କଟକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ସଂତୃପ୍ତ ମିଶ୍ର ଏବଂ ଭର୍ତ୍ତୃହରି ମହତାବ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ଶୁକ୍ରବାର ଉଭୟ ନେତା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ...
ଲୋକସଭା ନିର୍ବାଚନ: ଉତ୍ତରପ୍ରଦେଶର ରାଏବରେଲିରୁ ପ୍ରାର୍ଥିପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ସେ ରାଏବରେଲି ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ଅବସରରେ କଂଗ୍ରେସର...
ପାଟକୁରାରେ ହେବ ସମ୍ମାନ ପାଇଁ ଲଢ଼େଇ: ମୁହାଁମୁହିଁ ହେବେ ବିଜେଡି-ବିଜେପି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ଆସନରେ ସରଗରମ ହୋଇଛି ରାଜନୈତିକ ପାଣିପାଗ। ଏଥର ମଧ୍ୟ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ଦ୍ଵିମୁଖୀ ଲଢ଼େଇ ନେଇ ଚର୍ଚ୍ଚା ହେଉଛି। ଏହା...
ନୀଳଗିରି ଆସନ ପାଇଁ ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ କଲା ବିଜେପି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି। ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ସନ୍ତୋଷ ଖଟୁଆଙ୍କୁ ନୀଳଗିରି ଆସନରୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଛି ଦଳ।
୨୦୧୯ରେ...
ଏଥର ବି ମୋହନାରେ ତ୍ରିମୁଖୀ ଲଢ଼େଇ: କିଏ ଜିତିବ ଭୋଟରଙ୍କ ମନ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମୋହନା ଦକ୍ଷିଣ ଓଡ଼ିଶାର ଏମିତି ଏକ ଆସନ ଯେଉଁଠାରେ ଶେଷ ପର୍ଯ୍ୟାୟ ଗଣତି ଯାଏଁ ବି କହି ହୁଏନି ଜିତିବ କିଏ। ଏଠି ସବୁ ଦଳ ପ୍ରାର୍ଥୀର ପରସ୍ପରକୁ ଦେଇଥାନ୍ତି...
ଓଡ଼ିଶାରେ ‘ମେଣ୍ଟ ରାଜନୀତି’ର କାହାଣୀ – ୧୯୩୭ରୁ ୨୦୨୪
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମୟ ଆସିଲେ ‘ମେଣ୍ଟ ରାଜନୀତି’ କଥା ଉଠେ। ଏଇ ଯେମିତି ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶାରେ ବିଜେଡି-ବିଜେପି ଭିତରେ ପୁଣି ମେଣ୍ଟ ଚର୍ଚ୍ଚା ହେଉଥିଲା। ଏନେଇ ଉଭୟ ଦଳର...
ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ। ଗୁରୁବାର ବଡ଼ ଶୋଭାଯାତ୍ରାରେ ଆସି ସେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହାପୂର୍ବରୁ...
ଆସିଲା ବିଜେପିର ପ୍ରାର୍ଥୀ ତାଲିକା: ବାରବାଟୀରୁ ନିର୍ବାଚନ ଲଢ଼ିବେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶା ବିଧାନସଭା ଆସନ ଲାଗି ଆସିଲା ବିଜେପିର ପ୍ରାର୍ଥୀ ତାଲିକା। ଗୁରୁବାର ଦିନ ଆଉ ୬ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।
କଟକ ବାରବାଟୀରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର...
ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ଅପରାଜିତା ଷଡ଼ଙ୍ଗୀ ଏବଂ ମନ୍ମଥ ରାଉତରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ। ଗୁରୁବାର ଉଭୟ ନେତା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର...
ବାକିଥିବା ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବାକି ରହିଥିବା ୩ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି। ଗୁରୁବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି...




















