ସରିଲା ତୃତୀୟ ପର୍ଯ୍ୟାୟ ମତଦାନ, ଇଭିଏମ୍‌ରେ ସିଲ୍ ହେଭିୱେଟ୍‌ ନେତାଙ୍କ ଭାଗ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତୃତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳ ସମେତ ୧୧୭ଟି ଲୋକସଭା ଆସନରେ ମତଦାନ ଶେଷ ହୋଇଛି।  ଏହାଛଡ଼ା ଦେଶରେ ୩୦୩ ଲୋକସଭା ଆସନରେ ଭୋଟିଂ ହୋଇଛି।...

ପିପିଲିରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଭୋଟ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଉପକୂଳ ଓଡ଼ିଶାର ସବୁଠୁ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଭାବେ ପରିଚିତ ପିପିଲିରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ ହୋଇଛି। ଭୋଟର ଶୃଙ୍ଖଳାର ସହ ବିଭିନ୍ନ ବୁଥରେ ଭୋଟ ଦେଇଛନ୍ତି। ମତଦାନର ଦିନକ...

ମତଦାନ ବେଳେ ଭିଭିପାଟ୍ ମେସିନରୁ ବାହାରିଲା ସାପ!

ଓଡ଼ିଶାଲାଇଭ୍‌ ବ୍ୟୁରୋ କେରଳର କନ୍ନୁର ଲୋକସଭା କ୍ଷେତ୍ରରେ ମତଦାନ ସମୟରେ ଏକ ପୋଲିଂ ବୁଥରେ ଅଜବ ପ୍ରକାର ଘଟଣା ଘଟିଥିଲା। ଭିପିପାଟ୍ ମେସିନ ଭିତରୁ ହଠାତ୍ ସାପ ବାହାରିବାର ଦେଖିବାକୁ ମିଳିଥିଲା। ଯାହାକୁ ଦେଖି...

ଗୁରୁଦାସପୁରରେ ବିନୋଦଙ୍କ ପରେ ସନ୍ନି ଦେୱଲ ଭରସା! ସଫଳ ହେବ କି ରଣନୀତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପିରେ ସାମିଲ ହୋଇଛନ୍ତି ବଲିଉଡ୍ ଷ୍ଟାର ସନ୍ନି ଦେୱଲ। ପଞ୍ଜାବ ଗୁରୁଦାସପୁର ଆସନରେ ବିଜେପି ସନ୍ନିଙ୍କୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। ଯାହା ଆକଳନ କରାଯାଉଛି ବିନୋଦ ଖାନ୍ନାଙ୍କ ପରେ ଏବେ...

ପଶ୍ଚିମବଙ୍ଗରେ ସର୍ବାଧିକ, ମହାରାଷ୍ଟ୍ରରେ ସର୍ବନିମ୍ନ ମତଦାନ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ସରିଲା ତୃତୀୟ ପର୍ଯ୍ୟାୟ ମତଦାନ। ଇଭିଏମ୍‌ରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ। ଆଜି ଦେଶରେ ୧୩ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ତୃତୀୟ ପର୍ଯ୍ୟାୟରେ ମତଦାନ ହୋଇଛି।...

ଶେଷ ହେଲା ତୃତୀୟ ପର୍ଯ୍ୟାୟ ଭୋଟ – ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=ViSz4eEahag] ସନ୍ଧ୍ୟା ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ଭୋର ୫ଟାରୁ ହୋଇଥିଲା ମକ୍ ପୋଲିଂ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିଲା ଭୋଟ ବ୍ରହ୍ମଗିରି, ସତ୍ୟବାଦୀରେ...
Election Update 7PM

Election Update @7PM (୨୩ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧...

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧ ପ୍ରତିଶତ ଭୋଟଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର...

ପିପିଲିରେ ଷଡ଼ଯନ୍ତ୍ର ରଚିଛି ବିଜେପି, ଲୋକେ ଜବାବ ଦେବେ – ପିନାକୀ ମିଶ୍ର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=s6_Zf_G4Lc8] ବିଜେଡିର ପୁରୀ ଲୋକସଭା ଆସନ ପ୍ରାର୍ଥୀ ପିନାକୀ ମିଶ୍ର ମହାରଥୀଙ୍କ ଗିରଫଦାରୀକୁ ନେଇ ବିଜେପିକୁ ଦାୟୀ କରିଛନ୍ତି। ‘‘ପିପିଲି ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ବିପୁଳ ଭୋଟରେ...

୨୫ରେ ୯ଟି ବୁଥରେ ହେବ ସାନି ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଏପ୍ରିଲ ୨୫ ତାରିଖରେ ୯ଟି ବୁଥରେ ହେବ ସାନି ମତଦାନ। ଏନେଇ ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ କିଛି ବୁଥରେ ମତଦାନକୁ ସ୍ଥଗିତ...