National

ଗୁଜୁରାଟରେ ‘ପପି’ ପଲିଟିକ୍ସ: ସୋସିଆଲ ମିଡିଆରେ ଆଗରେ ରାହୁଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟରେ କଂଗ୍ରେସ-ବିଜେପି ରାଜନୀତିକୁ ନେଇ ଯେତିକି ଚର୍ଚ୍ଚା ହେଉନି ତାଠୁ ଅଧିକ ଚର୍ଚ୍ଚା ହେଉଛି ରାହୁଲ ଗାନ୍ଧିଙ୍କ ପୋଷା କୁକୁର ପପିକୁ ନେଇ। ବାଜିଛି ଗୁଜୁରାଟ ନିର୍ବାଚନ ବିଗୁଲ୍। ତାରିଖ ଘୋଷଣା କରିଛନ୍ତି...

ମୋଦି ସରକାରଙ୍କ ଉପରେ ଜମେଇକି ବର୍ଷିଲେ ରାହୁଲ

ଓଡ଼ିଶାଲାଇଭ୍‍ ବ୍ୟୁରୋ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି ସୋମବାର ଦିନ ଦଳୀୟ ନେତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏଥିରେ ଦଳର ମହାସଚିବ ଓ ବିଭିନ୍ନ ରାଜ୍ୟର ପ୍ରଭାରୀ ଉପସ୍ଥିତ ଥିଲେ। ବୈଠକ ପରେ...

ଆଧାର ମାମଲା: ମମତାଙ୍କୁ ସୁପ୍ରିମକୋର୍ଟର ସମାଲୋଚନା

ଓଡ଼ିଶାଲାଇଭ୍‍ ବ୍ୟୁରୋ ଆଧାର କାର୍ଡ ସହିତ ମୋବାଇଲ ନମ୍ବର ଲିଙ୍କିଙ୍ଗ୍‍କୁ ନେଇ ତୃଣମୂଳ କଂଗ୍ରେସ ସଭାପତି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଆଜି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କରାଯାଇଥିବା...

କ୍ୟାସଲେସ୍ ହେଉଛି ଭାରତ, ଏଟିଏମ ବନ୍ଦ ହେବା ଉପରେ

ଓଡ଼ିଶାଲାଇଭ୍‍ ବ୍ୟୁରୋ କ’ଣ ଭାରତର ଲୋକେ ଆଗକୁ ନଗଦବିହୀନ ହେବାକୁ ଯାଉଛନ୍ତି? ବ୍ୟାଙ୍କଗୁଡ଼ିକ ଯେଉଁ ମାତ୍ରାରେ ଏଟିଏମ ବନ୍ଦ କରିବା କାମରେ ଲାଗିଛନ୍ତି, ସେଥିରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି। ଚଳିତ ବର୍ଷ ଜୁନରୁ...

ବ୍ଲୁ-ହ୍ବେଲ୍‌ ହେଉଛି ଜାତୀୟ ସମସ୍ୟା: ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୃତ୍ୟୁର ଖେଳ ବ୍ଲୁ-ହ୍ବେଲ୍‌କୁ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। କହିଛନ୍ତି, ଏହା ଏକ ଜାତୀୟ ସମସ୍ୟା। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଏହି ମୃତ୍ୟୁର ଖେଳ ସମ୍ପର୍କରେ ବ୍ୟାପକ...

ଅସୁସ୍ଥ ସୋନିଆ, ସାର୍‌ ଗଙ୍ଗାରାମ୍ ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଉପାଧ୍ୟକ୍ଷ ସୋନିଆ ଗାନ୍ଧି ପୁଣି ହୋଇ ଯାଇଛନ୍ତି ଅସୁସ୍ଥ। ତାଙ୍କୁ ଚିକିତ୍ସା ନିମନ୍ତେ ନୂଆଦିଲ୍ଲୀର ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋନିଆଙ୍କର ପେଟ ଜନିତ ସମସ୍ୟା ରହିଥିବା ଜଣାପଡ଼ିଛି। ହିମାଞ୍ଚଳ...

ବିଜେପି ମନ୍ତ୍ରୀ, ସାମ୍ବାଦିକ ଓ ସେକ୍ସ ସିଡି

ଓଡ଼ିଶାଲାଇଭ୍‍ ବ୍ୟୁରୋ ଜଣାଶୁଣା ସାମ୍ବାଦିକ ବିନୋଦ ବର୍ମାଙ୍କୁ ଛତିଶଗଡ଼ ପୋଲିସ ଗିରଫ କରିବା ପରେ ଏବେ ବହୁତ କଥା ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଗଜିଆବାଦରୁ ବର୍ମାଙ୍କୁ ଆଜି ସକାଳେ ଗିରଫ କରାଯାଇଛି। ଛତିଶଗଡ଼...

‘ପେଟିଏମ’ ଭଳି କମ୍ପାନିକୁ କାହିଁକି ଡରୁଛି ଏସବିଆଇ ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ଶକ୍ତିଶାଳୀ ତଥା ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କର ନୂଆ ଅଧ୍ୟକ୍ଷ ରଜନୀଶ କୁମାର ଏବେ  ଚିନ୍ତାଗ୍ରସ୍ତ।ଦାୟୀତ୍ୱ ନେବା ପରେ ସେ ବ୍ୟାଙ୍କର ଆଭ୍ୟନ୍ତରୀଣ ସମସ୍ୟା ପାଇଁ ଯେତିକି ନିରାଶ...

ରାହୁଲ ଗାନ୍ଧି କହିଲେ, ‘ଯେବେ ବାହାଘର ହେବା କଥା ହେବ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ବକ୍ସର ବିଜେନ୍ଦର ସିଂ ଆଜି ରାହୁଲ ଗାନ୍ଧିଙ୍କୁ ତାଙ୍କ ବାହାଘର ବିଷୟରେ ପ୍ରଶ୍ନ ପଚାରିଛନ୍ତି। ଏହାର ଉତ୍ତରରେ ରାହୁଲ କହିଛନ୍ତି, ଯେବେ ବାହାଘର ହେବା କଥା ହେବ। ଆଉ ମୁଁ ମୋ...

ଗୁଜୁରାଟରେ କଂଗ୍ରେସ ଖେଳିବ ‘ଯୁବ’ କାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟ ବିଧାନସଭା ଭୋଟ ପାଇଁ ନିର୍ବାଚନ କମିଶନ ବିଗୁଲ ଫୁଙ୍କିବା ପରେ ସରଗରମ୍ ହୋଇଯାଇଛି ରାଜନୀତି। ୨୨ ବର୍ଷର ବିଜେପି ଗଡ଼କୁ ଭାଙ୍ଗିବା ପାଇଁ କଂଗ୍ରେସ 'ଯୁବ' ଏବଂ 'ଓବିସି' କାର୍ଡ...