National

ଆଜିର ବଡ଼ ଖବର (୨୬ ମାର୍ଚ୍ଚ ୨୦୧୮)

ଓଡ଼ିଶାଲାଇଭ୍ ବ୍ୟୁରୋ -ଶ୍ରୀଜିଉଙ୍କ ରତ୍ନଭଣ୍ଡାରର ବାହାର କାନ୍ଥ ଯାଞ୍ଚ କରୁଛନ୍ତି ଏଏସ୍‌ଆଇ ଏବଂ ୫ ଜଣିଆ ବିଶେଷଜ୍ଞ ଦଳ। ନାଭିକଟା ମଣ୍ଡପ ପଟୁ ଯାଞ୍ଚ ଆରମ୍ଭ ହୋଇଛି। ରତ୍ନଭଣ୍ଡାର ଭିତରପଟୁ ଯାଞ୍ଚ ହେବ କି...

ଆନ୍ଧ୍ର ‘ବାବୁ’ଙ୍କୁ ଅମିତ ଶାହା ଲେଖିଲେ ଚିଠି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଚିଠି ଲେଖିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା। ଟିଡିପି ଏନଡିଏ ମେଣ୍ଟରୁ ଓହରିବାର ୮ ଦିନ ପରେ ଅମିତ...

‘ଟେକ୍ ନ୍ୟାଭ’ ୱେବସାଇଟର ଦାବି: ଫେସବୁକରେ ‘ବିଏଫ୍ଏଫ୍’ ଲେଖିବା ଗୁଜବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେସବୁକ୍ କମେଣ୍ଟ ବକ୍ସରେ 'ବିଏଫ୍ଏଫ୍' ଲେଖିବାକୁ ଗୁଜବ କହିଛି 'ଟେକ୍ ନ୍ୟାଭ' ୱେବସାଇଟ୍। ଯେଉଁମାନେ ଏହି ମେସେଜକୁ କମେଣ୍ଟ ବକ୍ସରେ ଟାଇପ୍‌ କରୁଛନ୍ତି ସେମାନେ ଏଥିରୁ ଦୂରେଇ ରହିବାକୁ ଏହି ସଂସ୍ଥା...

ଚାରା ଘୋଟାଲାରେ ପୁଣି ଲାଲୁଙ୍କୁ ଦଣ୍ଡାଦେଶ : ୧୪ବର୍ଷ ଜେଲ ସାଙ୍ଗକୁ ୬୦ଲକ୍ଷ ଜରିମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜେଲ୍‌ରେ ଥାଇ ବି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ମୁଣ୍ଡବିନ୍ଧା କମିନି। ଚାରା ଘୋଟାଲାର ଚତୁର୍ଥ କେସରେ ଦୋଷୀ ସାବ୍ୟସ୍ତ ହୋଇ  ଲାଲୁଙ୍କୁ ୧୪ ବର୍ଷ ଜେଲ ସାଙ୍ଗକୁ ୬୦ଲକ୍ଷ ଟଙ୍କାର ଜରିମନା...

ରାଜ୍ୟସଭା ନିର୍ବାଚନ: ୧୧ ଆସନରେ ବିଜେପି ମାରିଲା ବାଜି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ଆସନ ପାଇଁ ୭ଟି ରାଜ୍ୟରେ ଶୁକ୍ରବାର ହୋଇଥିଲା ଭୋଟ। ମୋଟ ୨୬ଟି ଆସନ ପାଇଁ ହୋଇଥିଲା ମତଦାନ। ହେଲେ ବିଜେପି ଏହି ନିର୍ବାଚନରେ ଅଧିକ ସଂଖ୍ୟକ ଆସନ ପାଇଛି। ୨୬ଟି ଆସନରୁ...

ଜୟଲଳିତାଙ୍କ ଚିକିତ୍ସା ବେଳେ ଆପୋଲୋ ହସ୍ପିଟାଲ ସିସିଟିଭି ବନ୍ଦ କରିଥିଲା କାହିଁକି?

ନୀଳାମ୍ବର ରଥ ସର୍ବସାଧାରଣ ସ୍ଥାନରେ ସିସିଟିଭି ବନ୍ଦ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଦୃଢ଼ ଦଣ୍ଡବିଧାନ କରାଯିବା ଆବଶ୍ୟକ। ବ୍ୟକ୍ତି ଓ ଗୋଷ୍ଠୀ ନିରାପତ୍ତା ପାଇଁ ବ୍ୟବହାର ହେଉଥିବା ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ...

ଆନା ହଜାରେଙ୍କ ଅନଶନ ଆରମ୍ଭ: ଆସନ୍ତୁ ଜାଣିବା କ’ଣ ରହିଛି ଆନାଙ୍କ ଦାବି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ଦିଲ୍ଲୀର ଦିଲ୍ଲୀ ରାମ ଲୀଳା ମଇଦାନରେ ଚାଷୀଙ୍କ ହକ୍ ଓ ଭ୍ରଷ୍ଟାଚାର ବିରୋଧରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି। ରାଜଘାଟରେ ମହାତ୍ମା ଗାନ୍ଧି ଶ୍ରଦ୍ଧାଜ୍ଞଳି ଅର୍ପଣ କରିବା ପରେ...

ଫେସବୁକରୁ ଡାଟା ଚୋରି ପାଇଁ ନିଜକୁ ଦାୟୀ କଲେ ମାର୍କ ଜୁକରବର୍ଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡାଟା ଚୋରିକୁ ନେଇ ଝଡ଼ ବହିବା ପରେ ନିଜକୁ ଦାୟୀ କରିଛନ୍ତି ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ। ଫେସ୍‌ବୁକ୍‌ ପ୍ଲାଟଫର୍ମରେ ଯାହା ବି ଘଟୁଛି ସେଥିପାଇଁ ମୁଁ ଦାୟୀ ବୋଲି କହିଛନ୍ତି...

ସହିଦ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସହିଦ୍‌ ପିଲାମାନଙ୍କ ପାଇଁ ଖୁସି ଖବର। ଏଣିକି ସେମାନଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର। ଏନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ସହିଦ୍ ପିଲାମାନଙ୍କ ସମସ୍ତ ପାଠପଢ଼ା...

ସାବଧାନ! ଖରାଦିନେ ଥଣ୍ଡା ପାଣି ପିଉଛନ୍ତି କି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖରାଦିନେ ଅତିରିକ୍ତ ଗରମ ଲାଗିଲେ କିମ୍ବା ବାହାରୁ ଘରକୁ ଫେରିଲେ ଥଣ୍ଡା ପାଣି ପିଇବାର ଅଭ୍ୟାସ ଅଛି କି? ଯଦି ଅଛି ତାହାଲେ ଏଥିରୁ ଦୂରେଇ ରହୁନ୍ତୁ। କାରଣ ଥଣ୍ଡା ପାଣି...