ମହାନଦୀ ଅଡ଼ୁଆ: ଓଡ଼ିଶାକୁ ନାଲିଆଖି ଦେଖାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀକୁ ନେଇ ଓଡ଼ିଶା ସରକାରଙ୍କୁ ନାଲିଆଖି ଦେଖାଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ।
ରମଣଙ୍କ ମହାନଦୀ ଚାଲେଞ୍ଜ
ରମଣ କହିଲେ ମହାନଦୀ ପାଣି ଆମର
ପାଣି ବ୍ୟବହାରରୁ ଆମକୁ କେହି ବଞ୍ଚିତ...
ଆରଏସଏସ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଣବ ମୁଖାର୍ଜି: ଚିନ୍ତାରେ କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରଏସଏସର ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଯାଉଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି।
ନାଗପୁରରେ ଅନୁଷ୍ଠିତ ଆରଏସଏସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ...
ଆଜିର ବଡ଼ ଖବର(ମେ ୨୯, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
ଧର୍ମେନ୍ଦ୍ରଙ୍କ ବିରୋଧରେ ଫେରାଦ ହେଲେ ଆଇଏଏସ୍ ଅଫିସର
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି ଆଇଏଏସ୍ ଅଫିସର। ଜଣେ ଆଇଏଏସ୍ ଅଫିସରଙ୍କ ବିରୋଧରେ ଧର୍ମେନ୍ଦ୍ର ନକରାତ୍ମକ ମନ୍ତବ୍ୟ ଦେଇଥିବାରୁ...
ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ: ପାସ ହାର ୮୬.୭ପ୍ରତିଶତ, ବାଜି ମାରିଲେ ଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏନେଇ ମାନବ ସମ୍ବଳ ମନ୍ତ୍ରାଳୟର ସଚିବ ଅନିଲ ସ୍ଵରୁପ ଟୁଇଟ୍ କରି ସୂଚନା ଦେଇଛନ୍ତି।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ଵାରା ପରିଚାଳିତ ଦଶମ...
ନିର୍ଦ୍ଧାରିତ ସମୟର ୩ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମି: ଏଥର ହେବ ସ୍ଵାଭାବିକ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଆସି କେରଳରେ ପହଞ୍ଚିଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଲା ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ...
ତାମିଲନାଡ଼ୁରେ ଥମୁନି ଉତ୍ତେଜନା: ବେଦାନ୍ତ ଷ୍ଟେରଲାଇଟ ପ୍ଲାଣ୍ଟରେ ପଡ଼ିଲା ତାଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଦାନ୍ତ ଷ୍ଟେରଲାଇଟ ପ୍ଲାଣ୍ଟରେ ପଡ଼ିଲା ତାଲା। ତାମିଲନାଡ଼ୁ ସରକାର ଦେଇଛନ୍ତି ଏହି ନିର୍ଦ୍ଦେଶ।
ବେଦାନ୍ତ ଷ୍ଟେରଲାଇଟ ପ୍ଲାଣ୍ଟ ବନ୍ଦ ଦାବିରେ ଅଶାନ୍ତ ହୋଇଯାଇଛି ତାମିଲନାଡ଼ୁର ତୁତିକୋରିନ୍। ଗତ ୩ ମାସ ହେଲା ଆନ୍ଦୋଳନ...
ଜେଲରେ ଡ୍ରେସ୍ ଡିଜାଇନିଂ ଶିଖୁଛନ୍ତି ହନିପ୍ରୀତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅମ୍ବାଲା ଜେଲରେ ଡ୍ରେସ ଡିଜାଇନିଂ, ବ୍ଲକ୍ ପ୍ରିଣ୍ଟିଂ ଓ ବିଉଟି ଟିପ୍ସ କୋର୍ସ କରିବା ପାଇଁ ଗୁରମିତ ରାମରହିମଙ୍କ ପାଳିତ କନ୍ୟା ହନିପ୍ରୀତ ଇନସାନ ନାମ ଲେଖାଇଛନ୍ତି।
ଡେରା ସଚ୍ଚା ସୌଦାର ମୁଖ୍ୟ ତଥା ବିବାଦୀୟ...
କଟକର ଚା’ ବିକାଳି ଡି ପ୍ରକାଶ ରାଓ: ମନ କି ବାତରେ ମୋଦି କଲେ ପ୍ରଶଂସା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ଚା' ବିକାଳି ଡି ପ୍ରକାଶ ରାଓଙ୍କ କଥା ମନ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
କେନ୍ଦ୍ରର ଏନଡିଏ ସରକାରଙ୍କୁ ପୂରିଛି ଚାରି ବର୍ଷ। ଦେଶବାସୀଙ୍କୁ ରବିବାର ଦିନ...
ଦିଲ୍ଲୀ-ମୀରଟ ଏକ୍ସପ୍ରେସ ୱେ ଉଦଘାଟନ କଲେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ-ମୀରଟ ଏକ୍ସପ୍ରେସ ୱେର ଫେଜ୍-୧କୁ ଲେକାର୍ପିତ କରିଛନ୍ତି। ଏହି ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ୧୧ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଏକ୍ସପ୍ରେସ...
ଏବେ କମିବନି ପେଟ୍ରୋଲ-ଡିଜେଲ ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଦର ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ପେଟ୍ରୋଲ-ଡିଜେଲକୁ ଜିଏସ୍ଟି ପରିସରଭୁକ୍ତ କରିବା ପାଇଁ କୁହାଯାଉଛି।...





















