ଆଜି ସରୁଛି ତିନି ରାଜ୍ୟରେ ନିର୍ବାଚନ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଆଜି ଓଡ଼ିଶା ସମେତ ଅନ୍ୟ ତିନୋଟି ରାଜ୍ୟରେ ଚାଲିଛି ଭୋଟିଂ। ଓଡ଼ିଶାରେ ୪ ଲୋକସଭା ସହ ୨୮ବିଧାନସଭା ଆସନ ଲାଗି ମତଦାନ ହେଉଛି।
ଓଡ଼ିଶା ବ୍ୟତିତ ଆନ୍ଧ୍ର ପ୍ରଦେଶ, ସିକିମ୍, ଅରୁଣାଚଳ...
ନବରଙ୍ଗପୁରରେ ଚାଲିଛି ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁରରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଗ୍ରୀଷ୍ମପ୍ରବାହ ଯୋଗୁଁ ନବରଙ୍ଗପୁରର ବିଭିନ୍ନ ଭୋଟ କେନ୍ଦ୍ରରେ ସକାଳୁ ସକାଳୁ ମତଦାତାମାନେ ଧାଡ଼ି ବାନ୍ଧି ଠିଆ ହୋଇଥିବା ଲକ୍ଷ୍ୟ କରାଯାଇଛି। ଭୋଟ...
ଭୋଟ ଦେଲେ ବସନ୍ତ ପଣ୍ଡା
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
କଳହାଣ୍ଡି ଲୋକସଭା ଆସନ ଲାଗି ବିଜେପିର ପ୍ରାର୍ଥୀ ଥିବା ବସନ୍ତ ପଣ୍ଡା ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ସକାଳୁ ସକାଳୁ ଆସି ଭୋଟ ଦେଇଛନ୍ତି। ଭୋଟ ଦେବାପରେ ସମସ୍ତେ...
ଇଭିଏମ୍ ଅଚଳ – ଭୋଟ୍ ନ ଦେଇ ଫେରିଗଲେ ଭୋଟର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ରୁ ମତଦାନ ଆରମ୍ଭ ହୋଇଯାଇଛି। କିନ୍ତୁ ଇଭିଏମ୍ରେ ଯାନ୍ତ୍ରିକ ତୃଟି ଦେଖାଦେଇଥିବାରୁ ବିଭିନ୍ନ ସ୍ଥାନରେ ଭୋଟରମାନେ ଭୋଟ୍ ନ ଦେଇ ଫେରିଯାଇଛନ୍ତି।
ଜୁନାଗଡ଼ର କୁହୁରା...
ମୋ ଭୋଟ ମୋ ଅଧିକାର
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଗଣତନ୍ତ୍ରର ମହାକୁମ୍ଭରେ ସାମିଲ ହୁଅନ୍ତୁ। ଭୋଟ ଦିଅନ୍ତୁ ଓ ନିଜ ଅଧିକାର ନିଜେ ବାଛନ୍ତୁ। ଭୋଟ ଦେବାରୁ ଜମାରୁ ବଞ୍ଚିତ ହୁଅନ୍ତୁ ନାହିଁ।
କାରଣ ଆପଣଙ୍କର ଗୋଟିଏ ଭୋଟ ଆପଣଙ୍କ...
ଭୋଟ୍ ଦେଲେ ଆର୍ଏସ୍ଏସ୍ ପ୍ରମୁଖ ମୋହନ ଭାଗବତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଏସ୍ଏସ୍ ପ୍ରମୁଖ ମୋହନ ଭାଗବତ ଭୋଟ ଦେଇଛନ୍ତି। ତାଙ୍କ ସହିତ ଭୟାଜୀ ଜୋଶୀ ମଧ୍ୟ ମତଦାନ କରିଛନ୍ତି। ମହାରାଷ୍ଟ୍ରର ନାଗପୁର ଲୋକସଭା କ୍ଷେତ୍ରରେ ଭୋଟ ଦେଇଛନ୍ତି ମୋହନ ଭାଗବତ।
“ରାଷ୍ଟ୍ରୀୟ ସୁରକ୍ଷା ଓ...
ଇଭିଏମ୍ରେ ଯାନ୍ତ୍ରିକ ତୃଟି ଲାଗି ମତଦାନରେ ବିଳମ୍ବ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ରୁ ମତଦାନ ଆରମ୍ଭ ହୋଇଯାଇଛି। କିନ୍ତୁ ଇଭିଏମ୍ରେ ଯାନ୍ତ୍ରିକ ତୃଟି ଦେଖାଦେଇଥିବାରୁ ବିଭିନ୍ନ ସ୍ଥାନରେ ମତଦାନ କରିବାରେ ବିଳମ୍ବ ହୋଇଥିବା ସୂଚନା...
ମୁଖ୍ୟମନ୍ତ୍ରୀଙ୍କ ଫୋକସ ପଶ୍ଚିମ – ଆଜି କନ୍ଧମାଳ,ସୋନପୁର,ବୌଦ୍ଧ ଜିଲ୍ଲା ଗସ୍ତ କରିବେ ନବୀନ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଆଜି ୪ଲୋକସଭା ଓ ୨୮ ବିଧାନସଭା ଆସନ ଲାଗି ମତଦାନ ଚାଲିଛି। ଅନ୍ୟପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି।
ଆଜି...
ପ୍ରଥମ ପର୍ଯ୍ୟାୟ ଲାଗି ନିଜ ମତାଧିକାର ସାବ୍ୟସ୍ତ କରିବେ ୬୦ଲକ୍ଷରୁ ଅଧିକ ଭୋଟର
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ ହୋଇଛି। ୪ ଲୋକସଭା (କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ନପୁର,କୋରାପୁଟ)ସହ ୨୮ ବିଧାନସଭା ଆସନ ଲାଗି ଭୋଟ ଦେଉଛନ୍ତି ଭୋଟର।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୭୨୩୩ ବୁଥରେ ନିର୍ବାଚନ ହେଉଛି।...
ବ୍ରେଲ ବାଲାଟ ପେପରରେ ଭୋଟ ଦେବେ ଭିନ୍ନକ୍ଷମ ଭୋଟର
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ପ୍ରଥମ ଥର ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭିନ୍ନକ୍ଷମ ଭୋଟରଙ୍କ ଲାଗି ବ୍ରେଲ ବାଲାଟପେପର ବ୍ୟବସ୍ଥା କରାଯାଇଛି।
ସକାଳା ୭ଟାରୁ ଚାଲିଛି ପ୍ରଥମ ପର୍ଯ୍ୟାୟ ଲାଗି ମତଦାନ। ୪ ଲୋକସଭା ଲାଗି...



















