କଂଗ୍ରେସ ଦେଲା ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ, ଜାଣନ୍ତୁ କେଉଁଠୁ କିଏ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଂଗ୍ରେସ ଘୋଷଣା କରିଛି ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା।
୧. ବଡ଼ସାହି – ଦେବଯାନୀ ବେହେରା
୨. ସୋର – ସୁରେନ୍ଦ୍ର ପରମାଣିକ
୩. ସିମୁଳିଆ – ଅନନ୍ତ ସେଠୀ
୪. ଚାନ୍ଦବାଲି...
ସରକାର ଗଠନର ପ୍ରଥମ ଦିନରେ ମିଳିବ କାଳିଆ ଟଙ୍କା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶୁକ୍ରବାର ଜୟପୁରଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ଏକ ବଡ଼ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ। ନବୀନ କହିଛନ୍ତି,...
Election Update @7PM
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଜୟପୁରରେ ମାରାଥନ ପ୍ରଚାର କଲେ ନବୀନ – ‘‘ମୁଁ ଆପଣମାନଙ୍କ ସାଙ୍ଗରେ ରହିଛି, ରହିବି’’
ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାଲକାନଗିରି ଜିଲ୍ଲା...
ନବୀନଙ୍କୁ କଂଗ୍ରେସ ପଚାରିଲା ପ୍ରଶ୍ନ – “୧୯ ବର୍ଷ ଭିତରେ ମହିଳାଙ୍କ ପାଇଁ କରିଛ କ’ଣ?”
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନବୀନଙ୍କ ମହିଳା କାର୍ଡକୁ କାଉଣ୍ଟର କରିଛି ଓଡିଶା ପ୍ରଦେଶ କଂଗ୍ରେସ। ଆଜି ଭୁବନେଶରସ୍ଥିତ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର...
ଜୟପୁରରେ ମାରାଥନ ପ୍ରଚାର କଲେ ନବୀନ – ‘‘ମୁଁ ଆପଣମାନଙ୍କ ସାଙ୍ଗରେ ରହିଛି, ରହିବି’’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାଲକାନଗିରି ଜିଲ୍ଲା କାଲିମେଳା ପରେ ନବୀନ କୋରାପୁଟର ଜୟପୁରଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର।
ଜୟପୁର ଷ୍ଟାଡିୟମଠାରେ ଅନୁଷ୍ଠିତ ସଭାରେ ନବୀନ...
ଖଣ୍ଡପଡ଼ା ରାଜନୀତି, ଯେଉଁଠି ପ୍ରତି ନିର୍ବାଚନରେ ବଦଳନ୍ତି ପ୍ରାର୍ଥୀ!
ନୀଳାମ୍ବର ରଥ
ପ୍ରତିଥର ଭୋଟ୍ ଆସିଲେ ବଦଳନ୍ତି ନେତା; ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏକଥା ପ୍ରମାଣିତ ହୋଇ ଆସୁଛି ଖଣ୍ଡପଡ଼ା ବିଧାନସଭା ଆସନରେ।
ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ରାଜନୀତି ଉପରେ ଏବେ ସମସ୍ତଙ୍କ...
ନିର୍ବାଚନ ଲଢ଼ିବେନି ସୁମିତ୍ରା ମହାଜନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବରିଷ୍ଠ ବିଜେପି ନେତା ତଥା ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏଥର ନିର୍ବାଚନ ଲଢ଼ିବେ ନାହିଁ। ଏନେଇ ସେ ଦଳକୁ ଚିଠି ଲେଖି ଜଣାଇ ଦେଇଛନ୍ତି।
ସୁମିତ୍ରା ମହାଜନ ମଧ୍ୟ ପ୍ରଦେଶର...
Election Update @2PM
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଲାଲଗଡ଼ରୁ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲାରୁ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି। କୋରାପୁଟରେ ପ୍ରଚାର କରି...
ରାହୁଲଙ୍କର ସମ୍ପତ୍ତି କେତେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନ ସମୟରେ ନେତାଙ୍କର ସମ୍ପତ୍ତି ଜାଣିବାରେ ସାଧାରଣରେ ସମସ୍ତଙ୍କର ଆଗ୍ରହ ଥାଏ। ପୁଣି ସମ୍ପତ୍ତି ତାଲିକା ଯଦି ରାହୁଲ ଗାନ୍ଧିଙ୍କର ହୁଏ ତେବେ ସାଧାରଣରେ ଚର୍ଚ୍ଚା ହେବା ସ୍ଵାଭାବିକ।
ରାହୁଲ ଗାନ୍ଧି ଗୁରୁବାର...
ବିଜେଡିରୁ ଇସ୍ତଫା ଦେଲେ କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକ
ଓଡ଼ିଶାଲାଇଭ୍ ବ୍ୟୁରୋ
କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି।
ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।...




















