁ ମଞ୍ଜୁରୀ ଦେଲା କେନ୍ଦ୍ର  କ୍ୟାବିନେଟ। ମୁସଲମାନ ସମ୍ପଦ୍ରାୟର ମହିଳାଙ୍କ ପାଇଁ ଆଜି ହେଉଛି ଏକ ଐତିହାସିକ ଦିନ। ସେମାନଙ୍କର ଅଧିକାର ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି...

କୋଲକାତାରେ ହେବ ଭାରତର ପ୍ରଥମ ଆନ୍ତର୍ଜାତିକ ଚେସ୍ ଟୁର୍ଣ୍ଣାମେଣ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଟାଟା ଷ୍ଟିଲ ପକ୍ଷରୁ କୋଲକାତାଠାରେ ଆୟୋଜିତ ହେବାକୁଯାଉଛି ଦେଶର ପ୍ରଥମ ଆନ୍ତର୍ଜାତିକ ଚେସ୍ ଟୁର୍ଣ୍ଣାମେଣ୍ଟ। ଟାଟା ଷ୍ଟିଲ ପକ୍ଷରୁ ଦେଶର ପ୍ରଥମ ଆନ୍ତର୍ଜାତିକ ଚେସ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ନଭେମ୍ବର ମାସରେ କୋଲକାତାଠାରେ ଅନୁଷ୍ଠିତ...

ପାକିସ୍ତାନ ଦେବାଳିଆ – କାର ବିକିଲେ ଇମ୍ରାନ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଋଣ ଭାରକୁ କମାଇବା ଲାଗି ପାକିସ୍ତାନ ସରକାର ତା’ର ୭୦ଟି ଲଗ୍‌ଜୁରିଅସ କାର ବିକ୍ରି କରିଛି। ଋଣ ଭାରରେ ଦେବାଳିଆ ହୋଇ ପଡ଼ିଥିବା ପାକିସ୍ତାନର ସ୍ଥିତିକୁ ସୁଧାରିବା ପାଇଁ ଇମ୍ରାନ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ଏହି...