“ମୁଁ ଯୋଗୀ ଆଦିତ୍ୟ ନାଥ, ଈଶ୍ଵରଙ୍କ ନାଁରେ ଶପଥ ନେଉଛି…”

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶ(ୟୁପି)ରେ ଆରମ୍ଭ ହେଲା ଯୋଗୀ ଆଦିତ୍ୟନାଥଙ୍କ ଦ୍ଵିତୀୟ ଇନିଂସ। ଦ୍ଵିତୀୟ ଥର ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ଗାଦିରେ ବସିଲେ ଯୋଗୀ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ ଜନ ସମର୍ଥନ ମିଳିଲା। ୟୁପିରେ...

“ଭାରତ ବର୍ଷରେ ଜଣେ ଗରିବ ସ୍ୱପ୍ନ ଦେଖିପାରେ ଏବଂ ତାକୁ ପୂରଣ ବି କରିପାରେ” – ରାଷ୍ଟ୍ରପତି ଦ୍ରୌପଦୀ...

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ। ଶପଥ ଗ୍ରହଣ କରିବା ପରେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ସାରା ଦେଶକୁ ସମ୍ବୋଧନ କରିଛନ୍ତି ନୂଆ...

“ଭଗବାନ ମୋ ସ୍ଵାମୀଙ୍କୁ ବଞ୍ଚେଇ ଦେଲେ”

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁନ ୨ ତାରିଖ, ଶୁକ୍ରବାର ରାତି ପ୍ରାୟ ୧୧ଟା ହେବ ହଠାତ ଫୋନ ବାଜିଉଠିଲା। ହ୍ୟାଲୋ କହିବା ପରେ ଶୁଣିବାକୁ ମିଳିଥିଲା “ତୁମ ସ୍ଵାମୀ ଯାଉଥିବା କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣା ହୋଇଛି”।...

“ବିଶ୍ଵରେ ଦେଖା ଦେଇଥିବା ଖାଦ୍ୟ ସଙ୍କଟର ମୁକାବିଲା କରିବ ମିଲେଟ୍ସ”

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ୧୦ ବର୍ଷରେ ମିଲେଟ୍ସକୁ ନେଇ ବିଶ୍ଵରେ ନୀତି ନିର୍ଦ୍ଧାରଣ ପାଇଁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ସ୍ଵତନ୍ତ୍ର ଅଧିବେଶନ।    ଆଜିର ସମୟରେ ସାରା ଦୁନିଆରେ ଖାଦ୍ୟ ଅଭାବକୁ ଦୂର କରିବା ପାଇଁ...

“ବିପଦ ସମୟରେ ସବୁବେଳେ ଆଗକୁ ଆସିଛି ଓଡ଼ିଶାର ସିଭିଲ୍ ସୋସାଇଟି”

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନରେ ହୋଇଥିବା ସିରିଜ ରେଳ ଦୁର୍ଘଟଣାରେ ଉଜୁଡ଼ି ଗଲା ଅନେକ ହସ ଖୁସିର ସଂସାର। ଜୁନ ୨ ତାରିଖ, ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ରଚିଥିଲା ମୃତ୍ୟୁର...

“ବର୍ତ୍ତମାନ ସମୟରେ ଭିନ୍ନକ୍ଷମମାନଙ୍କୁ ସ୍ଵାବଲମ୍ବୀ କରାଇବାର ଆବଶ୍ୟକତା ରହିଛି”

ଓଡ଼ିଶାଲାଇଭ୍ ବ୍ୟୁରୋ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସାମାରୋହ ଉଦଘାଟିତ ହୋଇଯାଇଛି। ଏହି ତିନିଦିନିଆ ସମାବେଶକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ...

“ପିଲାବେଳୁ ଅନେକ ଟାହିଟାପରା ଶୁଣି ଆସୁଛି, ଏବେ ସେସବୁ ଦେହସୁହା ହୋଇଗଲାଣି” – ଆଇଶା

ଓଡ଼ିଶାଲାଇଭ୍ ବ୍ୟୁରୋ "ମାଇଚିଆ, ଛକା - ସାନବେଳୁ ଏମିତି ଟାହିଟାପରା ମୁଁ ଶୁଣି ଆସୁଛି। କୌଣସି ସଭା ସମିତି ବା ଉତ୍ସବକୁ ଗଲେ ଲୋକମାନେ ମୋତେ ଭିନ୍ନ ଏକ ଦୃଷ୍ଟିରେ ଦେଖୁଥିଲେ। ଗୋଡ଼ଠୁ ମୁଣ୍ଡ...

“ପାର୍କିନସନ ରୋଗୀଙ୍କୁ ସଚେତନତାର ଆବଶ୍ୟକତା ରହିଛି”

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଦ୍ଵାରା ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ବିଶ୍ୱ ପାର୍କିନସନ ଦିବସ ପାଳିତ ହୋଇଯାଇଛି। ପାର୍କିନସନ...

“ପଦ୍ମଭୂଷଣ ରାହୁଲ ବଜାଜଙ୍କର ବିୟୋଗ ଶିଳ୍ପ ଜଗତ ପାଇଁ ଅପୂରଣୀୟ କ୍ଷତି”

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୫୦ ବର୍ଷ ଧରି ବଜାଜ ଗ୍ରୁପର ଚେୟାରମ୍ୟାନ ରହିଥିବା ପଦ୍ମଭୂଷଣ ରାହୁଲ ବଜାଜଙ୍କର ପରଲୋକ ହୋଇଛି। ପୁଣେ ସ୍ଥିତ ବାସଭବନରେ ତାଙ୍କର ୮୩ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଦୀର୍ଘ...

“ଜୀବନଶୈଳୀରେ ପରିବର୍ତ୍ତନ ଏବଂ ମାନସିକ ଚାପ ନିୟନ୍ତ୍ରଣ ଦ୍ୱାରା ହୃଦ୍‌ଘାତକୁ ଏଡ଼ାଇ ହେବ”

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳୁ ଥିବା ସମୟ ସହ ଲୋକଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି। ଫଳରେ ବିଭିନ୍ନ ରୋଗ ସମସ୍ୟା ଦେଖା ଦେଉଛି। ବିଶେଷ କରି ଏବେ ହୃଦରୋଗ ବଡ଼ ସମସ୍ୟା ହୋଇ...