ନୟାଗଡ଼ରେ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ: ଦୁଇଟି କାର ଉପରେ ଚଢ଼ିଗଲା ଟ୍ରକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ସହରର ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି। ବୁଧବାର ଅପରାହ୍ଣରେ ଏକ ମାଲ ବୋଝେଇ ଟ୍ରକ୍ ଦୁଇଟି କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଦୁଇଟି ଜାକ କାର ଭାଙ୍ଗି...
ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ଦାଖଲ ହେବ ପ୍ରାର୍ଥିପତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ଉପନିର୍ବାଚନ ପାଇଁ ଗୁରୁବାର ଦିନ ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା ଜୁନ ୨ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ଆସନ୍ତା...
ରାଉରକେଲା ସହିତ ସୁନ୍ଦରଗଡ଼ ଜିଲ୍ଲାର ରାଜସ୍ୱ ଓ ଜମିଜମା ବିଷୟରେ ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା...
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବୁଧବାର ରାଉରକେଲା ଗସ୍ତରେ ଆସି ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା...
କଂଗ୍ରେସ ସହ ୩୧ ବର୍ଷର ସମ୍ପର୍କ ତୁଟାଇଲେ କପିଲ ସିବଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୩୧ ବର୍ଷର ସମ୍ପର୍କ ତୁଟାଇଲେ କଂଗ୍ରେସର ତୁଙ୍ଗ ନେତା କପିଲ ସିବଲ। ସିବଲ କଂଗ୍ରେସର ହାତ ଛାଡ଼ି ଉତ୍ତରପ୍ରଦେଶର ଆଞ୍ଚଳିକ ଦଳ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭାକୁ ଯିବାକୁ ପ୍ରସ୍ତୁତ...
ଶରଣକୁଳ ଶ୍ରୀଲଡ଼ୁବାବାଙ୍କ ଭଉଁରୀ ଯାତ୍ରାରେ ଅଘଟଣ: ପାଣିରେ ବୁଡ଼ିଲା ଠାକୁରଙ୍କ ଚାପ ଡଙ୍ଗା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ଶରଣକୁଳର ପ୍ରସିଦ୍ଧ ଶ୍ରୀହରିହର ମହାଦେବ ଲଡ଼ୁବାବାଙ୍କ ଭଉଁରୀ ଚାପ ସମୟରେ ବଡ଼ଧରଣର ଅଘଟଣ ଘଟିଛି। ରାତିରେ ମନ୍ଦିର ପୁଷ୍କରିଣୀରେ ଶ୍ରୀଲଡ଼ୁବାବାଙ୍କ ଭଉଁରୀ ଡଙ୍ଗା ବୁଡ଼ିଯାଇଛି। ଚାପ ଡଙ୍ଗାରେ ଯାତ୍ରା...
ସମାଜବାଦୀ ପାର୍ଟିରୁ ରାଜ୍ୟସଭାକୁ ଯିବେ ଡିମ୍ପଲ ଯାଦବ, କପିଲ ସିବଲ ଏବଂ ଜାଭେଦ ଅଲ୍ଲୀ ଖାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମାଜବାଦୀ ପାର୍ଟି ରାଜ୍ୟସଭାକୁ ପଠାଇବା ପାଇଁ ନିଜ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଛି। ସମାଜପାଦୀ ପାର୍ଟି ଡିମ୍ପଲ ଯାଦବ, କପିଲ ସିବଲ ଏବଂ ଜାଭେଦ ଅଲ୍ଲୀ ଖାନଙ୍କୁ ରାଜ୍ୟସଭା ପଠଇବାକୁ ନିଷ୍ପତ୍ତି ନେଇଛି। ଡିମ୍ପଲ...
ତୁଟୁନି ବର୍ଷା-ଅନୁଭବ କଳି: ବୈବାହିକ ଝଡ଼ ନେଲାଣି ନୂଆ ମୋଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ସିଲେବ୍ରିଟି କପୁଲ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ପାରିବାରିକ କଳି ଏବେ ହାଟରେ ପଡ଼ି ବାଟରେ ଗଡ଼ିଲାଣି। ସୋସିଆଲ ମିଡିଆରେ ପରସ୍ପର ପରସ୍ପର ଉପରେ ଦୋଷ ଲଦିବା ସହ ଅନୁଭବଙ୍କ...
କଳିଙ୍ଗା ଘାଟିରେ ବସ୍ ଓଲଟି ୬ ଯାତ୍ରୀଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି କନ୍ଧମାଳର କଳିଙ୍ଗା ଘାଟିରେ ଘଟିଛି ବଡ଼ ଅଘଟଣ। ମଙ୍ଗଳବାର ବିଳମ୍ବିତ ରାତିରେ କଳିଙ୍ଗା ଘାଟିରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିବାରୁ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ...
ରୂପାନ୍ତର ଶୃଙ୍ଖଳାର ଦ୍ଵିତୀୟ ବୈଠକ: ଗୋଟିଏ ଟିମ୍ ହୋଇ କାମ କରିବାକୁ ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଜି....
ଗିନିସ ବୁକରେ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ ଶେଖର ଦାଶଙ୍କ ନାଁ: ରାଜ୍ୟପାଳ ପ୍ରଦାନ କଲେ ପ୍ରମାଣପତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଖବରକାଗଜ ସଂଗ୍ରହ କରି ଗିନିସ ବୁକ୍ ଅଫ୍ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ ଓଡ଼ିଆ ପୁଅ ଶଶାଙ୍କ ଶେଖର ଦାଶ। ମଙ୍ଗଳବାର ଏକ ସ୍ୱତନ୍ତ୍ର ଉତ୍ସବରେ...





















