National

ନଭେମ୍ବରରେ ସାଧାରଣ ନିର୍ବାଚନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବଡ଼ ସ୍ୱପ୍ନ। ଘଡ଼ିକେ ଘୋଡ଼ା ଛୁଟିବା ଭଳି ଏବେ ରାଜନୀତିର ଅବସ୍ଥା। ସାଧାରଣ ନିର୍ବାଚନ ଆହୁରି ବର୍ଷେ...

ଉନ୍ନାଓ ଦୁଷ୍କର୍ମ ମାମଲା: ୭ ଦିନିଆ ରିମାଣ୍ଡରେ ଗଲେ ଅଭିଯୁକ୍ତ ବିଜେପି ବିଧାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ବିଧାୟକଙ୍କୁ କୋର୍ଟରେ ହାଜର କଲା ସିବିଆଇ ପୀଡ଼ିତା-ବିଧାୟକଙ୍କ ଡାକ୍ତରୀ ମାଇନା ମେଡିକାଲରେ ମୁଣ୍ଡ ବୁଲାଇ ତଳେ ପଡ଼ିଗଲେ ବିଧାୟକଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ସିବିଆଇ ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ...

କଠୁଆ ଗଣଦୁଷ୍କର୍ମ: ମୁହଁ ବନ୍ଦ ପାଇଁ ପୀଡ଼ିତାଙ୍କୁ ଦିଆଯାଇଥିଲା ନିଶା ବଟିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ କାଶ୍ମୀରର କଠୁଆ ଗଣଦୁଷ୍କର୍ମ ମାମଲାର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ନିଶା ବଟିକା ଦେଇ ଦୁଷ୍କର୍ମ କରିଥିବା ପୋଲିସ କହିଛି। ମୁହଁ ବନ୍ଦ ରଖିବା ପାଇଁ ଦିନକୁ...

ଦେଶରେ ବହୁଛି ବିଜେପି ବିରୋଧୀ ହାୱା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ଉତ୍ତରପ୍ରଦେଶର ଉନ୍ନାଓ ଏବଂ କାଶ୍ମୀରର କଠୁଆରେ ଘଟିଥିବା ଦୁଇ ଦୁଇଟି ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଏବେ...

ଆଦିବାସୀ ମହିଳାଙ୍କୁ ଚପଲ ପିନ୍ଧାଇ ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୁଭାରମ୍ଭ ହୋଇଛି ‘ଆୟୁଷ୍ମାନ ଭାରତ’ଯୋଜନା। ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ‘ଆୟୁଷ୍ମାନ ଭାରତ’ଯୋଜନାର ଶୁଭାରମ୍ଭ କରିଛନ୍ତି। ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଆଜିର ବଡ଼ ଖବର (୧୪ ଏପ୍ରିଲ, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪୦ ସେକେଣ୍ଡରେ ୧୫ଥର ଫାୟାରିଂ କଲେ ଧୋନି ମହେନ୍ଦ୍ର ସିଂହ ଧୋନିଙ୍କ ଜଲୱା କ୍ରିକେଟ ପଡ଼ିଆରେ ଯେମିତି ଦର୍ଶକଙ୍କୁ ଆକୃଷ୍ଟ କରେ। ପଡ଼ିଆ ବାହାରେ ମଧ୍ୟ ଅଜବ ଅନ୍ଦାଜ ଯୋଗୁଁ ମାହି ସବୁବେଳେ...

ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ: ବନ୍ଧା ହେଲେ ବିଧାୟକ କୁଲଦୀପ ସିଂ ସେଙ୍ଗର୍

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶ ସରକାରଙ୍କୁ ଲାଗିଛି ବଡ଼ ଝଟକା। ଦୁଷ୍କର୍ମ ମାମଲାରେ ବିଧାୟକ କୁଲଦୀପ ସିଂ ସେଙ୍ଗର୍‌ଙ୍କୁ ୧୫ ଘଣ୍ଟା ସିବିଆଇ ଜେରା କରିବା ପରେ ଗିରଫ କରିଛି। ଏହାକୁ ନେଇ ତେଜିଛି ରାଜନୀତି। ଶେଷରେ...

ଦୁଷ୍କର୍ମ ଘଟଣାରେ ମୁହଁ ଖୋଲିଲେ ମୋଦି: କହିଲେ, “ନାରୀଙ୍କୁ ନ୍ୟାୟ ଦେବା ଆମ କର୍ତ୍ତବ୍ୟ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇଟି ଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶ ହୁଲ୍‌ସ୍ତୁଲ୍ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିଛନ୍ତି। ଏଭଳି ଘଟଣାରେ ଅପରାଧୀ ବର୍ତ୍ତି ପାରିବେ ନାହିଁ କହିଛନ୍ତି। କାଶ୍ମୀରର କଠୁଆ ଏବଂ...

ଫେସମାସରୁ ଫେସବୁକ୍: ଜାଣନ୍ତୁ ମାର୍କ ଜୁକରବର୍ଗ କେମିତି ଚଢ଼ିଲେ ସଫଳତାର ପାହାଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ଵର ସର୍ବାଧିକ ଲୋକପ୍ରିୟ ସୋସିଆଲ ସାଇଟ ଫେସବୁକକୁ ନେଇ ଏବେ ସବୁଠି ଚର୍ଚ୍ଚା। ଡାଟା ଲିକ୍ ଘଟଣାରେ ଛନ୍ଦି ହୋଇପଡ଼ିଛି ଫେସବୁକ୍‌। ଏଥିପାଇଁ ଫେସବୁକ୍‌ ସିଇଓ ମାର୍କ ଜୁକରବର୍ଗଙ୍କୁ କାଠଗଡାରେ ଛିଡ଼ା...

ଓଡ଼ିଶା ସରକାରଙ୍କ ହକି ପ୍ରୋତ୍ସାହନକୁ ପ୍ରଶଂସା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିଖିଳ ଭାରତ କ୍ରୀଡ଼ା ପରିଷଦ (ଏଆଇସିଏସ) ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ହକି ଖେଳକୁ ପ୍ରୋତ୍ସାହନ ଦେବା ବ୍ୟତୀତ ଆନ୍ତର୍ଜାତିକ ସ୍ତରର ଖେଳ ଭୁବନେଶ୍ୱରରେ ଅନୁଷ୍ଠିତ...