ଶଙ୍ଖ ଧରିଲେ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାର ବିଜେଡିରେ ସାମିଲ ହୋଇଛନ୍ତି ସୁନିତା ବିଶ୍ୱାଳ। ସୁନିତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ।
ନିଜର ଅନେକ ସମର୍ଥକଙ୍କ ସହିତ ସୁନିତା ଆଜି ନବୀନ ନିବାସରେ ବିଜେଡିରେ ସାମିଲ ହୋଇଛନ୍ତି।...
ଆଜି ଘୋଷଣା ହୋଇପାରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଲାଗି ନିର୍ବାଚନ ତାରିଖ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଅପରାହ୍ନରେ ନିର୍ବାଚନ କମିଶନଙ୍କ ବୈଠକ ବସିବ। ନିର୍ବାଚନକୁ ଅଳ୍ପଦିନ ବାକିଥିବା ବେଳେ ଶନିବାରର ବୈଠକ ଅନେକ ଗୁରୁତ୍ୱ ରଖୁଛି।
କୁହାଯାଉଛି ଆଜି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ନେଇ ତାରିଖ...
ଦଳରେ ପଶୁ ପଶୁ ବୈଜୟନ୍ତଙ୍କୁ ବଡ଼ ଦାୟିତ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପିରେ ମିଶିବା ପରେ ବୈଜୟନ୍ତ ପଣ୍ଡାଙ୍କୁ ଦଳ ତରଫରୁ ଶୁକ୍ରବାର ବଡ଼ ଦାୟିତ୍ୱ ମିଳିଛି।
ବୈଜୟନ୍ତଙ୍କୁ ଦଳ ପକ୍ଷରୁ ରାଷ୍ଟ୍ରୀୟ ଉପସଭାପତି ଦାୟିତ୍ୱ ଦିଆଯାଇଛି ଏହା ସହ ବିଜେପିର ଜାତୀୟ ମୁଖପାତ୍ର ଦାୟିତ୍ୱ...
ଜୟପୁର ବିଧାନସଭା ଆସନ : ଲୋପାମୁଦ୍ରା ଆଗରେ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏକ ତୃତୀୟାଂଶ ମହିଳା ସଂରକ୍ଷଣ ନୀତିରେ ଉତ୍ସାହିତ ହୋଇ ବିଜେଡିର ଅନେକ ମହିଳା ରାଜନୀତିରେ ସାମିଲ ହେବାକୁ ଚାହୁଁଛନ୍ତି। ଯେଉଁ ସବୁ...
ଜୟପୁରରେ ମହିଳା ସମାବେଶରେ ରାହୁଲ ଗାନ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ଓଡ଼ିଶା ଆସି କୋରାପୁଟ, ଜୟପୁରରେ ଏକ ମହିଳା ସମାବେଶରେ ଯୋଗ ଦେଇଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ଓଡ଼ିଶା ଆସିଛନ୍ତି। କୋରାପୁଟ ଜୟପୁରରେ ଏକ...
ଅନନ୍ତ ଜେନା ଶିଶୁପାଳ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭଲ କାର୍ଡ଼ ଖେଳିଛନ୍ତି। ପୂର୍ବତନ ବିଏମସି ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଡିଏର ଅଧ୍ୟକ୍ଷ ଭାବେ ନିଯୁକ୍ତି...
ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କୋରାପୁଟ ଜିଲ୍ଲା ଜୟପୁର ଆସି ସେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ବାଙ୍ଗମାଝି ପଡ଼ିଆରେ ସେ ସମାବେଶରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ। ଗାନ୍ଧିଛକଠାରେ...
କଂଗ୍ରେସ ଘୋଷଣା କଲା ପ୍ରାର୍ଥି ତାଲିକା – ଆମେଥିରୁ ଲଢ଼ିବେ ରାହୁଲ, ରାୟବରେଲୀରୁ ସୋନିଆ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଲୋକସଭା ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ପ୍ରକାଶ ପାଇଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥି ତାଲିକାରେ ୧୫ ଜଣ ଆଶାୟୀଙ୍କ ନାଁ ରହିଛି। ସେଥିମଧ୍ୟରୁ ୧୧ ଜଣ...
ମୋ’ ଜୀବନର ସବୁଠାରୁ ବଡ଼ ମୋଡ଼ : ବୈଜୟନ୍ତ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
“ମୋ' ଜୀବନର ଏହା ହେଉଛି ସବୁଠାରୁ ବଡ଼ ମୋଡ଼। ମୁଁ ନିକଟରେ ଯେଉଁ ଯାଗାରେ ପହଞ୍ଚିଛି ସେଥିପାଇଁ ମତେ ୨୨ ବର୍ଷ ଲାଗିଗଲା।”- ଆଜି ପୁଣି ଏହି କଥା ଦୋହରାଇଛନ୍ତି...
ବୈଜୟନ୍ତ ପଦ୍ମ ଦଳ ପାଇଁ ହେବେ ଫାଇଦା – ‘ଓପିନିଅନ ଓଡ଼ିଶା’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିଜେପିରେ ଯୋଗଦେବା ପରେ ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା। ଓଡ଼ିଶାଲାଇଭ୍ର ଓପିନିଅନ ଓଡ଼ିଶା ଅଭିଯାନରେ ମତ ରଖି ଅନେକ ପାଠକ...




















