National

ବିଶ୍ୱକପ୍ ୨୦୧୯: ଜୁନ୍‌ ୧୬ରେ ପାକିସ୍ତାନକୁ ଭେଟିବ ଟିମ୍‌ ଇଣ୍ଡିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ କ୍ରିକେଟ୍ ବିଶ୍ୱକପ୍‌ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି। ଇଂଲଣ୍ଡରେ ହେବାକୁ ଯାଉଥିବା ଏହି ବିଶ୍ୱକପ୍‌ରେ ଭାରତ କେବେ କେଉଁ ଟିମ୍‌ ସହ ମ୍ୟାଚ ଖେଳିବ ଜାଣନ୍ତୁ। ୨୦୧୯ ମେ...

ଆଜିର ବଡ଼ ଖବର (୨୪ ଏପ୍ରିଲ ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର 'ଆଜିର ବଡ଼ ଖବର'। ବିଶ୍ୱକପ୍ ୨୦୧୯: ଜୁନ୍‌ ୧୬ରେ ପାକିସ୍ତାନକୁ ଭେଟିବ ଟିମ୍‌ ଇଣ୍ଡିଆ ୨୦୧୯ ମେ' ୩୦ରୁ...

ଜଷ୍ଟିସ୍ ଦୀପକ ମିଶ୍ର କିଏ? ପଢ଼ନ୍ତୁ ଏହି ରିପୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚର୍ଚ୍ଚାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର। ଭାରତୀୟ ନ୍ୟାୟପାଳିକା ଇତିହାସରେ ପ୍ରଥମ ଥର ପାଇଁ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିବାରୁ ସାରା ଦେଶ ହୁଲସ୍ତୁଲ୍ ହେଉଛି।...

ପ୍ରଧାନ ବିଚାରପତିଙ୍କୁ ନେଇ ବିବାଦ: ଲାଭ କମ୍ କ୍ଷତି ଅଧିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୭ଟି ବିରୋଧୀ ଦଳ ପକ୍ଷରୁ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଦ୍ଵାରା ଖାରଜ ହେବ ଏହା ଆଗରୁ ପ୍ରାୟତଃ ଜଣାଥିଲା।...

ମହାଭିଯୋଗ ପ୍ରସ୍ତାବ ଖାରଜ: ରାଜ୍ୟସଭା ଅଧ୍ୟକ୍ଷଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବ କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିବା ପରେ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ। ଏହି ନିଷ୍ପତ୍ତି ବିରୋଧରେ ଦଳ ସୁପ୍ରିମକୋର୍ଟ ଯିବ ବୋଲି କଂଗ୍ରେସ ନେତା କପିଲ...

୧୦ବର୍ଷ ହେଲା ପୁରୁଷ ବେଶରେ ରହୁଛନ୍ତି ଏହି ଯୁବତୀ: କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଓଡ଼ିଶାଲାଇଭ୍‌ ବ୍ୟୁରୋ     ପୁରୁଷ ବେଶରେ ଯୁବତୀ। ୧୦ବର୍ଷ ଜଣେ ଯୁବତୀ ନିଜକୁ ପୁରୁଷ ବେଶରେ ସଜାଇ ରଖିଛନ୍ତି ଏହା ପଛରେ ରହିଛି ଏକ ବିରାଟ କାରଣ। ସିତାରା ବଫାଦାର ନାମକ ଜଣେ ଆଫଗାନିସ୍ତାନ ଝିଅଙ୍କୁ ତାଙ୍କ...

ମହାଭିଯୋଗ ପ୍ରସ୍ତାବ ଖାରଜ: ବିରୋଧୀଙ୍କ ୫ ଅଭିଯୋଗର ଉତ୍ତର ରଖିଲେ ଉପ-ରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଖାରଜ ହୋଇଛି। ପ୍ରଧାନ ବିଚାରପତିଙ୍କ ବିରୋଧରେ ବିରୋଧୀ ଆଣିଥିବା ୫ଟି ଅଭିଯୋଗର ଉତ୍ତର ରଖିଛନ୍ତି ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି...

ମଦ ନଦେବାରୁ କଂଗ୍ରେସ ନେତାଙ୍କ ପୁଅ ଜେସିକାଙ୍କୁ ମାରିଥିଲେ ଗୁଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁଚର୍ଚ୍ଚିତ ଜେସିକା ଲାଲ ହତ୍ୟାକାଣ୍ଡ ଘଟଣାରେ ଆସିଛି ନୂଆ ମୋଡ଼। ଜେଲରେ ସଜା କାଟୁଥିବା ହତ୍ୟାକାରୀ ମନୁଶର୍ମାଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ପତ୍ର ଲେଖିଛନ୍ତି ଜେସିକାଙ୍କ ଭଉଣୀ ସବରୀନା ଲାଲ୍। ମଡେଲ...

ଆଜିର ବଡ଼ ଖବର(୨୩ ଏପ୍ରିଲ୍, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତିଦିନ ଦେଶ ଓ ବିଦେଶର ଖବରକୁ ଏକାସାଙ୍ଗରେ ପଢ଼ିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ ଆଜିର ବଡ଼ ଖବର। ଉଷସୀଙ୍କୁ ଅସଦାଚରଣ: ଅଭିଯୁକ୍ତକୁ ଧରିବା ପାଇଁ ଗଠନ ହେଲା ୩ ଜଣିଆ ଟିମ୍ ଉଷସୀ ମିଶ୍ରଙ୍କୁ...

ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ: ଅଧ୍ୟାଦେଶ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ। କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି ଉପରେ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାରିଛନ୍ତି ମୋହର। ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ଦେବା ଅଧ୍ୟାଦେଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ମୋହର...