କଣ୍ଟାବାଞ୍ଜି ବିଧାନସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ଦିନ ନବୀନ ପଟ୍ଟନାୟକ ବିରାଟ ଶୋଭାଯାତ୍ରାରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।...

ଆଜି କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ କଣ୍ଟାବାଞ୍ଜି ବିଧାନସଭା ଆସନରୁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଟିଟଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିବେ। ଏହାପୂର୍ବରୁ ସେ ସେଠାରେ ଶୋଭଯାତ୍ରା...

ଭୁବନେଶ୍ଵର: ନିର୍ବାଚନରେ ଭିନ୍ନକ୍ଷମ ଭୋଟରଙ୍କୁ ଭୋଟ୍ ଦେବାକୁ ଉତ୍ସାହିତ କରିବା ପାଇଁ ସଚେତନତା ଅଭିଯାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵାଭିମାନ ଏବଂ ଓଡିଶା ଷ୍ଟେଟ ଡିସାବିଲିଟି ନେଟୱାର୍କର ମିଳିତ ପ୍ରୟାସରେ ଭୁବନେଶ୍ୱରରେ ଏକାଧିକ ଛୋଟ ବଡ଼ ସଚେତନମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭିନ୍ନକ୍ଷମ ଭୋଟରମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇ...

ବଡ଼ ଲଢ଼େଇ ଦେଖିବ ରାଉରକେଲା: ମୁହାଁମୁହିଁ ହେବେ ଦିଲ୍ଲୀପ-ସାରଦା

ସରୋଜ କୁମାର ମହାପାତ୍ର ୨୦୧୪ ନିର୍ବାଚନ ପରେ ରାଉରକେଲା ବିଧାନସଭା ଆସନରେ ପୁଣିଥରେ ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ଏବଂ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ଭିତରେ ହେବାକୁଯାଉଛି ବଡ଼ ଲଢ଼େଇ। ...

ବ୍ରହ୍ମଗିରିରେ ଶଙ୍ଖ ବାଜିବ ନା ପୁଣି ଫୁଟିବ ପଦ୍ମ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶାର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ବ୍ରହ୍ମଗିରିରେ ସବୁଠାରୁ ଜୋରଦାର ଲଢ଼େଇ ହୁଏ। ଦକ୍ଷିଣ ଓ ପୂର୍ବ ଓଡ଼ିଶାକୁ ସଂଯୋଗ କରୁଥିବା ଚିଲିକା ଓ ବଙ୍ଗୋପସାଗର କୂଳରେ ପରିବ୍ୟାପ୍ତ ଏ...

ବିଜେପିରୁ ଇସ୍ତଫା ଦେଲେ କାଳୁଚରଣ ଖଣ୍ଡାୟତରାୟ: ଖୋର୍ଦ୍ଧାରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପିରୁ ଇସ୍ତଫା ଦେଇଛନ୍ତି ଖୋର୍ଦ୍ଧାର ବରିଷ୍ଠ ନେତା କାଳୁଚରଣ ଖଣ୍ଡାୟତରାୟ। ମଙ୍ଗଳବାର ସେ ତାଙ୍କ ଅନେକ ସମର୍ଥକଙ୍କ ସହ ବିଜେପିର ପ୍ରାଥମିକ ସଦସ୍ୟତା ଛାଡ଼ିଛନ୍ତି। ଖୋର୍ଦ୍ଧା ବିଧାନସଭା ଆସନରୁ ତାଙ୍କୁ ଟିକେଟ...

ଢେଙ୍କାନାଳ ଲୋକସଭା ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ରାଜନୈତିକ ଲଢ଼େଇ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଢେଙ୍କାନାଳ ଲୋକସଭା ଆସନ ପାଇଁ ରାଜନୈତିକ ଲଢ଼େଇ ଲଢ଼ିବେ ଅଭିଜ୍ଞ ରୁଦ୍ରନାରାୟଣ ପାଣି, ଡକ୍ଟର ଅବିନାଶ ସାମଲ ଓ ସସ୍ମିତା ବେହେରା। ଢେଙ୍କାନାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି...

ଭୃଗୁ ବନାମ ପ୍ରଦୀପ: କିଏ ହାତେଇବ ବ୍ରହ୍ମପୁର ଲୋକସଭା ଆସନ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=Udf6TsmC2_U&t=8s ବ୍ରହ୍ମପୁର ଲୋକସଭା ଆସନ ହାତେଇବାକୁ ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି କସରତ। କିଏ ମାରିବ ବ୍ରହ୍ମପୁର ବାଜି, ବିଜେପି, ବିଜେଡି ନା କଂଗ୍ରେସ, ତା’ ଉପରେ...

ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଣବ ପ୍ରକାଶ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ମଙ୍ଗଳବାର ବଡ଼ ଶୋଭାଯାତ୍ରାରେ ଆସି ସେ ସମ୍ବଲପୁର ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ...

କୋରାପୁଟ ଲୋକସଭା ଆସନରେ ଏଥର ସପ୍ତଗିରି-କୌଶଲ୍ୟା କଡ଼ା ଟକ୍କର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=bj6xvwmdZh0&t=172s କୋରାପୁଟ ଲୋକସଭା ଆସନରେ ଏଥର ଜମିବ ଲଢ଼େଇ, କଂଗ୍ରେସ, ବିଜେଡି ନା ବିଜେପି ଉପରେ ଭରସା କରିବେ ଭୋଟର? ଦକ୍ଷିଣ ଓଡ଼ିଶାର ଏକ ଚର୍ଚ୍ଚିତ ଆସନ ହେଉଛି କେରାପୁଟ ଲୋକସଭା କ୍ଷେତ୍ର।...