ରେଳବାଇରେ ୫୬୯୬ଟି ଆସିଷ୍ଟାଣ୍ଟ ଲୋକୋ ପାଇଲଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଫେବ୍ରୁଆରି ୧୯ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇ ପକ୍ଷରୁ ଅନେକ ଆସିଷ୍ଟାଣ୍ଟ ଲୋକୋ ପାଇଲଟ (ଏଏଲପି) ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ରେଳବାଇର ବିଭିନ୍ନ ଜୋନରେ ଆରଆରବି ଅଧୀନରେ ୫,୬୯୬ଟି ଏଏଲପି ପଦବୀ ପୂରଣ ହେବ।...
ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ୫୦୦ତମ ଟେଷ୍ଟ ୱିକେଟ ହାସଲ କଲେ ରବିଚନ୍ଦ୍ରନ ଅଶ୍ଵିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ରାଜକୋଟରେ ଖେଳାଯାଉଛି। ଶୁକ୍ରବାର ଏହି ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୪୫ ରନ କରି ଏକ ମଜବୁତ ସ୍ଥିତିରେ ରହିଛି। ଏହାର...
ଜାତୀୟ ମିନି ଗଲ୍ଫ ଚାମ୍ପିୟନସିପ: ଓଡ଼ିଶା ଦଳରେ ସୋଆ ବିଶ୍ଵବିଦ୍ୟାଳୟର ୬ ଜଣ ଛାତ୍ରଛାତ୍ରୀ ଓ ଜଣେ ଅଧ୍ୟାପକ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର (ସୋଆ) ୬ ଜଣ ଛାତ୍ରଛାତ୍ରୀ ଏବଂ ଜଣେ ଅଧ୍ୟାପକ ଓଡ଼ିଶା ମିନି ଗଲ୍ଫ ଦଳରେ ମନୋନୀତ ହୋଇଛନ୍ତି। ମାର୍ଚ୍ଚ ମାସ ୩ରୁ ୬ ତାରିଖ ପର୍ଯ୍ୟନ୍ତ...
ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ରୋହିତ ଓ ଜାଡେଜାଙ୍କ ଶତକ, ପ୍ରଥମ ଦିନ ଟିମ୍ ଇଣ୍ଡିଆର ସ୍କୋର ୩୨୬/୫
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଗୁରୁବାରଠାରୁ ଆରମ୍ଭ ହୋଇଛି। ରାଜକୋଟରେ ଖେଳାଯାଉଥିବା ଏହି ଟେଷ୍ଟରେ ଦମଦାର ବ୍ୟାଟିଂ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ଦିନ ଖେଳ...
ନିର୍ବାଚନୀ ବଣ୍ଡ ବ୍ୟବସ୍ଥାକୁ ରଦ୍ଦ କଲେ ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନୀ ବଣ୍ଡ ବା ଇଲେକ୍ଟୋରାଲ୍ ବଣ୍ଡକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଭାରତରେ ପ୍ରଚଳିତ ଏହି ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ଘୋଷଣା କରି ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ।...
ଭାରତ ବ୍ରାଣ୍ଡ ଚାଉଳ: କ’ଣ ରହିଛି ଏହାର ସ୍ଵତନ୍ତ୍ରତା?
ଭାସ୍କର ପରିଚ୍ଛା
ଭାରତରେ ଏବେ ଦେଖା ଦେଇଥିବା ଖାଦ୍ୟ ମୂଲ୍ୟସ୍ଫୀତିର ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଏଥିଲାଗି ବଜାରରେ ‘ଭାରତ’ ବ୍ରାଣ୍ଡର ଅଟା, ଡାଲି, ଟମାଟୋ, ଚିନି ଓ ଖାଇବା ତେଲ...
ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ ହୋଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା। ସିବିଏସଇ ଅଧୀନରେ ଥିବା ସବୁ ସ୍କୁଲର ପ୍ରାୟ ୩୯ ଲକ୍ଷ ଛାତ୍ରଛାତ୍ରୀ ଏହି...
ପ୍ରଥମ ଥର ପାଇଁ ରାଜ୍ୟସଭା ନିର୍ବାଚନ ଲଢ଼ିବେ ସୋନିଆ ଗାନ୍ଧୀ, ରାଜସ୍ଥାନରୁ କଲେ ପ୍ରାର୍ଥିପତ୍ର ଦାଖଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ନିର୍ବାଚନ ପାଇଁ ବୁଧବାର ରାଜସ୍ଥାନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ଥାନରେ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ସାଂସଦ...
ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୫ ବର୍ଷ, ସହିଦ ଯବାନଙ୍କୁ ମନେ ପକାଉଛନ୍ତି ଦେଶବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ। ସାରା ଦେଶ ‘ଭାଲେଣ୍ଟାଇନ୍ସ ଡେ’ ପାଳନରେ ମସଗୁଲ୍ ଥିବାବେଳେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଆସିଥିଲା ଏକ ହୃଦୟ ବିଦାରକ ଖବର। ଏଠାରେ...
କୃଷକମାନଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ, ଚାଷୀଙ୍କୁ ରୋକିବା ପାଇଁ ରାସ୍ତା ବନ୍ଦ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ଦାବି ନେଇ ଦେଶର ଏକାଧିକ କୃଷକ ସଂଗଠନ ଆରମ୍ଭ କରିଛନ୍ତି ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ହଜାର ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା...





















