ଫେବ୍ରୁଆରି ୨୦କୁ ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଜାବରେ ବିଧାନସଭା ନିର୍ବାଚନ ନିମନ୍ତେ ଘୋଷଣା କରାଯାଇଥିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମୋଟ ୧୧୭ଟି ବିଧାନସଭା ଆସନ ପାଇଁ ଆସନ୍ତା ଫେବ୍ରୁଆରି ୨୦ ତାରିଖ ନିର୍ବାଚନ କରାଯିବାକୁ ନୂଆ ତାରିଖ ଘୋଷଣା...

ପଞ୍ଚାୟତ ନିର୍ବାଚନ – ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ଆରମ୍ଭ, ୨୧ ଯାଏଁ ଚାଲିବ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୱାର୍ଡ ମେମ୍ଵରଙ୍କଠାରୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ...

ଏଥର ପଞ୍ଚାୟତ ନିର୍ବାଚନରେ ରାଲି, ରୋଡ୍ ସୋ’ ମନା  

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣାରେ ହେବ ପଞ୍ଚାୟତ ନିର୍ବାଚନ ନିର୍ବାଚନରେ କେବଳ ଭର୍ଚୁଆଲ୍ ପ୍ରଚାରକୁ ଅନୁମତି ସର୍ବାଧିକ ୫ ଜଣରେ ହୋଇପାରିବ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ଫେବ୍ରୁଆରି ୧୬ରୁ ମୋଟ୍ ୫ଟି...

ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ – ଫେବ୍ରୁଆରି ୧୬ରୁ ପାଞ୍ଚଟି ପର୍ଯ୍ୟାୟରେ ହେବ ଭୋଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଗୁଲ ବାଜିଛି। ଆସନ୍ତା ଫେବ୍ରୁଆରି ୧୬ରୁ ମୋଟ୍ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସାମ୍ଵାଦିକ...

ବିଧାନସଭା ନିର୍ବାଚନ ୨୦୨୨ – କେଉଁ ତାରିଖରେ କେଉଁ ରାଜ୍ୟରେ ପଡ଼ିବ ଭୋଟ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ପାଞ୍ଚଟି ରାଜ୍ୟ ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମୋଟ୍ ୭ଟି ପର୍ଯ୍ୟାୟରେ ଫେବ୍ରୁଆରି ୧୦ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ...

୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ – ଫେବ୍ରୁଆରି ୧୦ରୁ ଭୋଟ୍, ମାର୍ଚ୍ଚ ୧୦ରେ ଫଳାଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମୋଟ୍ ୭ଟି ପର୍ଯ୍ୟାୟରେ ଏହି ୫ ରାଜ୍ୟରେ ନିର୍ବାଚନ ହେବ। ଫେବ୍ରୁଆରି ୧୦ରୁ...

ପଞ୍ଚାୟତ ନିର୍ବାଚନକୁ କରୋନା ଚିନ୍ତା : ସ୍ଥିତି ସମୀକ୍ଷା ପରେ ଚୂଡ଼ାନ୍ତ ନିଷ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗକୁ ରାଜ୍ୟରେ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କିନ୍ତୁ ଯେଉଁଭଳି ଭାବରେ କରୋନା ସଂକ୍ରମଣ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ଏହାକୁ ନେଇ ଚିନ୍ତା ବଢ଼ିଛି। ଏହି ପରିସ୍ଥିତିରେ ନିର୍ବାଚନ...

ଆଜି ସାଢ଼େ ୩ଟାରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ଅପରାହ୍ଣ ସାଢ଼େ ୩ଟାରେ ୫ଟି ରାଜ୍ୟର ନିର୍ବାଚନ ତାରଖ ଘୋଷଣା କରାଯିବ। ଭାରତ ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ ପାଇଁ ଏହି ଘୋଷଣା କରିବାକୁ ଯାଉଛନ୍ତି। ଆଗାମୀ କିଛି ଦିନ...

ନିର୍ବାଚନକୁ ଓମିକ୍ରନ୍ ଭୟ – ୫ ରାଜ୍ୟରେ ଟିକାକରଣ ଜୋରଦାର ଲାଗି କେନ୍ଦ୍ରକୁ ନିର୍ବାଚନ କମିସନଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶରେ ବଢୁଛି ଓମିକ୍ରନ୍ ସଂକ୍ରମଣ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ହେବ ପ୍ରଭାବିତ! ଟିକାକରଣକୁ ଜୋରଦାର କରିବାଲାଗି କେନ୍ଦ୍ରକୁ ପରାମର୍ଶ ନିର୍ବାଚନ ସ୍ଥଗିତ ରଖିବାକୁ ବୁଦ୍ଧିଜୀବୀଙ୍କ...

‘ଗରିବ’ କିପରି ଓ କାହିଁକି ତିଆରି କରାଯାଏ!

କପିଳାସ ଭୂୟାଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିତର୍କିତ କୃଷି ବିଲ ପ୍ରତ୍ୟାହାର କରିନିଆଯିବା ପରେ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଚାଲିଥିବା କୃଷକମାନଙ୍କ ଆନ୍ଦୋଳନ ଡିସେମ୍ବର ୯ ତାରିଖରେ ସମାପ୍ତ...