ଇଭିଏମ୍ ଅଚଳ, ବାଲିକୁଦାରେ ମତଦାନ ବିଳମ୍ବ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବାଲିକୁଦା-ଏରସମା ବଖରାବାଦ ବୁଥ୍ ନମ୍ବର ୧୩୮ରେ ଇଭିଏମ୍ ସମସ୍ୟା ଦେଖା ଦେଇଛି। ଇଭିଏମ୍ ଅଚଳ ହୋଇପଡ଼ିବାରୁ ମତଦାନ ଆରମ୍ଭ ହୋଇପାରିନାହିଁ। ଇଭିଏମ୍ ଅଚଳ ଯୋଗୁଁ ଭୋଟଦାନରେ ବିଳମ୍ବ ହେଉଛି।
ଆଜି ହେଉଛି...
ମୋ ଭୋଟ ମୋ ଅଧିକାର
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଗଣତନ୍ତ୍ରର ମହାକୁମ୍ଭରେ ସାମିଲ ହୁଅନ୍ତୁ। ଭୋଟ ଦିଅନ୍ତୁ ଓ ନିଜ ଅଧିକାର ନିଜେ ବାଛନ୍ତୁ। ଭୋଟ ଦେବାରୁ ଜମାରୁ ବଞ୍ଚିତ ହୁଅନ୍ତୁ ନାହିଁ।
କାରଣ ଆପଣଙ୍କର ଗୋଟିଏ ଭୋଟ ଆପଣଙ୍କ ଅଞ୍ଚଳ, ଜିଲ୍ଲା,ରାଜ୍ୟ...
ଆଜି ଜନାଦେଶ – ୨୦୧୯
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଆଜି ସାଧାରଣ ନିର୍ବାଚନ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ୬ ଲୋକସଭା ସହ ୪୧ ବିଧାନସଭା ଆସନ ଲାଗି...
ଚତୁର୍ଥ ପର୍ଯ୍ୟାୟ ମତଦାନ – ଭାଗ୍ୟ ପରୀକ୍ଷା କରିବେ ଏହି ହେବିୱେଟ ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ୯ ରାଜ୍ୟର ୭୧ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ ଗିରିରାଜ ସିଂହ, ବାବୁଲ ସୁପ୍ରିୟୋ, ଉପେନ୍ଦ୍ର କୁଶୱାହା, ମିଲିନ୍ଦ ଦେୱଡା,...
ଚାଷ ଜମିରେ ଲାଗିଗଲା ନିଆଁ, ପ୍ରଚାର ଛାଡ଼ି ନିଆଁ ଲିଭାଇଲେ ସ୍ମୃତି ଇରାନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ ଆମେଥିରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନିଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଏକ ଗାଁରେ ପ୍ରଚାର ସମୟରେ ହଠାତ୍ ଜଳିଯାଉଥିବା ଚାଷ ଜମିକୁ ଯାଇ ନିଆଁ ଲିଭାଇଥିଲେ ସ୍ମୃତି।
ଖାଲି ସେତିକି...
ଆସିଲା ଏଡିଆର ରିପୋର୍ଟ : ଦାଗୀ ନେତାଙ୍କୁ ଟିକେଟ୍ ଦେବାରେ ସବୁଠୁ ଆଗରେ ବିଜେପି-ଶିବସେନା
ଓଡ଼ିଶାଲାଇଭ ବ୍ୟୁରୋ
୯ ରାଜ୍ୟର ୭୧ଟି ଆସନରେ ମତଦାନ ହେବା ପୂର୍ବରୁ ଆସିଛି ଏଡିଆର ରିପୋର୍ଟ। କେଉଁ ଦଳ କେତେ ଦାଗୀ ନେତାଙ୍କୁ ପ୍ରାର୍ଥୀ କରିଛନ୍ତି ତାହାର ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ...
ନିର୍ବାଚନ ଅଧିକାରୀଙ୍କ କଡ଼ା ନଜରରେ କେନ୍ଦ୍ରାପଡ଼ା
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ରାଜନୀତିର ହଟ୍ ସିଟରେ କେନ୍ଦ୍ରାପଡ଼ା। ଆସନ୍ତାକାଲି ଏହି ଆସନରେ ଭୋଟ ହେଉଥିବାରୁ ସାରା ରାଜ୍ୟବାସୀଙ୍କ ନଜର ରହିଛି ଏହା ଉପରେ। ବିଜେପି ଏବଂ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ଲଢ଼େଇ...
ସୋମବାର ଚତୁର୍ଥ ପର୍ଯ୍ୟାୟ ଭୋଟ – ୪୫ ଲକ୍ଷ ୯୮ ହଜାର ଭୋଟର ଦେବେ ଭୋଟ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ସୋମବାର ଚତୁର୍ଥ ପର୍ଯ୍ୟାୟ ଭୋଟ। ୬ ଲୋକସଭା ଏବଂ ୪୧ଟି ବିଧାନସଭା ଆସନରେ ହେବ ମତଦାନ। ପୋଲିଂ ପାର୍ଟି ବିଭିନ୍ନ ବୁଥରେ ପହଞ୍ଚି ସାରିଥିବା ବେଳେ ନିର୍ବାଚନ ଅଧିକାରୀଙ୍କ...
ଚତୁର୍ଥ ପର୍ଯ୍ୟାୟ ମତଦାନ: ମଇଦାନରେ ଏହି ଚର୍ଚ୍ଚିତ ନେତା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୯ ଅର୍ଥାତ ଆସନ୍ତାକାଲି ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ଟି ଆସନରେ ଭୋଟଗ୍ରହଣ ହେବ। ଏଥିପାଇଁ ଶନିବାର...
ଗଣତନ୍ତ୍ରର ମହାକୁମ୍ଭରେ ସାମିଲ ହୁଅନ୍ତୁ, ନିଜ ମତାଧିକାର ସାବ୍ୟସ୍ତ କରନ୍ତୁ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ରାତି ପାହିଲେ ଓଡ଼ିଶା ସମେତ ୯ଟି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ରାଜ୍ୟରେ ୬ ଲୋକସଭା ସହ ୪୧ ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ ହେବ। ୬ଲୋକସଭା...



















