‘ଏ ଗଉରା…’ ପିଣ୍ଟୁଙ୍କୁ ଦେଇଥିଲା ପରିଚୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଳେବେଳେ କିଛି ଗୀତ ଏବଂ ଚରିତ୍ର ଜଣେ ଅଭିନେତାଙ୍କୁ ରାତାରାତି ପରିଚିତ କରାଇଦିଏ। ଓଡ଼ିଆ ଆଲବମ ‘ଏ ଗଉରା...’ ସେଥି ମଧ୍ୟରୁ ଗୋଟିଏ। ଏହି ଆଲବମଟି ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦେଇଥିଲା...

‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ ‘ବଡ଼ଦିନ ବଡ଼ସ୍ୱପ୍ନ’

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ବଡ଼ଦିନ ଅବସରରେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ବଡ଼ଦିନ ବଡ଼ସ୍ୱପ୍ନ’ ନାମକ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଜୁଏଲ୍‍ସ ଇଣ୍ଟରନ୍ୟାସନାଲ ଚେତନା ଇନଷ୍ଟିଚ୍ୟୁଟଠାରେ ସୋମବାର ଦିନ ଏହି...

‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ ‘ତାରେ ଜମିନ୍ ପର୍‌’

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ‘ତାରେ ଜମିନ୍ ପର୍‌’ ନାମକ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଗେମ୍ ଜୋନ୍‌ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ‘ଉଡ୍ର’ଚାରିଟେବୁଲ୍...

‘ଉଡ୍ର’ ପକ୍ଷରୁ ବସ୍ତ୍ର ଓ ଛତା ବଣ୍ଟନ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ ‘ଥିଲେ ଦିଅ, ନଥିଲେ ନିଅ’ ଅଭିଯାନ ମାଧ୍ୟମରେ ଶନିବାର ବସ୍ତ୍ର ଓ ଛତା ବଣ୍ଟନ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମର ୩୪ ନମ୍ବର ୱାର୍ଡରେ...

‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମର ଶୁଭାରମ୍ଭ, ଏବେ ବର୍ଷ ସାରା ଚାଲିବ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ‘ଥିଲେ ଦିଅ, ନଥିଲେ ନିଅ’ ଆନ୍ଦୋଳନର ପ୍ରବର୍ତ୍ତକ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକନେତା ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ...

‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ପକ୍ଷରୁ ‘ଗିଫ୍ଟ ଏ ପ୍ଲାଣ୍ଟ’ କାର୍ଯ୍ୟକ୍ରମର ଶୁଭାରମ୍ଭ, ବଣ୍ଟାଗଲା ୫ ହଜାର ବୃକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ପକ୍ଷରୁ ଚଳିତବର୍ଷ ପାଇଁ ‘ଗିଫ୍ଟ ଏ ପ୍ଲାଣ୍ଟ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ବୁଧବାର ଭୁବନେଶ୍ୱରର ପଟିଆରେ ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ଅଭିନେତା ତଥା ଉଡ୍ରର ପରାମର୍ଶଦାତା...

‘ଇତିହାସ’କୁ ନେଇ ରାଜନୀତି: ସରକାର ବଦଳିଲେ ବଦଳେ ବହି!

ଓଡ଼ିଶାଲାଇଭ୍ ବ୍ୟୁରୋ ଇତିହାସ ବଦଳେ ନି, କିନ୍ତୁ ରାଜନୀତି ପାଇଁ ବଦଳିଯାଏ ଇତିହାସ ବହି। ପାଠକୁ ନେଇ ବି ଆରମ୍ଭ ହୁଏ ରାଜନୀତି। ଖାସ କରି ଇତିହାସକୁ ନେଇ। ଇତିହାସ ବଦଳେ ନି, କିନ୍ତୁ ରାଜନୀତି...

‘ଇଚ୍ଛାପତ୍ର’ରେ ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ଶେଷଇଚ୍ଛା

ଓଡ଼ିଶାଲାଇଭ୍ ବ୍ୟୁରୋ ଚିରନିଦ୍ରାରେ ଶୋଇବା ପୂର୍ବରୁ ନିଜ ଶେଷଇଚ୍ଛାକୁ ପତ୍ରରେ ଲେଖିଥିଲେ ବିଶିଷ୍ଟ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ର। ଦେହାନ୍ତ ପୂର୍ବରୁ ନିଜର ଶେଷଇଚ୍ଛା ପ୍ରକାଶ କରିଥିଲେ ପ୍ରଖ୍ୟାତ ସାହିତ୍ୟିକ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ...

‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅଟୋମେସନ ଯୁଗରେ ବିଭିନ୍ନ ନିଯୁକ୍ତି ଲାଗି ଦକ୍ଷତା’ ଉପରେ ମୋ କଲେଜ ପକ୍ଷରୁ ଆଲୋଚନାଚକ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ନିଯୁକ୍ତିର ମାପକାଠି ହେଉଛି ଦକ୍ଷତା। ତେଣୁ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବ୍ୟାପକ କରି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଲାଗି ଦକ୍ଷ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ...

‘ଆରବିଆଇ’ ପକ୍ଷରୁ ‘ଗ୍ରୁପ୍ ବି ଅଫିସର’ ପଦବୀ ପାଇଁ ଜାରି ରହିଛି ଆବେଦନ, ୯ ଜୁନ୍ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବିଭିନ୍ନ ‘ଗ୍ରୁପ୍ ବି ଅଫିସର’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଆରବିଆଇର ସାଧାରଣ ପ୍ରଶାସନ (ଜେନେରାଲ ଆଡମିନିଷ୍ଟ୍ରେସନ), ଇକୋନୋମିକ ରିସର୍ଚ୍ଚ ଓ...