ରାଉରକେଲାରେ ରୋଚକ ହେବ ନିର୍ବାଚନ: ୧୦ ବର୍ଷ ପରେ ପୁଣି ଦିଲ୍ଲୀପ-ସାରଦା ଲଢ଼େଇ
ସତୀଶ ଶର୍ମା
ଚଳିତ ନିର୍ବାଚନ ସମୟରେ ରାଉରକେଲା ବିଧାନସଭା ଆସନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ୨୦୧୪ ଭଳି ୨୦୨୪ରେ ରାଉରକେଲା ପୁଣିଥରେ ବଡ଼ ଲଢ଼େଇ ଦେଖିବାକୁ ଯାଉଛି। ଏଥର ରାଉରକେଲା ଆସନ ବିଜେଡି...
ସମ୍ବଲପୁର ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ସମ୍ବଲପୁରରେ ପହଞ୍ଚିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁରରେ ପହଞ୍ଚିବା...
ବଲାଙ୍ଗିରରେ ରାଜନୈତିକ ହିଂସା: ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ସହଯୋଗୀଙ୍କୁ ଆକ୍ରମଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ସଇଁତଳା ଥାନା ତେଣ୍ଡିପାଲି ଗାଁରେ ଗୁରୁବାର ରାତିରେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ସହଯୋଗୀଙ୍କ ଉପରେ ଆକ୍ରମଣ ହୋଇଛି।...
ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ସୋ’
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ ଚାଲିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ସୋ’। ଏହା ହେଉଛି ନବୀନ ପଟ୍ଟନାୟକଙ୍କ ପ୍ରଥମ ରୋଡ ସୋ’।
ନବୀନଙ୍କ ରୋଡ ସୋ’ ପାଇଁ ଜନସମୁଦ୍ର ପାଲଟିଛି ରାଜଧାନୀର ରାଜରାସ୍ତା।...
ବିଜେଡି ଓ ବିଜେପି ମଧ୍ୟରୁ କେହି ବି ଓଡ଼ିଶାର ବିକାଶ କରିନାହାନ୍ତି – ମଲ୍ଲିକାର୍ଜୁନ ଖଡଗେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଗୁରୁବାର ସେ ଫୁଲବାଣୀରେ ଦଳୀୟ ସମାବେଶରେ ଯୋଗଦେଇ କଂଗ୍ରେସ ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଥିଲେ। ଏହାପୂର୍ବରୁ ସେ...
ରାଉରକେଲା ବିଧାନସଭା ଆସନରେ କିଏ ଜିତିବ ବାଜି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=p3cAvnLoWa8
ରାଉରକେଲା ବିଧାନସଭା ଆସନ ଏଥର କାହାର ହେବ, ପୁଣି ବିଜେଡିକୁ ସମର୍ଥନ ମିଳିବ ନା ବାଜି ମାରିବେ ବିଜେପି-କଂଗ୍ରେସ?
ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ଓଡ଼ିଶାର ରାଜନୈତିକ ପାଣିପାଗ ସେତିକି...
ବାରାଣାସୀରେ ଦେଖିବାକୁ ମିଳିବନି ଅସଲି ବନାମ ନକଲି ମୋଦୀ ଲଢ଼େଇ: ହାସ୍ୟ ଅଭିନେତା ଶ୍ୟାମ ରଙ୍ଗିଲାଙ୍କ ପ୍ରାର୍ଥିପତ୍ର ଖାରଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରାଣାସୀ ଲୋକସଭା ଆସନରୁ ହାସ୍ୟ ଅଭିନେତା ଶ୍ୟାମ ରଙ୍ଗିଲାଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯାଇଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ମଙ୍ଗଳବାର ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ନିର୍ବାଚନ...
ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ଛାଡ଼ିଲେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ। ଗୁରୁବାର ଦିନ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫାପତ୍ରକୁ ସେ ବିଜେପି...
ଖଲ୍ଲିକୋଟରେ ରାଜନୈତିକ ହିଂସା: ଜଣେ ମୃତ, ୭ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବାବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ବୁଧବାର ବିଳମ୍ବିତ ରାତିରେ ଖଲ୍ଲିକୋଟର ଶ୍ରୀକୃଷ୍ଣଶରଣପୁର ଗାଁରେ ହୋଇଥିବା ହିଂସାରେ...
ଓଡ଼ିଶା ଗସ୍ତରେ ଜେ ପି ନଡ୍ଡା, ଭୁବନେଶ୍ୱରରେ କଲେ ବିଶାଳ ରୋଡ୍ ସୋ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଗୁରୁବାର ସକାଳେ ସେ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍ ସୋ’ କରିଛନ୍ତି। ଏଥିରେ ନଡ୍ଡାଙ୍କ ସହିତ ଭୁବନେଶ୍ଵରରୁ ବିଜେପି...




















