National

ବନ୍ଦ ହେବ ରିଲାଏନ୍‌ସ କମ୍ୟୁନିକେସନ୍‌ର ଭଏସ୍‌ କଲ୍‌

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ରିଲାଏନ୍‌ସ କମ୍ୟୁନିକେସନ୍‌ ଗ୍ରାହକଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଡିସେମ୍ବର ୧ରୁ ମୋବାଇଲ୍‌ ନେଟୱାର୍କ ଦୁନିଆର ବାଦ୍‌ସାହା ସାଜିଥିବା ଅନିଲ ଅମ୍ବାନୀଙ୍କ ଆର୍‌କମ୍‌ ସର୍ଭିସ ଓଡ଼ିଶା ସମେତ ଆଉ କିଛି ରାଜ୍ୟରେ ସେବା...

ସମ୍ବିତ୍ ପାତ୍ରଙ୍କ ମାମଲା ଦିଲ୍ଲୀ ହାଇକୋର୍ଟରେ ଖାରଜ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ରାଷ୍ଟ୍ରାୟତ ସଂସ୍ଥା ଓ ଏନଜିସିରେ ବିଜେପି ମୁଖପାତ୍ର ଡାକ୍ତର ସମ୍ବିତ୍ ପାତ୍ରଙ୍କ ନିଯୁକ୍ତି ସମ୍ପର୍କୀତ ମାମଲା ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯାଇଛି। ନବରତ୍ନ କମ୍ପାନି ତୈଳ ଓ ପ୍ରାକୃତିକ ଗ୍ୟାସ କମିଶନର...

ଓଡ଼ିଶାରେ ୨୫୦ କୋଟି ଖଟାଇବ ଅମୁଲ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଗୁଜୁରାଟ ମିଲ୍‌କ ମାର୍କେଟିଂ ଫେଡେରେସନ ବା ଅମୁଲ ପକ୍ଷରୁ ଓଡ଼ିଶାରେ ଡାଏରି କ୍ଷେତ୍ରରେ ୨୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ଦିଲ୍ଲୀରେ ଚାଲିଥିବା ବିଶ୍ଵ ଖାଦ୍ୟ ଉତ୍ସବରେ ଏହା ଘୋଷଣା...

ଟି-୨୦ ହାରିଲା ଟିମ୍‌ ଇଣ୍ଡିଆ: ସିରିଜ୍‌ ୧-୧ରେ ବରାବର୍

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ରାଜକୋଟ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ଟିମ୍‌ ଇଣ୍ଡିଆ ହୋଇଛି ପରାଜିତ। ନ୍ୟୁଜିଲାଣ୍ଡ ଟିମ୍‌ ଭାରତୀୟ ଖେଳାଳିଙ୍କୁ ପୁଣି ଦେଇଛନ୍ତି ଚକ୍‌ମା। ଫଳରେ ଏହି ସିରିଜ ୧-୧ରେ ବରାବର...

୨୪ ଘଣ୍ଟାର ଟପ୍ ୧୦ ହେଡଲାଇନ୍

(ଓଡ଼ିଶାଲାଇଭ୍‌ ବ୍ୟୁରୋ) - ସବୁ ଗୋରକ୍ଷକ ହିନ୍ଦୁ ଆତଙ୍କବାଦୀ, ଯେଉଁମାନେ ଦଳିତଙ୍କ ହାତ କାଟୁଛନ୍ତି ସେ ସମସ୍ତେ ଜଣେ ଜଣେ ହିନ୍ଦୁ ଆତଙ୍କବାଦୀ କହିଲା କଂଗ୍ରେସ। -କଂଗ୍ରେସ ନେତା କମଲ ନାଥ କହିଲେ, ଶିବ ରାଜ...

୧୧୦୦ କିଲୋର ଖେଚୁଡ଼ି ସାଜିଲା ବିଶ୍ୱ ରେକର୍ଡ଼

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ଫୁଡ୍‌ ଫେଷ୍ଟରେ ମହକିଲା ସେଫ୍‌ ସଞ୍ଜୀବ କପୁର୍‌ଙ୍କ ହାତ ରନ୍ଧା ଖେଚୁଡ଼ି। ବାବା ରାମଦେବ ଦେଲେ ଖାଣ୍ଟି ଗୁଆ ଘିଅ ଛୁଙ୍କ। ୫୦୦ କିଲୋ ଚାଉଳ, ୩୦୦...

ମୋଦି ସରକାରଙ୍କୁ ‘କୌରବ ସେନା’ କହିଲେ ରାହୁଲ୍

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ନବସର୍ଜନ ଯାତ୍ରାର ତୃତୀୟ ଦିନରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାର ଉପରେ ପୁଣି ବର୍ଷିଛନ୍ତି। ମୋଦି ସରକାରଙ୍କୁ କୌରବ ସେନା ଆଖ୍ୟା ଦେଇ ଗୁଜୁରାଟ ରାଜନୀତିରେ କମ୍ପନ ସୃଷ୍ଟି...

୧୦ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆସନ୍ତା ୧୦ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ୧୧ ତାରିଖରେ କିଟ୍‌ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ...

ରାୟବରେଲି ଦୁର୍ଘଟଣା: ୨୭ ମୃତ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଉତ୍ତରପ୍ରଦେଶର ରାୟବରେଲିଠାରେ ଏନଟିପିସିର ଏକ ବୟଲର ଫାଟିଯିବା ଫଳରେ ୨୭ ଜଣ ଶ୍ରମିକ/କର୍ମଚାରୀ ପ୍ରାଣ ହରାଇଛନ୍ତି। ଗମ୍ଭୀର ଭାବରେ ଆହତ ବ୍ୟକ୍ତିଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣ ଏତେ...

୪୦ ଲକ୍ଷ ଟଙ୍କାର ଶାଢ଼ି ପିନ୍ଧନ୍ତି ଅମ୍ବାନୀ ଖାନଦାନର ବୋହୂ ନୀତା

ଓଡ଼ିଶାଲାଇଭ୍‍ ବ୍ୟୁରୋ ବିଳାସରେ ଜୀବନ କାଟୁଥିବା ଅମ୍ବାନୀ ପରିବାରର ବଡ଼ ବୋହୂ ତଥା ଦେଶର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଧର୍ମପତ୍ନୀଙ୍କ ଦୈନନ୍ଦିନ ଜୀବନଯାପନ ପ୍ରଣାଳୀ ଓ ସେ ବ୍ୟବହାର କରୁଥିବା ସାମଗ୍ରୀ...