ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୭୪ ପ୍ରତିଶତ ମତଦାନ, ଜାଣନ୍ତୁ କେଉଁ ଆସନରେ କେତେ ହେଲା ଭୋଟ୍ ଗ୍ରହଣ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ ସରିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ଏଥିରେ ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ମୋଟ ୭୩.୯୭ ପ୍ରତିଶତ ମତଦାନ ହୋଇଛି। ରାଜ୍ୟରେ ଶାନ୍ତିଶୃଙ୍ଖଳାର ଭୋଟ୍...

ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ, ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁରରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ହୋଇଛି। ଏଥିରେ ତାଙ୍କ ମୁହଁ ଓ ଛାତିରେ ଆଘାତ ଲାଗିଛି। ମଙ୍ଗଳବାର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି...

କର୍ଣ୍ଣାଟକ ସାଂସଦ ପ୍ରଜ୍ଜ୍ଵଳ ରେଭନ୍ନାଙ୍କ ସେକ୍ସ ସ୍କାଣ୍ଡାଲ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=0j222pnfIjc ସାରା ଦେଶରେ ବିରାଟ ରାଜନୈତିକ ଝଡ଼ ସୃଷ୍ଟି କରିଛି କର୍ଣ୍ଣାଟକର ମାନ୍ୟବର ସାଂସଦ ପ୍ରଜ୍ଜ୍ଵଳ ରେଭନ୍ନାଙ୍କ ଯୌନ କେଳେଙ୍କାରୀ। ଏହା ଆମ ଦେଶରେ ରାଜନୀତିର ଏକ ଘୃଣ୍ୟ ଚିତ୍ରକୁ ଲୋକଲୋଚନକୁ ଆଣିଛି। ପ୍ରଜ୍ୱଳ...

ଓଡ଼ିଶାରେ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ଲାଗି ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ସରିଥିବାବେଳେ ଅଳ୍ପ କେତୋଟି ସ୍ଥାନରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ସୋମବାର...

ଓଡ଼ିଶାରେ ଅପରାହ୍ଣ ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ସୋମବାର ଦିନ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଛି। ସକାଳ ୭ଟାରୁ ଏହି ସବୁ ଆସନରେ ମତଦାନ ଆରମ୍ଭ...

ଦାୟିତ୍ଵରେ ଅବହେଳା ପାଇଁ ଗିରଫ ହେବେ ଦୁଇ ପ୍ରିଜାଇଡିଂ ଅଫିସର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ସୋମବାର ଦିନ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ଲାଗି ମତ ସବ୍ୟସ୍ତ କରୁଛନ୍ତି ଭୋଟର। ଏହାରି ମଧ୍ୟରେ ନିର୍ବାଚନ...

ଓଡ଼ିଶାରେ ଦିନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସୋମବାର ଦିନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ...

ଭୋଟ ଦେଉଛି ଓଡ଼ିଶା: ଦିନ ୧ଟା ସୁଦ୍ଧା ୩୯.୩ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ଲାଗି ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ସୋମବାର ସକାଳ ୭ଟାରୁ ଶାନ୍ତିଶୃଙ୍ଖଳାର ସହ ମତଦାନ କରୁଛନ୍ତି ଭୋଟର। ଦିନ ୧ଟା ସୁଦ୍ଧା...

ଲୋକସଭା ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟରେ ୯୬ଟି ଆସନ ପାଇଁ ମତଦାନ ଜାରି  

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଭାରତରେ ଲୋକସଭା ନିର୍ବାଚନ ଲାଗି ସୋମବାର ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ଭୋଟରମାନେ ପ୍ରାର୍ଥୀମାନଙ୍କ...

ଇଭିଏମରେ ତ୍ରୁଟି ଯୋଗୁଁ ନିଲମ୍ବିତ ହେଲେ ୨ ପୋଲିଂ ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ଏହାରି ଭିତରେ ନିଲମ୍ବିତ ହୋଇଛନ୍ତି ଦୁଇଜଣ ପୋଲିଂ ଅଧିକାରୀ। ଇଭିଏମରେ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହେବା କାରଣରୁ ଦୁଇଜଣ ପୋଲିଂ ଅଧିକାରୀଙ୍କୁ ନିଲମ୍ବିତ...